କୁକୁଡା ପଞ୍ଝା ଖାଉଥିବା ଲୋକଙ୍କ ପାଇଁ ବହୁତ ବଡ ଖବର, ଶୁଣି ଉଡିଯିବ ଆପଣଙ୍କ ହୋସ- Health Tips

ଯଦି ଆପଣ ଜାଣିବେ ଆଶ୍ଚର୍ଯ୍ୟ ହେବେ ଏଭଳି କିଛି ଭି ଖାଦ୍ଯ ଅଛି ଯାହାକୁ ଖାଇବା ପାଇଁ ଆମେ ମାନେ ହୁଏତ ଟିକେ ପଛ ଘୁଞ୍ଚା ଦେବା ମାତ୍ର । ଏହାକୁ ଅନେକ ଲୋକମାନେ ଖାଦ୍ଯ ହିସାବରେ ଗ୍ରହଣ କରି ଥାନ୍ତି । ଆପଣ ଜାଣିଛନ୍ତି କି ଖାଦ୍ଯ ଆମ ଜୀବନର ଏକ ମୁଖ୍ୟ ଅ-ଙ୍ଗ ଏହାକୁ ଆମେ ଛାଡିକି ବଞ୍ଚି ପାରିବାନି । ଆମେ ଜାଣିଛେ କି ଖାଇବା ରେ ବିଭିନ୍ନ ପ୍ରକାର ଖାଇବା ଅଛି ।

କେଉଁ ଥିରୁ ଆମେ ଭିଟାମିନ ତ କେଉଁ ଥିରୁ ଆମେ କିଛି ପରିମାଣରେ ପ୍ରୋଟିନ ପାଇ ଥାଉ ଏହା ସହ ଆମେ ମିନେରାଲ ମଧ୍ୟ ଓ ଅନ୍ୟ କିଛି ସାର ମଧ୍ୟ ପାଇ ଥାଉ । ଏହା ଆମ କୁ ଶରୀର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ତେବେ ଆମେ ମାନେ ମାଛ ମାଂ-ଶ ଭଳି ଖାଦ୍ଯ ଖାଉଥିବା କଥା ଜାଣିଛେ । ମାତ୍ର କିଛି ଲୋକମାନେ ଅଛନ୍ତି ଯେଉଁ ମାନେ କୁକୁଡାର ଗୋଡ କିମ୍ବା ଏହାର ପ-ଞ୍ଝା କୁ ମଧ୍ୟ ଖାଇ ଥାନ୍ତି ।

ସୂତ୍ରରୁ ଜଣା ପଡିଛି କି ମାଛ ମାଂ-ଶ ଖାଉଥିବା ଲୋକଙ୍କ ସଂଖ୍ୟା ୮୦% ରୁ ଅଧିକ ଲୋକମାନେ ଖାଇଥାନ୍ତି । ଏବେ ଏହି ପ-ଞ୍ଝା ଖାଉଥିବା ଲୋକଙ୍କ ସଂଖ୍ୟା ୧୫% ରୁ ଅଧିକ ଲୋକମାନେ ଖାଇଲେଣି । ଏବେ ଏହା ଅଧିକ ହେବାରେ ଲାଗିଛି । ତେବେ ଏହି ସମୟରେ ଏହାକୁ ଅଧିକ ଲୋକମାନେ ଖାଇବା ରେ ଲାଗିଛନ୍ତି । ଏହାକୁ ଖାଇବା ରେ ଭାରତ ଓ ଚୀନ ସବୁଠାରୁ ଆଗରେ ଅଛନ୍ତି ।

ତେବେ ଏହି ଖବର ପ-ଞ୍ଝା ଖାଉ ଥିବା ଲୋକମାନଙ୍କ ପାଇଁ ଖୁବ ଆଶ୍ଚର୍ଯ୍ୟ ଦାୟକ ହୋଇ ପାରେକି ଏହା ର ସୁଫଳ ଅଧିକ ଅଛି । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ପ-ଞ୍ଝା ଖୁବ ଶସ୍ତା ଦା-ମ-ରେ ମିଳି ଯାଇ ଥାଏ । ମାତ୍ର ଏହାର ଗୋଡରେ ଖୁବ ଅଧିକ ମାତ୍ରାରେ କ୍ୟାଲସିୟମ ମିଳିଥାଏ । ଯଦି ଆମେ କହିବା ଏହା କିଭଳି ସମ୍ଭବ । ଏକ ରିସର୍ଚ ରୁ ଜଣା ପଡିଛି କି ଏହାର ପ-ଞ୍ଝାରେ ଖୁବ ଅଧିକ ମାତ୍ରାରେ କ୍ୟାଲସିୟମ ଅଛି ।

ଶେଥି ପାଇଁ ଏହାକୁ ବହୁତ ଲୋକ ଖାଇବା ପସନ୍ଦ କରନ୍ତି । ଏହା ସହ କୁହା ଯାଏ କି ପଶୁ ପକ୍ଷୀ ହୁଅନ୍ତୁ କି ମଣିଷ ସବୁଙ୍କ ଗୋଡରେ ଅଧିକ ମାତ୍ରାରେ କ୍ୟାଲସିୟମ ଦେଖିବା କୁ ମିଳିଥାଏ । ତେବେ ଏହାକୁ ଖାଉଥିବା ଲୋକମାନେ ଖୁବ ଅଧିକ ଭଲ ଅନୁଭବ କରନ୍ତି । ଏହାକୁ ଖାଇବା ଦ୍ଵାରା ଶରୀର ସୁସ୍ଥ ରହି ଥାଏ । ସେମାନେ କେବେବି ଅସୁସ୍ଥ ହୋଇ ଯାନ୍ତି ନି ଏତେ ଶୀଘ୍ର ।

ଏହା ସହ ଏହା ମୁହଁରେ ଆସୁଥିବା ବୟଶର ଚାପ କୁ ମଧ୍ୟ ଖୁବ ଭଲ ଭାବେ ସମ୍ଭାଳି ନେଇ ଥାଏ । ଏହା ଅଧିକ ଗରମ ହୋଇ ଥିବାରୁ । ଆପଣ ଏହାକୁ ସିତା ଦିନେ ଖାଇବା ଦ୍ଵାରା ଅଧିକ ରୁ ଅଧିକ ସିତା ଠାରୁ ନିଜକୁ ରକ୍ଷା କରି ପାରିବେ । ଏହା ସହ ଆପଣ ଯଦି ହାତ ବିନ୍ଧା କିମ୍ବା ଆଁଠୁ ବିନ୍ଧା ଭଳି ସ-ମ-ସ୍ୟାରେ ପୀଡିତ ଅଛନ୍ତି ତେବେ ଏହାକୁ ଖାଇବା ଦ୍ଵାରା ଆପଣ ଖୁବ ଜଲ୍ଦି ଭଲ ଅନୁଭବ କରିବେ । ଏବେ ତ କିଛି ଡକ୍ଟର ମାନେ ଏହାକୁ ଖାଇବା ପାଇଁ କହୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *