ଏହି ଖେଳ କହିବ ଲୋକ ଆପଣଙ୍କ ବିଷୟରେ କଣ ଭାବନ୍ତି, ଜାଣିବାକୁ ଚାହୁଁଥିଲେ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆପଣ ମାନେ ନିଜ ବିଷୟରେ କିଛି ଚମତ୍କାର କଥା ଜାଣିବା ପାଇଁ ପାଇବେ । ଏଥିପାଇଁ ଆମେ ଆପଣ ମାନଙ୍କୁ 6 ଟି ପ୍ରଶ୍ନ ପଚାରିବୁ । ଯାହାର ଉତ୍ତର ଆପଣଙ୍କୁ ଦେବାର ଅଛି । ଉତ୍ତର ଅନୁଯାୟୀ ଆପଣଙ୍କୁ ପଏଣ୍ଟ ମିଳିବ । ଶେଷରେ ଆପଣଙ୍କୁ ସେହିସବୁ ପଏଣ୍ଟ ଗୁଡିକୁ ମିସାଇବାକୁ ପଡିବ । ଏହି ପଏଣ୍ଟ ସାହାର୍ଯ୍ୟରେ ଆମେ ଆପଣ ମାନଙ୍କୁ ଜଣାଇବୁ ଆପଣଙ୍କ ସ୍ଵାଭାବ କିଭଳି ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା ।

1- ଆପଣଙ୍କ ସାଙ୍ଗମାନକ ସଂଖ୍ୟା କେତେ ? i- 1 ରୁ 2 ଏଥିପାଇଁ ଆପଣଙ୍କୁ ମିଳିବ 3 ପଏଣ୍ଟ । ii- 2 ରୁ 5 ଏଥିପାଇଁ ଆପଣଙ୍କୁ ମିଳିବ 2 ପଏଣ୍ଟ ii- 5 ରୁ ଅଧିକ ଏଥିପାଇଁ ଆପଣଙ୍କୁ ମିଳିବ 4 ପଏଣ୍ଟ । 2- ଆପଣଙ୍କୁ କେଉଁ ପ୍ରକାର ନାଚ ପସନ୍ଦ ? i- କ୍ଲାସିକାଲ 4 ପଏଣ୍ଟ ମିଳିବ ଏହି ଉତ୍ତରରେ ii- ପପ 1 ପଏଣ୍ଟ iii- ହିପ ଅପ 3 ପଏଣ୍ଟ iv- ସବୁ ନାଚ ପସନ୍ଦ 2 ପଏଣ୍ଟ ।

3- ଆପଣ କେତେବେଳେ ସବୁଠାରୁ ବେଶି ଖୁସି ଥାନ୍ତି ? i- ପ୍ରେମୀ ସହ 3 ପଏଣ୍ଟ ii- ପ୍ରିୟ ସାଙ୍ଗ ସହ 4 ପଏଣ୍ଟ iii- ପରିବାର ସହ 2 ପଏଣ୍ଟ iv- ଏକୁଟିଆ 1 ପଏଣ୍ଟ । 4- ଆପଣ ନିଜ ଖାଲି ସମୟରେ କଣ କରନ୍ତି ? i- ନାଚନ୍ତି 4 ପଏଣ୍ଟ ii- ରୋଷେଇ 3 ପଏଣ୍ଟ iii- ଫୋନ 2 ପଏଣ୍ଟ iv- ଶୋଇବା 1 ପଏଣ୍ଟ ।

5- ଆପଣଙ୍କୁ କେତବେଳେ ବେଶି ରାଗ ଆସିଥାଏ ? i- ମିଛ କଥାରେ 3 ପଏଣ୍ଟ ii- ଜୋରେ କିଏ କଥା ହେଲେ 1 ପଏଣ୍ଟ iii- ଧୋକା ଦେଲେ 2 ପଏଣ୍ଟ । 6- ଆପଣ କେଉଁଠାରେ ବୁଲିବା ପସନ୍ଦ କରିବେ ? i- ଗୋଆ 2 ପଏଣ୍ଟ ii- କୁଲୁ ମନାଲୀ 1 ପଏଣ୍ଟ iii- ଲାଦାଖ 3 ପଏଣ୍ଟ iv- କେରଳ 4 ପଏଣ୍ଟ । ଯଦି ଆପଣଙ୍କର ପଏଣ୍ଟ ମିଶି 10 ରୁ 20 ଭିତରେ ହେଉଥାଏ ତେବେ ଆପଣ ବହୁତ ଭଲ ଓ ଯତ୍ନବାନ ସ୍ଵାଭାବର ଅଟନ୍ତି ।

ଆପଣ ସବୁବେଳେ ସତର ସାଥ ଦେଇଥାନ୍ତି । ଯଦି ଆପଣ ମାନଙ୍କର ପଏଣ୍ଟ ମିଶି 21 ରୁ 30 ଭିତରେ ହୋଇଥାଏ ତେବେ ଆପଣ ବହୁତ ଚଞ୍ଚଳ ସ୍ଵାଭାବର ବ୍ୟକ୍ତି ଅଟନ୍ତି । ଏବଂ ବହୁତ ଶାନ୍ତ ଭାବରେ କାମ କରିବା ପସନ୍ଦ କରିଥାନ୍ତି । ଯଦି ଆପଣଙ୍କର ପଏଣ୍ଟ ମିଶି 31 ରୁ 40 ହୋଇଥାଏ ତେବେ ଆପଣ ସମସ୍ତଙ୍କ ସହ ମିଶିବା ପାଇଁ ବହୁତ ଭଲ ପାଇଥାନ୍ତି ।

ଆପଣ ସବୁ ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ଚାଲିପାରନ୍ତି । ବୁଲେଇ ବଙ୍କେଇ କହିବା କି ଶୁଣିବା ଆପଣଙ୍କୁ ପସନ୍ଦ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *