ମହିଳା ମାନଙ୍କର ଏହି 2ଟି ଜିନିଷ ଛୁଇଁଦେଲେ ହୋଇଯିବେ କୋଟିପତି, ନିଜେ ଥରେ ଛୁଇଁକି ଦେଖନ୍ତୁ

ଆମ ହିନ୍ଦୁ ଶାସ୍ତ୍ର ରେ ନାରୀ ମାନଙ୍କୁ ଆଦିଶକ୍ତି କୁହାଯାଏ । ନାରୀଙ୍କୁ ସର୍ବଗୁଣ ସମ୍ପ୍ରର୍ଣା କୁହନ୍ତି । ନାରୀ କୁ ଦୁହିତା ମଧ୍ୟ କୁହାଯାଏ । କାରଣ ସେ ଦୁଇ କୁଳ ଅର୍ଥାତ ବାପଘର ଓ ଶାଶୁଘର ର ହିତ କରିଥାଏ । ନାରୀ ପାଖେ ଦୁନିଆ ର ସବୁ ଶକ୍ତି ଅଛି ଓ ସବୁ କାର୍ଯ୍ୟ କରିବା ର କ୍ଷମତା ମଧ୍ୟ ଅଛି । ନାରୀ ର ବିଭିନ୍ନ ରୂପ କେତେବେଳେ ସେ ଝିଅ ।

କେତେବେଳେ ସେ ସ୍ତ୍ରୀ ଓ କେତେବେଳେ ସେ ମା’ । ନାରୀ ଦୁନିଆ ର ସବୁଠୁ ସୁନ୍ଦର ସୃଷ୍ଟି । କୁହାଯାଏ ନାରୀ ମଧ୍ୟ ରେ ଲଷ୍ମୀ, ଦୁର୍ଗା, କାଳୀ, ସରସ୍ୱତୀ ଆଦି ଦେବୀ ବାସ କରନ୍ତି । ତେବେ ନାରୀ ମାନଙ୍କ ପାଖେ ଏମିତି କିଛି ଜିନିଷ ଯାହାକୁ ଛୁଇଁବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଏ । ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟ ରେ ପରିଣତ ହୋଇଯିବ ।

ଆପଣଙ୍କ ପାଇଁ ଏହି କାର୍ଯ୍ୟ କରିବ ନିହାତି ଜରୁରୀ । ତେବେ ଜାଣନ୍ତୁ ନାରୀ ଙ୍କ ର କେଉଁ ଅଙ୍ଗ କୁ ଛୁଇଁବା ଦ୍ୱାରା ଆପଣଙ୍କ ଜୀବନ ବଦଳି ଯାଇଥାଏ । ତେବେ ସେହି ଅଙ୍ଗ ଟି ହେଲା ନାରୀର ପାଦ । ଅନେକ ଲୋକଙ୍କ ମନରେ ଆସିଥାଏ ଯେ ନାରୀ ର ପାଦ ଛୁଇଁବା ଏକ ଲଜ୍ୟା ଜନକ ବିଷୟ ତେବେ ଏତିକି ମନ ରଖନ୍ତୁ ନାରୀ କୁ ପ୍ରଣାମ କରିବାରେ କେବେ ବି ଲାଜ କରିବେ ନାହିଁ କାରଣ ଶାସ୍ତ୍ର ରେ କୁହାଯାଇଛି ଯେ ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ବାସ କରେ ।

ଯଦି ଆପଣ କୌଣସି ମହିଳା ଙ୍କ ପାଦ କୁ ସ୍ପର୍ଶ କରି ପ୍ରଣାମ କରନ୍ତି ତେବେ ଆପଣ ସବୁ ପାପ ରୁ ମୁକ୍ତ ହୋଇଯିବେ । ଯଦି ନାରୀ ଜଣକ ଆପଣ । ପ୍ରଣାମ କରିବା ସମୟରେ ଆପଣଙ୍କ ଶିରରେ ଦୁଇ ହାତ ଦେଇ ଆର୍ଶୀବାଦ କରନ୍ତି ତେବେ ତାଙ୍କ ହାତର ଶକ୍ତି ଓ ମନରେ ଥିବା ଆର୍ଶୀବାଦ ସେହି ବ୍ୟକ୍ତି ସହ ରହିଥାଏ । ଯାହା ଫଳରେ ସେ ବ୍ୟକ୍ତି ସଫଳ ପାଇଥାଏ ।

ଏହା ଛଡା ଆମେ ତାଙ୍କୁ ପ୍ରଣାମ କରିବା ଦ୍ୱାରା ଆମ ଭିତରେ ଏକ ଶକ୍ତି ଉତ୍ପନ୍ନ ହୋଇଥାଏ । ବିଜ୍ଞାନିକ ମାନେ ମଧ୍ୟ କହିଛନ୍ତି କି ଯଦି ଆପଣ କୌଣସି ବ୍ୟକ୍ତିଙ୍କ ପାଦ କୁ ସ୍ପର୍ଶ କରନ୍ତି ଓ ସେହି ବ୍ୟକ୍ତି ଆପଣଙ୍କ ଶିରରେ ହାତ ରଖନ୍ତି ତେବେ ଏହା ଫଳରେ ଏକ ସକାରତ୍ମକ ଉର୍ଯା ବା ପଜିଟିଭ ଏନର୍ଜୀ ସୃଷ୍ଟି ହୋଇଥାଏ ।

ତେବେ ଅନେକ ଙ୍କ ମନରେ ପ୍ରଶ୍ନ ଆସିପାରେ କି ସ୍ତ୍ରୀ ର ପାଦ ଛୁଇଁ ପାରିବେ ନା ନାହିଁ । ତେବେ ସ୍ତ୍ରୀ ପାଦ ଛଡା ଆପଣ ଅନ୍ୟ କୌଣସି ନାରୀର ପାଦ ଛୁଇ ପାରିବେ । ଯଦି ଆପଣ ଆପଣଙ୍କ ମାଆ ଙ୍କ ପାଦ ଛୁଇଁ କୌଣସି କାର୍ଯ୍ୟ କୁ ଯିବେ ତାହା ସଫଳ ହୋଇବ । ପୁରା ଦିନ ଟି ଆପଣଙ୍କ ର ଶାନ୍ତି ଓ ସୁଖମୟ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *