ଯଦି ଆପଣଙ୍କ ନାମ A,K,M,T,P,S,R,G ଅକ୍ଷରରୁ ଆରମ୍ଭ ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଗୋଟିଏ ଲୋକର ସ୍ଵଭାବ ଭଲ ଭାବରେ ନଜାଣି ମିଶିବା ଉଚିତ ହୋଇନଥାଏ । କିନ୍ତୁ ଏହା ତ କାହାକୁ ପ୍ରଥମ ଦେଖାରୁ ଦେଖି ଜାଣି ହେବ ନାହିଁ ଏହା ଭାବି ଲୋକ ମିଶିବା ଆରମ୍ଭ କରିଥାନ୍ତି । ଏବଂ ମିଶି ସାରିବା ପରେ ଅସଲ ରୂପ ବାହାରକୁ ଆସିଥାଏ । ଆଉ ସେତେବେଳେ କିଛି କରିହୁଏ ନାହିଁ । ଏହି ଅସୁବିଧା ପାଇଁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ  AKMTPSRG ନାମ ଥିବା ଲୋକଙ୍କ ସ୍ଵାଭାବ କିଭଳି ହୋଇଥାଏ । ଏହାଫଳରେ ତାଙ୍କ ନାମରୁ ହିଁ ଆପଣ ସେମାନଙ୍କ ସ୍ଵାଭାବର ଅନୁମାନ ଲଗାଇପାରିବେ ।

A : ଏହି ନାମର ଲୋକ ବହୁତ ସାହସୀ ହୋଇଥାନ୍ତି । ଏମାନଙ୍କୁ କୌଣସି କଥାକୁ ବୁଲେଇ ବଙ୍କେଇ କହିବା ବିଲକୁଲ ପସନ୍ଦ ହୋଇନଥାଏ । ସତ୍ୟତାକୁ ଗ୍ରହଣ କରିବାର କ୍ଷମତା ଏମାନେ ରଖିଥାନ୍ତି । ବ୍ୟକ୍ତିଗତ  ଜୀବନର କଥାକୁ ନିଜ ଭିତରେ ରଖିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ପ୍ରେମ ସମ୍ପର୍କରେ ଟିକେ ସଙ୍କୋଚ କରିଥାନ୍ତି ନିଜ ମନ କଥା କହିବା ପାଇଁ । G: ଏହି ନାମର ଲୋକ ବହୁତ ଶାନ୍ତ ସ୍ଵାଭାବର ହୋଇଥାନ୍ତି ।

କିନ୍ତୁ କିଛି ବି ଭୁଲ କାମରେ ଏମାନଙ୍କୁ ବହୁତ ଶୀଘ୍ର ରାଗ ଆସିଯାଇଥାଏ । ଏମାନେ କାହା ତଳେ ଚାପି ହୋଇ କାମ କରିବାର ଇଛା ରଖନ୍ତି ନାହିଁ । ସ୍ଵତନ୍ତ୍ର ଭାବରେ ବଞ୍ଚିବାକୁ ପସନ୍ଦ କରନ୍ତି । K : ସବୁବେଳେ ହସ ଖୁସିରେ ଜୀବନ କାଟିବା ପାଇଁ ଏମାନେ ଭଲ ପାଇଥାନ୍ତି । ଜୀବନରେ ଏମାନଙ୍କୁ ସମସ୍ତ ଖୁସି ମିଳିଥାଏ ଯାହା ଏମାନଙ୍କ ଭାଗ୍ୟରେ ଲେଖାଥାଏ । ସବୁବେଳେ ଅନ୍ୟମଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ଆଗଭର ଥାନ୍ତି ।

M : ଏହି ନାମର ବ୍ୟକ୍ତି ବହୁତ ଆକର୍ଷଣୀୟ ହୋଇଥାନ୍ତି । ବହୁତ ସହଜରେ ଅନ୍ୟମାନଙ୍କୁ ନିଜ ଆଡକୁ  ଆକର୍ଷିତ କରିଥାନ୍ତି । ଏମାନେ ନିଜର ଅଲଗା ଏକ ଦୁନିଆରେ ବଞ୍ଚିବା ପାଇଁ ପସନ୍ଦ କରନ୍ତି । ଜୀବନନରେ ବହୁତ କିଛି ପାଇବାର ଆଶା ଏମାନେ ରଖନ୍ତି ନାହିଁ । T: ଏହି ନାମର ଲୋକ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ନିଜର ଯତ୍ନ ନେବା ଏମାନଙ୍କୁ ବେସ ପସନ୍ଦ ଥାଏ ।

ଖର୍ଚ କରିବା ମାମଲାରେ ଏମାନେ ଅଳ୍ପ ଖର୍ଚି ସ୍ଵଭାବର ହୋଇଥାନ୍ତି । P: ନିଜ କର୍ମକୁ ନେଇ ପୁରା ସଚ୍ଚୋଟ ଥାନ୍ତି ଏମାନେ । ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ । ଚାହୁଁଥିବା ସମସ୍ତ ଖୁସି ଏମାନଙ୍କୁ ମିଳିଥାଏ । s: ନିଜର ବ୍ୟକ୍ତିଗତ କଥା କାହାକୁ କହିବା ପସନ୍ଦ କରନ୍ତି ନାହିଁ । ଭଲ ପାଇବା ମାମଲାରେ ପୁରା ଗମ୍ଭୀର ସ୍ଵାଭାବର ହୋଇଥାନ୍ତି । କିନ୍ତୁ ଲାଜ କରିଥାନ୍ତି ନିଜ ସାଥିଙ୍କ ସାମ୍ନାରେ ନିଜ ମନ କଥା ରଖିବା ପାଇଁ ।

R: ନିଜ ପରିବାର ଲୋକଙ୍କୁ ବହୁତ ମହତ୍ଵ ଦେଇଥାନ୍ତି । ଭିଡ ଭିତରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ଆକର୍ଷଣୀୟ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *