ଯେତେବେଳେ ଆମେ ବିବାହ କରି ଥାଉ ଏହାକୁ ସବୁ ଦିନ ଆମ ସହ ରଖିବା ପାଇଁ ଚେଷ୍ଟା କରି ଥାଉ । ଉଭୟ ସ୍ଵାମୀ ସ୍ତ୍ରୀ ମିସିକି ଏହି ବନ୍ଧନକୁ ଚଳାଇବା ପାଇଁ ଚେଷ୍ଟା କରି ଥାନ୍ତି କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କେତେକ ସମୟରେ ଏହା ବହୁ ଲମ୍ବା ସମୟ ପାଇଁ ଚାଲଲି ନଥାଏ । ଅନେକ ସମୟରେ ବିବାହ ପରେ ମତ ଭେଦ ହୋଇ ଥାଏ ଯାହା ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇ ଥାଏ ଓ ସେମାନଙ୍କ ସମ୍ପର୍କ ରେ ଖରାପ ପରିସ୍ଥିତି ଆସି ଯାଇ ଥାଏ ।
ଏହା ଆପଣ ମାନେ ମଧ୍ୟ ଶୁଣି ଥିବେ କିନ୍ତୁ ଅନେକ ସମୟରେ ସ୍ତ୍ରୀ ସହ ଝଗଡା ହୋଇ ଥିବା କାରଣରୁ କିମ୍ବା ସ୍ତ୍ରୀ ଠାରୁ ମନ ଉଠି ଜୀବା କାରଣରୁ କିଛି ସ୍ଵାମୀ ମାନେ ଅନ୍ୟ ମହିଳା ମାନଙ୍କ ସହ ସମ୍ପର୍କ ରେ ରହି ଥାନ୍ନତି କିନ୍ତୁ ଏହା ସବୁ ବେଳେ ହେବ ଏହାର ମାନେ ନାହି । ଆପଣ ମାନେ ଜାଣି ଥିବେ କି ଯେଉଁ ପୁରୁଷ ମାନେ ଏକ ତରଫା ଭଲ ପାଇ ଥାନ୍ତି ସେମାନେ ୟା ତ ସେହି ଅନ୍ୟ ମହିଳା ଆଗରେ ନିଜ ମନର କଥା କୁ ଖୋଲି କି କହି ଥାନ୍ତି କିମ୍ବା ତାକୁ ନିଜ ମନରେ ହିଁ ରଖି ଦେଈ ଥାନ୍ତି ଏହି ଭଳି ପୁରୁଷ ମାନଙ୍କୁ ଆପଣ କିଭଳି ଭାବେ ଜାଣିବେ ଆସନ୍ତୁ ଜାଣିବା ।
ଆଜି ଆମେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଥିବା କିଛି ନାମ ବିଷୟରେ କହିବା ଯାହା ଦ୍ଵାରା ଆମେ ସେମାନଙ୍କୁ ଜାଣି ପାରିବା । ଆଜି ଆମେ କହିବା କି ପ୍ରଥମ ନାମ ହେଉଛି “A” ଏହି ନାମର ପୁଅ ପିଲା ମାନେ ଅଧିକ ଜଲ୍ଦି ଏକ ଜିନିଷ ବଦଳାଇବା ଭଳି ନିଜ ଜୀବନ ସାଥି ଙ୍କ ପାଖରୁ ନିଜ ଇଣ୍ଟେରେଷ୍ଟ କୁ କମେଇ ଦେଇ ଥାନ୍ତି । କିଛି ବର୍ଷ ପରେ ଏମାନେ ଆଉ କାହାକୁ ମନ ଦେଇ ଦେଇଥାନ୍ତି । ଏମାନେ ସମାଜ ର ଦର ରେ କିମ୍ବା ବିବାହ ଭାଙ୍ଗିବା ଦର ରେ ଏହା କାହାକୁ କହି ନଥାନ୍ତି ।
ଏହା ପରେ ନାମ ଆସେ “K” ଏହି ନାମର ପୁରୁଷ ମାନେ ଖୁବ ଭଲ ଅଟନ୍ତି କିନ୍ତୁ ଏମାନେ ସବବୁ ସପ୍ତାହ ରେ ଏକ ନୂଆ ପ୍ରେମ ରେ ପଡି ଯାଇ ଥାନ୍ତି । ଏମାନେ ବିବାହ ପରେ ମଧ୍ୟ ଏହି ଭଳି ଥାନ୍ତି କିନ୍ତୁ ଏମାନଙ୍କ ଭଲ ପାଇବା ଏକ ତରଫା ଥାଏ ସବୁ ବେଳେ । ଏହା ପରେ ନାମ ଆସେ “R” ନାମର ପୁରୁଷଙ୍କ ର ଏମାନେ କଥା କହୀ କାହାକୁ ଖୁବ ଶୀଘ୍ର ନିଜର କରି ଦେଇ ଥାନ୍ତି । ଏମାନେ ଏହାର ଫାଇଦା ନେଇ ସବୁ ମହିଳା ମାନଙ୍କୁ ଇମ୍ପ୍ରେଶ କରିବା ପାଇଁ ଚେଷ୍ଟା କରି ଥାନ୍ତି କିନ୍ତୁ ଏହା ପରେ ଏମାନଙ୍କୁ ଯଦି କେହି ଲାଇନ ଦିଏ ଏମାନେ ତା ପଛରେ ପଡି ଯାଇ ଥାନ୍ତି ।