ପ୍ରତିଦିନ ସକାଳୁ ଉଠି କୁହନ୍ତୁ ଏହି ମନ୍ତ୍ର, ବିନା ପୁଜାରେ ହେବ ସବୁ ଇଚ୍ଛା ପୁରଣ… ଦୂର ହେବ ଦାରିଦ୍ର୍ୟତା

ବନ୍ଧୁଗଣ ସକାଳୁ ମନ୍ତ୍ର ଜପ କରିବା ଦ୍ଵାରା ଘରୁ ଦାରିଦ୍ରତା ଦୂର କରିବା ବୋଲି ମାନାଯାଏ । କାରଣ ଯେଉଁ ଘରେ ସକାଳୁ ଶୁଭ ହୋଇଯାଏ ସେଠାରେ ଦୁଖ ଦାରିଦ୍ରତା ଆସେ ନାହି । ଘରେ ବି ବାଧା ଦୂର କରିବା ପାଇଁ ଶକ୍ତି ମିଳିଥାଏ । ଆଜିର ସମୟରେ କୌଣସି ନା କୌଣସି କାରଣରୁ ବ୍ୟକ୍ତିକୁ ମାନସିକ ଚିନ୍ତା ହୋଇଯାଉଛି । ଏହାର କାରଣରୁ ବ୍ୟକ୍ତିର ଆର୍ଥିକ କ୍ଷତି ହୁଏ ।

ପରିବାର ଓ ବ୍ୟାପାରରେ କିଛି ନା କିଛି ଅସୁବିଧା ସୃଷ୍ଟି ହୁଏ । ଆଜି ଆମେ ଆପଣଙ୍କୁ କହିବୁ ସକାଳୁ ଉଠି କେଉଁ ମନ୍ତ୍ର କହିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଆମେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ଵାରା ଜ୍ଞାନେନ୍ଦ୍ରିୟ ଓ ମାଂସପେଶୀ ଖୋଲିଯାଏ । ଏହା ସହ ପଜେଟିଭ ଚିନ୍ତାହାର ଆମକୁ ମାନେ ଆସିଯାଏ । ଆଜି ଆମେ ଆପଣଙ୍କୁ କହିବୁ ଦେବାଧି ଦେବ ମହାଦେବଙ୍କ ମନ୍ତ୍ର ବିଷୟରେ ।

ମହାଦେଙ୍କ ଠାରେ ଏତେ ଶକ୍ତି ଥାଏ କି ତାଙ୍କର କୃପା ଲାଭ ହେଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ମନ୍ତ୍ର ମାଧ୍ୟମରେ ଆପଣ ନିଜ ଜୀବନରେ ସବୁ ଶକ୍ତି କୁ ଦେଖିବାକୁ ପାଇବେ । ଯଦି କୌଣସି ମନ୍ତ୍ର କହୁଛନ୍ତି ତେବେ ମହାଦେବଙ୍କ ଅବତାର ଭଗବାନ ହନୁମାନ ଙ୍କ ମନ୍ତ୍ର ଜପ କରିବା ଉଚିତ । କାରଣ ସବୁଠୁ ଅଧିକ ଶକ୍ତି ଯିଏ କଳିଯୁଗରେ ଧରିତ୍ରି ରୂପରେ ଅଛନ୍ତି ସେ ହେଉଛନ୍ତି ପ୍ରଭୁ ହନୁମାନ ।

ସକାଳୁ ଉଠିବା ପରେ ଉତ୍ତର ଦିଗକୁ ମୁଖ କରି ହନୁମାନ ଚାଳିଶା ଥରେ ପାଠ କରନ୍ତୁ । ଏହା ଦ୍ଵାରା ଜୀବନରେ କୌଣସି ଦୁଖ ରହିବ ନାହି । ଏହା ଦ୍ଵାରା ସବୁ ବିପଦ ଦୂର ହେବ । କୌଣସି କାମରେ ବିଜୟ ପ୍ରାପ୍ତ କରିବେ । ମହାଦେବଙ୍କ ସେହି ବିଶେଷ ମନ୍ତ୍ରଟି ହେଉଛି ଓମ ନମହ ଶିବାୟ ଯାହା ଛୋଟିଆ ମନ୍ତ୍ର ଅଟେ । କିନ୍ତୁ ଏହା ଭୁତ ପ୍ରଭାବଶାଳି ଅଟେ । ଓମ ଶବ୍ଦ ହେଉଛି ବ୍ରମହା, ବିଶୁଣୁ, ମହେଶ୍ଵର ଶକ୍ତି ରହିଛି ।

ବ୍ରମହା ଯିଏ ସୃଷ୍ଟିର ରଚନା କରିଛନ୍ତି, ଭଗବାନ ବିଶୁଣୁ ଯିଏ ସୌନ୍ଦର୍ଜ୍ୟ ରଚନା କରିଛନ୍ତି ଓ ମହେଶ୍ଵର ଯିଏ ସୃଷ୍ଟିର ସଂହାର କରୁଛନ୍ତି । ଏହି 3 ଦେବତାଙ୍କ ଶକ୍ତି ଓମ ଶବ୍ଦରେ ରହିଛି । ସକାଳୁ ଉଠିବା ପରେ ହାତ ଯୋଡି ଓମ କହିଲେ ଆଖପାଖରେ ଖରାପ ଶକ୍ତି ତାହା ଦୂର ହେବ । ଏହାର ଧ୍ୱନି ଘରର ନେଗେଟିଭ ଶକ୍ତିକୁ ଦୂର କରି ପାରିବ । ଯଦି ଆପଣ ରୋଗରେ ପୀଡିତ ଅଛନ୍ତି ତେବେ ଏହି ଗୋଟେ ମନ୍ତ୍ର ଜପ କରନ୍ତୁ ।

ଆପଣଙ୍କୁ ଏହାର ଉଚିତ ପରିଣାମ ଦେଖିବାକୁ ମିଳିବ । ଏହି ମନ୍ତ୍ର ଟି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଆପଣଙ୍କ ଜୀବନରେ ଶତ୍ରୁ ରହିବେ ନାହି କି କେହି ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିବେ ନାହି । ଆପଣଙ୍କର ବଡ ରୁ ବଡ ଦୁଖ ଦୂର ହୋଇ ସୁଖ ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *