ଏହି ରାଶିର ଲୋକମାନଙ୍କୁ ସୁନା ମୁଦି ପିନ୍ଧିବା ମନା, ଯଦି ପିନ୍ଧୁଛନ୍ତି ଏବେ ହିଁ ଉତରି ଦିଅନ୍ତୁ, ନଚେତ….

ସୁନା ଏକ ମୂଲ୍ୟବାନ ଧାତୁ ହୋଇଥାଏ । ସୁନା ଧାରଣ କରିବା ବହୁତ ଶୁଭଙ୍କର ହୋଇଥାଏ । ସୁନା ଧାତୁକୁ ନେଇ ଏକ ଭିନ୍ନ ଆକର୍ଷଣ ରାଶିଛି । ମନ୍ଦିର ରେ ଦେବାଦେବୀ ମାନେ ମଧ୍ୟ ସୁନାର ଅଳଙ୍କାରେ ସୁସଜିତ ହୋଇଥାନ୍ତି । ସଭିଏଁ ସୁନା ଧାରଣ କରିବାକୁ ବେସ ପସନ୍ଦ କରିଥାନ୍ତି । ଜ୍ଯୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ ସୁନା ଧାରଣ କରିଲେ ଖୁବ ଶୁଭଫଳ ମିଳିଥାଏ ବୋଲି ବର୍ଣ୍ଣନା କରାଯାଇଛି । କେଉଁ ରାଶିର ବ୍ୟକ୍ତି ବିଶେଷ ସୁନା ଧାରଣ କରିବା ଉଚିତ ଓ ଏହା କେତେ ଶୁଭଙ୍କର ଅଟେ ଆସନ୍ତୁ ଜାଣିବା ।

୧- ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ତର୍ଜନୀ ଆଙ୍ଗୁଠି ରେ ସୁନା ମୁଦି ଧାରଣ କରିବା ଦ୍ଵାରା ଏକାଗ୍ରତା ବୃଦ୍ଧି ହୋଇଥାଏ । ଏହା ସହ ରାଜଯୋଗ ପ୍ରାପ୍ତି ରେ ସହାୟକ ହୋଇଥାଏ ।

୨- ଅନାମିକା ଆଙ୍ଗୁଠିରେ ସୁନା ମୁଦି ଧାରଣ କରିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ । ଥଣ୍ଡା ବା ଶ୍ଵାସ ଜନିତ ସମସ୍ଯା ଲାଗି ରହୁଥିଲେ କନିଷ୍ଠ ଆଙ୍ଗୁଠି ରେ ସୁନା ର ମୁଦି ପିନ୍ଧି ପାରିବେ ।

୩- ବୈବାହିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି କରିବା ପାଇଁ ସୁନା ଆଭୁଷଣର ବିଶେଷ ଭୂମିକା ରହିଛି । ବିବାହ ପରେ ସୁନା ଧାରଣ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ ।

୪- ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ଧାରଣ କରିବା ଶୁଭ ହୋଇଥାଏ । ଏହାକୁ ଧାରଣ କରିବା ଦ୍ଵାରା ସାହସୀ ହେବା ସହ ପ୍ରତେକ କ୍ଷେତ୍ରରେ ସଫଳତା ମିଳିଥାଏ । ପିତା ମାତା, ବନ୍ଧୁ, ପ୍ରିୟଜନ ସର୍ବଦା ସାହାଜ୍ଯ କରିଥାନ୍ତି । କରଜରୁ ମୁକ୍ତି ମିଳିଥାଏ ।

୫- ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ଧାରଣ କରିବା ଦ୍ଵାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ତେଣୁ ଆପଣ ନିଶ୍ଚିନ୍ତ ଭାବେ ସୁନା ଧାରଣ କରିବା ଉଚିତ । କର୍ମ କ୍ଷେତ୍ର ସହିତ ଜୀବନରେ ମଧ୍ୟ ଖୁବ ସଫଳତା ମିଳିଥାଏ ।

୬- କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ଧାରଣ କରିବା ଦ୍ଵାରା ଧୀରେ ଧୀରେ ଆପଣଙ୍କର ଇଚ୍ଛା ପୂରଣ ହେବାକୁ ଲାଗିଥାଏ । ଜୀବନରେ ରହିଥିବା ସମସ୍ଯା ଦୂର ହେବା ସହ ଐଶ୍ଚର୍ଜ୍ୟ ବୃଦ୍ଧି ହୋଇଥାଏ ।

୭- ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ ସୁନା ମୁଦି ଧାରଣ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । କାର୍ଯ୍ୟରେ ଜଲ୍ଦି ସଫଳତା ମିଳିବା ସହ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ପ୍ରତେକ କ୍ଷେତ୍ରରେ ସଫଳତା ମିଳିଥାଏ ।

୮- ବୃଷ ରାଶି, ମିଥୁନ ରାଶି, ବିଛା ରାଶି ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ସୁନାର ଧାତୁ ପିନ୍ଧିବା ଉତ୍ତମ ନୁହେଁ । ସେହିପରି ତୁଳା ଓ ମକର ରାଶିର ବ୍ୟକ୍ତି ବିଶେଷ ମାନେ କମ ସୁନା ପିନ୍ଧିବା ଭଲ ହୋଇଥାଏ । ଲୁହା ଓ କୋଇଲା କାମ କରୁଥିବା ବ୍ୟକ୍ତି ସୁନା ଧାରଣ କରିବା ଉତ୍ତମ ନୁହେଁ । କାରଣ ଏହାର ପ୍ରଭାବ କର୍ମ କ୍ଷେତ୍ରରେ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *