ଖରାପ ସମୟ ଆସିବା ପୂର୍ବରୁ କଳା ମୂଷା ଦେଇଥାଏ ଏହି 3ଟି ସଙ୍କେତ, ଆପଣଙ୍କୁ ବି ମିଳୁଛି କି ଏଭଳି ସଂକେତ

ନମସ୍କାର ବନ୍ଧୁଗଣ, ପ୍ରାୟ ସମସ୍ତଙ୍କ ଘରେ ମୂଷା ମାନେ ବାସ କରିଥାନ୍ତି । ଘରର ଜିନିଷ ପତ୍ର ଇତ୍ୟାଦିକୁ ନଷ୍ଟ କରିଥାନ୍ତି । ଆପଣ ତାଙ୍କୁ ଘରୁ ଘଉଡାଇବା ପାଇଁ ଚେଷ୍ଟା ମଧ୍ୟ କରନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କଳା ମୂଷା ଯଦି ଆପଣଙ୍କ ଘରକୁ ଆସିଥାଏ ତେବେ ଆପଣଙ୍କୁ ୩ଟି କଥାର ସଙ୍କେତ ମିଳିଥାଏ ତେବେ ତାହା ଖରାପ ସଂକେତ କି ଭଲ ତାହା ଆପଣଙ୍କୁ ପୋଷ୍ଟଟିକୁ ସମ୍ପୂର୍ଣ ଭାବରେ ପଢିବା ପରେ ହିଁ ଜଣାପଡିଯିବ । ତେବେ ଆସନ୍ତୁ ଜାଣିବା ।

ପ୍ରଥମ: ଯଦି ଆପଣଙ୍କ ଘରେ କଳା ମୂଷାଙ୍କ ସଂଖ୍ୟା ହଠାତ ବଢିବାକୁ ଲାଗେ ତେବେ ଆପଣ ବୁଝିଯିବେ କି ଆପଣଙ୍କ ଘରର କୌଣସି ସଦସ୍ୟଙ୍କର କୌଣସି ଏକ ବଡ ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ଆପଣ କଳା ମୂଷାକୁ ଆପଣଙ୍କ ଘରୁ ବାହାର କରିବାର ଉପାୟ ନିହାତି ଭାବରେ ଖୋଜି ବାହାର କରନ୍ତୁ ।

ଦିତୀୟ: ଯଦି ମୂଷା ଆପଣଙ୍କ ଘରେ କୌଣସି କଥାର ଜିନିଷ କାଟିବା ଆରମ୍ଭ କରିଦେଇଥାଏ ତେବେ ଏହାର ସଙ୍କେତ ହୋଇଥାଏ କି ଆପଣଙ୍କ ଘରେ କୌଣସି ଦୁଃଖଦ ଘଟଣା ଆଗକୁ ଘଟିବାକୁ ଯାଉଛି । ଯଦି ଆପଣଙ୍କ ଘରର କୌଣସି ଛୋଟ ପିଲାର ପ୍ରଥମ ଦାନ୍ତ ଝଡିଥାଏ ଏବଂ ସେହି ଝଡି ଯାଇଥିବା ଦାନ୍ତକୁ ଯଦି ମୂଷା ନେଇଯାଏ ତେବେ ସେହି ପିଲାର ଦାନ୍ତ ଜୀବନସାରା ପାଇଁ ମଜବୁତ ହୋଇଥାଏ । ଏହାକୁ ବହୁତ ଶୁଭ ମନାଯାଇଥାଏ ।

ତୃତୀୟ: ଯଦି କୌଣସି ଜାହାଜରେ ମୂଷା ମାନେ ଅଚାନକ ଭାବରେ ଦୌଡିବାକୁ ଲାଗିଥାନ୍ତି ତେବେ ସେହି ଜାହାଜରେ ଦୁର୍ଘଟଣା ହେବାର ସମ୍ଭାବନା  ରହିଥାଏ । ସବୁଠାରୁ ମୁଖ୍ୟ କଥାର ଧ୍ୟାନ ରଖନ୍ତୁ କି ମୂଷା ମାନଙ୍କୁ କେବେ ବି କୌଣସି ପରିସ୍ଥିତିରେ ମାରିବା ଅନୁଚିତ । ମୂଷା ଗଣେଶଙ୍କ ବାହନ ହୋଇଥିବା ହେତୁ ଶ୍ରୀ ଗଣେଶ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ।

ମୂଷାକୁ ମାରୁଥିବା ବ୍ୟକ୍ତି ଜଣେ ପାପୀ ଭାବରେ ବିବେଚିତ ହୋଇଥାନ୍ତି । ମୂଷାକୁ ଘରୁ ବାହାର କରିବାର ଅନ୍ୟ କୌଣସି ଉପାୟ ଅବଲମ୍ବନ କରନ୍ତୁ । କିନ୍ତୁ ତାଙ୍କୁ କେବେ ମାରନ୍ତୁ ନାହିଁ । ମୂଷା ଭଳି ଦେଖା ଯାଉଥିବା ଚୁଚୁନ୍ଦ୍ରା ଯଦି ଆପଣଙ୍କ ଘରେ ଦେଖାଦିଏ ତେବେ ଏହା ଆପଣଙ୍କ ପାଇନ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆପଣକ ଜୀବନରେ ଧନ ଲାଭ ହେବାର ଅନେକ ସୁବର୍ଣ ସୁଯୋଗ ମିଳିଥାଏ । ଏବଂ ଆପଣଙ୍କୁ ଧନ ଲାଭ ହେବା ଶୁଭ ଯୋଗ ବନିଥାଏ ।

ଆପଣ ଯଦି ଏହି ସମସ୍ତ କଥାକୁ ଆପଣଙ୍କ ଘରେ ମୂଷା ଦେଖିବା ସମୟରେ ଧ୍ୟାନରେ ରଖନ୍ତି ତେବେ ତାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ତେଣୁ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାନ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *