ଦର୍ଶକ ବନ୍ଧୁ ପୁରୁଣା ଯୁଗରୁ ଗୋଟେ କଥା ରହି ଆସିଛି କି ଉପର ବାଲା ଯେବେ ଦେଇଥାଏ ଛପର ଫାଡି କି ଦେଇଥାଏ । ଭଗବାନଙ୍କର କୃପା ଓ ମନୁଷ୍ୟର ଭାଗ୍ୟ ଯଦି ୨ଟି ଜିନିଷ ଯାକ ମିଳିଯାଏ ତେବେ ମଣିଷକୁ ଜୀବନର ସବୁ ପ୍ରକାରର ସୁଖ ମିଳିବାରୁ କେହି ବି ଅଟକାଇ ପାରନ୍ତି ନାହି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭଗବାନ ମଧ୍ୟ ବ୍ଯକ୍ତିର ସଫଳତା ଆସିବା ଆଗରୁ କିଛି ସଂକେତ ଦେଇଥାନ୍ତି । ଏହା ପୁରାଣ ରେ କୁହ ଯାଇଛି । ଯେବେ କୌଣସି ବ୍ଯକ୍ତିର ଭଲ ଦିନ ଆସିଥାଏ ଇଶ୍ଵର କିଛି ସଂକେତ ମାଧ୍ୟମରେ ଦର୍ଶାଇଥାନ୍ତି । ତେଣୁ ଆପଣ ମାନେ ବି ଜାଣନ୍ତୁ କଣ ଆପଣଙ୍କୁ ବି ମିଳିଛି ଏହି ସଂକେତ ଆସନ୍ତୁ ଜାଣିବା ।
୧- ଯେଉଁ ବ୍ଯକ୍ତିର ନିଦ ବାରମ୍ବାର ରାତି ୩ଟା ପରେ ଖୋଲିଥାଏ ତେବେ ଏହାକୁ ସାଧାରଣ କଥା ଭାବନ୍ତୁ ନାହି । ଏଭଳି ସଂକେତ ମିଳିଲେ ବହୁତ ଶୁଭ ମାନା ଯାଇଥାଏ । ଏପରି ମାନ୍ୟତା ରହିଛି କି ରାତି ୩ ଟା ପରେ ଦେବା ଦେବୀ ମାନଙ୍କର ଶକ୍ତି ଜାଗୃତ ହୋଇଥାଏ ଯାହା ଆପଣଙ୍କୁ ବହୁତ କିଛି କହିବାକୁ କହିଥାନ୍ତି । ତେଣୁ ବାରମ୍ବାର ରାତିରେ ନିଦ ଭାଙ୍ଗିଲେ ସଫଳତା ମିଳିବାର ସୂଚନା ମିଳିଥାଏ । ରାତି ୩ଟା ପରେ ମାଗିଥିବା ବରଦାନ କେବେ ବି ଖାଲି ରେ ଯାଏ ନାହି । ଭଗବାନ ଆପଣଙ୍କର ପ୍ରାର୍ଥନା ଅବଶ୍ୟ ଶୁଣିଥାନ୍ତି ।
୨- ଯଦି ଆପଣଙ୍କୁ ଆପଣଙ୍କ ସ୍ଵପ୍ନ ରେ ଉଚ୍ଚ ଉଚ୍ଚ ପର୍ବତ ଦେଖାଯିବା ସହ ସେଥିରୁ ଝରୁଥିବା ଝରଣା ଦେଖାଯାଏ ଏବଂ ଏହି ଜଳ କୁ ଆପଣ ପିଇ ଦେଇଥାନ୍ତି ତେବେ ପଣଙ୍କୁ ବହୁତ ଜଲ୍ଦି ବଡ ସଫଳତା ମିଳିବାକୁ ଯାଉଛି ବୋଲି ଭଗବାନ ସଂକେତ ଦେଇଥାନ୍ତି ।
୩- ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ସ୍ଵପ୍ନ ଦେବୀ ଦେବତା ଙ୍କ ଦର୍ଶନ ହୋଇଥାଏ ତେବେ ଏହାକୁ ବହୁତ ଶୁଭ ବୋଲି ମନା ଯାଇଥାଏ । ସ୍ଵପ୍ନ ରେ ଦେବୀ ଦେବତା ଙ୍କ ଦର୍ଶନ କରିବା ଅତ୍ୟନ୍ତ ଲାଭକାରି ହୋଇଥାଏ । ଏହା ସହ ଜଣେ ପବିତ୍ର ବ୍ୟକ୍ତି ହେବାର ସଂକେତ ଅଟେ । ତେବେ ଜାଣି ନିଅନ୍ତୁ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ବହୁତ ଜଲ୍ଦି ସଫଳତା ହାସଲ ହୋଇଥାଏ ।
କିନ୍ତୁ ଏଭଳି ସ୍ଵପ୍ନ କେବେ କାହାକୁ ଭୁଲରେ କହିବେ ନାହି କି କାହା ଆଗରେ ପ୍ରକାଶ କରିବେ ନାହି । ଏମିତି କରିଲେ ଅଶୁଭ ହୋଇଥାଏ । ତେବେ ଆପଣ ଜାଣିଲେ ତ କେଉଁ କେଉଁ ସଂକେତ ମିଳିଲେ ଭଗବାନ ଙ୍କ କୃପା ଲାଭ ହୋଇଥାଏ । ଯଦି ଆପଣ ବି ଏହି ସ୍ଵପ୍ନ କେବେ ନିଜ ଜୀବନରେ ଦେଖିଛନ୍ତି ବା ଆଗକୁ ଦେଖନ୍ତି ତେବେ କାହା ଆଗରେ ପ୍ରକାଶ କରନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।