ଖାଲି ପେଟରେ ପାଣି ପିଇବା ର ଫାଇଦା ଜାଣି ଆପଣଙ୍କ ହୋସ ଉଡିଯିବ, ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମର ଶରୀରର 72 ପ୍ରତିଶତ ପାଣି ରେ ବନି ଥାଏ । ଆଉ ଏହି କାରଣରୁ ପାଣି ଆମ ଜୀବନ ପାଇଁ ବହୁତ ଜରୁରୀ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସକାଳୁ ଉଠି ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ଆମ ମୁହଁ ରେ ଥିବା ଲାଳ ତାହା ପେଟକୁ ଯାଇ କେତେ ରୋଗକୁ ବଞ୍ଚାଇ ଥାଏ । ପାଟି ରୁ ବାହାରୁ ଥିବା ଲାଳ ଏମିତି ଏକ ପଦାର୍ଥ ଯାହା ଆଣ୍ଟି ସେପଟିକ ପରି କାମ କରିଥାଏ ।

ଆଉ ଆମକୁ ବହୁତ ରୋଗରୁ ବଞ୍ଚାଇ ଥାଏ । ପାଣି ପିଇବା ଦ୍ଵାରା ଶରୀରର ଅନେକ ରୋଗ ଦୂର ହୋଇଯାଏ । ପାଣି ପିଇଲେ ତ୍ଵଚା ରୋଗ ବି ଦୂର ହୋଇଥାଏ । ଆଉ କେତେ ପ୍ରକାରର ରୋଗରୁ ସୁସ୍ଥ କରିଥାଏ । ପାଣି ପିଇବା ଦ୍ଵାରା ଆମ ଶରୀର ନିରୋଗ ରହିଥାଏ । ପାଣିକୁ ସକାଳୁ ବାସୀ ମୁହଁ ରେ ପିଇବାର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଚାଲନ୍ତୁ ଜାଣିବା ପାଣିକୁ କେତେବେଳେ ଓ କେତେ ମାତ୍ରା ରେ ପିଇବା ଭଲ ହୋଇଥାଏ । କାରଣ ପାଣି ପିଇବାର ଠିକ ସମୟ ଆମକୁ ସୁସ୍ଥ ରଖିଥାଏ । ୧- ସକାଳୁ ବାସୀ ମୁହଁ ରେ ଦୁଇ ଗ୍ଳାସ ପାଣି ପିଇବା ଦ୍ଵାରା ଶରୀର ଭିତର ର ଅଙ୍ଗ ଅଧିକ ଆକ୍ଟିଭ ହୋଇଥାଏ । ଆଉ ସ୍କିନ ରେ ଗ୍ଲୋ ଆସିଥାଏ ।

୨- ବାସୀ ମୁହଁ ରେ ପାଣି ପିଇବା ଦ୍ଵାରା ଶରୀରର ସବୁ ମଇଳା ସଫା ହୋଇଯାଏ । ଆଉ ଆମର ଶରୀର ସୁସ୍ଥ ରହିଥାଏ ।

୩- ଖାଲି ପେଟରେ ପାଣି ପିଇବା ଦ୍ଵାରା ପାଚନ କ୍ରିୟା ସୁସ୍ଥ ରହିଥାଏ । ଯେଉଁ କାରଣରୁ ବ୍ଲଡ଼ ଅଧିକ ମାତ୍ରାରେ ବନି ଥାଏ ।

୪- ଯଦି କାହାକୁ ଏଥର ସମସ୍ଯା ଅଛି ତେବେ ଖାଲି ପେଟରେ ସକାଳୁ ଏକ ଗ୍ଳାସ ପାଣି ସେବନ କରିଲେ ଏହା ଦୂର ହୋଇଉଥାଏ ।

୫- ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା ହାର୍ଟ ରୋଗ ଦୂର ହୋଇଯାଏ । ଶୋଇବା ପୂର୍ବରୁ ପାଣି ପିଇଲେ ହାର୍ଟ ସୁସ୍ଥ ରହିବା ସହ ହାର୍ଟ ଆଟାକ ରୁ ବି ବଞ୍ଚାଇ ଥାଏ ।

୬- ଗାଧୋଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ପିଇବେ ଏହା ଦ୍ଵାରା ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ ରେ ରହିବ । ଖାଇବା ପୂର୍ବରୁ ଗୋଟେ ଗ୍ଳାସ ପାଣି ପିଇଲେ ପେଟ ଠିକ ରହିବ ଆଉ ଅଧିକ ଖାଇ ହେବ ନାହି । ଯାହା ଦ୍ଵାରା ମୋଟାପା ରୁ ବଞ୍ଚିବେ ।

୭- ଯଦି ଆପଣ କିଛି କାର୍ଯ୍ୟ କୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ସେହି ସମୟରେ ଗୋଟେ ଗ୍ଳାସ ପାଣି ପିଅନ୍ତୁ । ଏହା ଦ୍ଵାରା ମନ ସାନ୍ତ ହେବା ଆଉ ଆପଣଙ୍କ ଚିନ୍ତା ଦୂର ହେବ । ଯଦି ଆପଣ ପାଣି ପିଇବାର ନିୟମକୁ ବଦଳାଇବେ ତେବେ ଏହା ଦ୍ଵାରା ବହୁତ ଭଲ ଫାଇଦା ମିଇବ । ଏହା ସହ ଶରୀର ସୁସ୍ଥ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *