କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖିବା ତାଙ୍କ ହୃଦୟ ରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଭିନ୍ନ ଧରଣର ବିଷୟ ବସ୍ତୁ । ଆପଣ କାହାର ବି ନାଁ ଭାବି ବାଛନ୍ତୁ ଆମେ ଆଣିଥିବା ୫ଟି ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ । ଏହି ୫ଟି ନମ୍ବର ମଧ୍ୟରୁ ଆପଣ ଚାହିଁଲେ ଅଲଗା ଅଲଗା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାଛି ପାରିବେ । ଆପଣ ଏହାକୁ ମଜାଳିଆ ଭାବେ ପଢି ପାରିବେ ।

ହୋଇପାରେ ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ । କାରଣ ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଆସନ୍ତୁ ଜାଣିବା । ୧- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ବାଛିଛନ୍ତି ସେ ଆପଣଙ୍କ ବିଷୟରେ ପଜେଟିଭ ଭାବୁଛନ୍ତି । ସେ ଆପଣଙ୍କୁ ନିଜ ଜୀବନ ସାଥି ଭାବୁଛନ୍ତି ।

ଆପଣ ସମସ୍ତଙ୍କ ପ୍ରତି କେୟାରିଙ୍ଗ ଭାବ ରଖୁଛନ୍ତି ବହୁତ ଭଲ ପାଇବା ଦେଉଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ନିଜେ ଖୁସି ରହିବା ସହ ଲୋକଙ୍କୁ ବି ଖୁସିରେ ରଖୁଛନ୍ତି । ଆପଣ ବହୁତ ଭଲ ମଣିଷ ଏମିତି ସେ ଭାବୁଛନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଏମିତି ଭାବୁଛନ୍ତି ଆପଣ ତାଙ୍କୁ ଅନେକ କଥା ଲୁଚାଉଛନ୍ତି । ଆପଣ ସବୁ ବିଷୟରେ ଅଢି ଭାବୁଛନ୍ତି । ଇଶ୍ଵର ଆପଣଙ୍କୁ ସବୁ କିଛି ଦେଇଛନ୍ତି କିନ୍ତୁ କଞ୍ଜୁସ ଅଟନ୍ତି । ପାରିବାରିକ ରୂପରେ ଆପଣ ଭଉତ ଭଲ ପରିବାରର ସହଯୋଗ ବି ପାଉଛନ୍ତି ଏମିତି ବି ସେ ଭାବୁଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ପଜେଟିଭ ଦେଖୁଛନ୍ତି । କେଉଁଠି ନା କେଉଁଠି ସେ ଆପଣଙ୍କୁ ବହୁତ ଭଲ ଭାବୁଛନ୍ତୁ । ଆପଣ ଭଲ ହମସଫର ଅଟନ୍ତି ଯାହାଙ୍କ ସହ ସମ୍ପର୍କ ରଖାଯାଇ ପାରିବ । ଆପଣ ପୁରା ପରଫେକ୍ଟ ଅଟନ୍ତି ଯାହା ସେ ନିଜ ଜୀବନରେ ଚାହୁଁଛନ୍ତି ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ପ୍ରେମ, ଆକର୍ଷଣ ସବୁ କିଛି ଅଛି ତାଙ୍କ ମନରେ ଆପଣଙ୍କ ପାଇଁ । ତାଙ୍କ ଲାଇଫରେ ଯେମିତି ମଣିଷ ଦରକାର ସେ ସବୁ କିଛି ଆପଣଙ୍କ ପାଖରେ ଅଛି । ଆପଣ ଲୋକଙ୍କର ବହୁତ କେୟାରିଙ୍ଗ କରୁଛନ୍ତି । ଆପଣ ପ୍ରତେକ କଥା ରେ ବହୁତ ତେଜ ରହିଥାନ୍ତି ଏମିତି ସେ ଭାବୁଛନ୍ତି ।

୫- ପଞ୍ଚମ ନମ୍ବର : ଆପଣ ଯାହା ପାଇଁ ପଞ୍ଚମ ନମ୍ବର ବାଛିଛନ୍ତି ଆପଣଙ୍କ ପାଇଁ ତାଙ୍କ ମନରେ ବହୁତ ସାରା ପ୍ରେମ ଅଛି । ଆପଣଙ୍କ ସହ ଆଗକୁ ଲାଇଫରେ ବଢିବାକୁ ଚାହୁଁଛନ୍ତି । ଆପଣଙ୍କ ସହ ବନ୍ଧୁତା ବା ପାର୍ଟନରସିପ କରିବାକୁ ଯାଉଛନ୍ତି । ହୋଇପାରେ ଆପଣ ଦୁହିଙ୍କ ଭିତରେ ଝଗଡା ହୋଇଛି । ସେ ଆପଣଙ୍କ ପାଇଁ ବହୁତ ପଜେଟିଭ ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *