କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ବଦଳିଗଲା ସମୟ, ଏହି 5 ଟି କାର୍ଯ୍ୟ ଏବେ ନିଶ୍ଚିୟ ହେବ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କୁ କୁମ୍ଭ ରାଶି ବିଷୟରେ କହିବୁ । ଯାହାକି ଆପଣଙ୍କର ଏହି କାମ ନିଶ୍ଚିତ ହବ । ଏହି କାମ ମଧ୍ୟରୁ କିଛି କାମ ଆପଣଙ୍କ ହାତରେ ରହିବ ଓ କିଛି କାମ ଆପଣଙ୍କ ହାତରେ ରହିବ ନହିଁ । ଆପଣଙ୍କର କେଉଁ କାମ ହବ ସେହି ବିଷୟରେ ଆସନ୍ତୁ ଜାଣିବା । ଗ୍ରହଙ୍କ ଚଳନ ପାଇଁ କୁମ୍ଭ ରାଶି ପାଇଁ ଶୁଭ ଓ ଅଶୁଭ ଫଳ ହେବ । କଣ ଅଶୁଭ ଫଳ ରହିବ ତାହାର ସମାଧାନ ଆମେ ଶେଷରେ କହିବୁ । ଏବେ ଆସନ୍ତୁ ଜାଣିବା ଶୁଭ ଫଳ ସବୁ କଣ ଘଟିବ ।

1 ରେ ହେଲା ଶୁକ୍ର କାଲି ଠାରୁ ମିନ ରାଶିକି ପ୍ରବେଶ କରିବ । ସେହି କାରଣ ପାଇଁ କାଲି ଠାରୁ କୁମ୍ଭ  ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବଦଳି ଜୀବ । ଆପଣ କାଲି ଠାରୁ  ଏକ ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରିବେ । ୨ରେ ହେଲା ଆପଣଙ୍କର ଧନର ଅବାଭ ହବ ନହିଁ ।  ଆପଣଙ୍କର ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହବ । ଆପଣଙ୍କର ପରିବାରରେ ଏକ ମାଙ୍ଗଳିକ କର୍ମ ହେବ ।

୩ରେ ଆପଣଙ୍କର କାମ କରିବାର ମନ ବଢିବ ।  ଆପଣଙ୍କୁ ମାନ ସନମାନ ମିଳିବ । ଆପଣଙ୍କର କାର୍ଯ୍ୟରେ ଉର୍ନତି ଘଟିବ । ଆପଣ ଯଦି ଚାକିରି କରିବା ପାଇଁ ଚେଷ୍ଟା କରୁଛନ୍ତି ତାହାଲେ ଆପଣଙ୍କୁ ନିଶ୍ଚିତ ଚାକିରି ମିଳିବ । ୪ରେ ହେଲା ଆପଣ ଯଦି ଘର କିଣିବାକୁ ଚାହୁଛନ୍ତି ତାହାଲେ ଆପଣ ନିଶ୍ଚିତ କିଣି ପାରିବେ ।


ଆପଣଙ୍କର ଶରୀର ଭଲ ରହିବ । ଆପଣଙ୍କର ଲାଗିରହିଥିବା ଚିନ୍ତା ଦୂର ହୋଇଯିବ । ୫ରେ ହେଲା ଆପଣଙ୍କର ବହୁତ ଲାଭ ହବ କାର୍ଯ୍ୟରେ । ପରିବାରରେ ଆପଣ ବହୁତ ସୁଖ ଶାନ୍ତି ପାଇବେ । ଆପଣଙ୍କ ସନ୍ତାନ ମାନଙ୍କ ଠାରୁ ଆପଣ ବହୁତ ଖୁସି ପାଇବେ । ଆପଣଙ୍କ ପାଇଁ ସମୟ ବହୁତ ଅନୁକୁଳ ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟଟି ଅନୁକୂଳ ରହିବ । ଆପଣଙ୍କର ଅଟକୁ ଥିବା କାର୍ଯ୍ୟ ପୂରଣ ହେବ ।

କୁମ୍ଭରାଶିର ବ୍ୟକ୍ତି ମାନେ ଏହି ସମୟରେ କଳା କପଡା ପିନ୍ଧିବେ ନହିଁ । କଳା ବସ୍ତ୍ର ଦାନ କରିବେ । ପ୍ରତି ଶନିବାର ଦିନ ଅଶ୍ଵସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜଳାଇବେ । ଆପଣଙ୍କ ପାଇଁ ଶୁଭ ହବ । ଏହି ସମୟରେ ବଡଲୋକଙ୍କ ଆଶ୍ରିବାଦ ନେବେ । ଆପଣ କଳି ଝଗଡାରୁ ଦୂରେଇରୁହନ୍ତୁ ।

ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ ।  ବନ୍ଧୁଗଣ କୁମ୍ଭ ରାଶିର ବ୍ୟକ୍ତି ମାନେ କଳା କୁକୁରକୁ ପ୍ରତି ଶନିବାର ଦିନ ରୁଟି ଖାଇବାକୁ ଦେବେ । ଆପଣଙ୍କ କାନରେ ସୁନା ବ୍ୟବହାର କରିବେ । ଏହା କରିବା ଦ୍ଵାରା ଆପଣଙ୍କର ସମୟ ଭଲ ଘଟିବ । ବନ୍ଧୁଗଣ ଜାଣିଲେ ତ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ କିପରି ବଦଳି ଜୀବ ।

Leave a Reply

Your email address will not be published. Required fields are marked *