କବାଟ ପାଖରେ ରଖନ୍ତୁ ନାହିଁ ଏହି 3ଟି ଜିନିଷ, ନହେଲେ ହୋଇଯିବେ ଦରିଦ୍ର

ଆମେ ମାନେ ରହିବା ପାଇଁ ଘର ଟି ନିହାତି ଆବଶ୍ୟକ । ପ୍ରତ୍ୟେକ ମଣିଷ ଚାହେଁ ନିଜ ଘର କୁ ନିଜ ଶୈଳୀ ରେ ସଜେଇବାକୁ । କିନ୍ତୁ କିଛି ଜିନିଷ ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ରେ ରଖିଥାଉ । କିଛି ଲୋକମାନେ ନିଜ ଘରକୁ ସେଭଳି ସଜେଇବା ପାଇଁ ଭଲ ପାଇ ଥାନ୍ତି ଜେଭଳି ସେମାନଙ୍କୁ ଭଲ ଲାଗେ ।

ତେବେ ସେମାନେ ଏକ କଥା ଭୁଲି ଯାନ୍ତି କି ବିଜ୍ଞାନ ମଧ୍ୟ କିଛି ଜିନିଷ ଉପରେ ବିଶ୍ଵାଶ କରିବାରେ ଲାଗିଛି । ଏହାର ଅର୍ଥ ହେଉଛି କି ଘରେ ଆମେ କିଭଳି ଜିନିଷ ରଖିବା କଥା ନୁହେଁ । ସେହି ବିଷୟରେ ଆମେ ଆପଣଙ୍କୁ କହିବ ପାଇଁ ଆଜି ଯାଉଛୁ । ତେବେ ଆସନ୍ତୁ ଜାଣିବା ଘରର ସବୁ ଠାରୁ ପ୍ରମୁଖ ଜାଗା କେଉଁଟି ଓ ଏହି ସ୍ଥାନରେ ଆମେ କଣ କଣ ଦେଖିବବା କିମ୍ବା ରଖିବା ମନା ।

ଘର ର ମୁଖ୍ୟ ହେଉଛି ଦ୍ୱାର । କାରଣ ଏହି ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ସବୁ ନକରାତ୍ମକ ଓ ସକରାତ୍ମକ ଜିନିଷ ଘରକୁ ଯାଇଥାଏ । ଆମେ ପୂଜା ପୁଜି କରିବା ବେଳେ ଦ୍ୱାର ଖୋଲା ରଖିଥାଉ । କାରଣ ଆମର ବିଶ୍ୱାସ ଥାଏ ଯେ ଦେବା ଦେବୀ ମାନେ ଘର । ର ଦ୍ୱାର ଦେଇ ପ୍ରବେଶ କରନ୍ତି । ତେଣୁ ସବୁ ପୂଜା ପର୍ବାଣୀରେ ଆମେ ସମସ୍ତେ ଘର ର ପ୍ରବେଶ ଦ୍ୱାର କୁ ଭଲରେ ସଜେଇ ଥାଉ ଓ ପରିଷ୍କାର ରଖିଥାଉ ।

ଘର ର ପ୍ରବେଶ ଦ୍ୱାର ରେ କଳସ ରଖିଥାଉ ଝୋଟି ଆଦିରେ ସଯାଇ ଥାଉ । ତେବେ ଧର୍ମ ଶାସ୍ତ୍ର କୁହାଯାଏ ଯେ ଘର ର ପ୍ରବେଶ ଦେଇ ସର୍ବ ଦେବା ଦେବୀ ଗତି କରନ୍ତି । ପ୍ରବେଶ ଦ୍ୱାର ଦେଇ ସକାରତ୍ମକ ଓ ଦୈବୀକ ଶକ୍ତି ପ୍ରବେଶ ହୋଇଥାଏ । ଆମେ ଆମ ଅଜାଣତରେ ଘର ର ମୁଖ୍ୟ ଦ୍ୱାର ବା ପ୍ରବେଶ ଦ୍ୱାର ରେ କିଛି ବି ଅଦରକାରୀ ବା ସୌକିନ ଜିନିଷ ରଖିଥାଉ । ଯାହା ହୁଏ ତ ଆମ ଘର ବା ଆଖିକୁ ସୁନ୍ଦର ଦଖାଯାଏ ।

କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ତାହା ରଖିବା ଦ୍ୱାରା ଆମର ହିଁ କ୍ଷତି ହୋଇଥାଏ । ସେହି ଭଳି ୩ ଟି ଜିନିଷ ଅଛି ଯାହା ରଖିବା ଦ୍ୱାରା ମଣିଷ ର କ୍ଷତି ହିଁ ହୋଇଥାଏ । ପ୍ରଥମ ଜିନିଷ ଟି ହେଲା କାକଟସ ଗଛ ବା କୌଣସି କଣ୍ଟା ଜାତୀୟ ଗଛ ଘର ର ମୁଖ୍ୟ ଦ୍ଵାର ରେ ରଖନ୍ତୁ ନାହିଁ । ଦ୍ଵତୀୟ ଟି ହେଲା କୌଣସି ଭଙ୍ଗା ଖଟ, ପଲଙ୍କ , ଚଉକି ଆଦି ରଖିବେ ନାହିଁ ।

ତୃତୀୟ ଟି ହେଲା ଭଙ୍ଗା ବାସନ ରଖିବେ ନାହିଁ ଏହା ପାଇଁ ଦେବା ଦେବୀ ଘର ଭିତରକୁ ପ୍ରବେଶ କରନ୍ତି ନି । ଏହା ପାଇଁ ଶନି ଦେବ ମଧ୍ୟ କ୍ରୋଧ କରନ୍ତି । ଯାହା ଫଳରେ ଆପଣଙ୍କ ଉପରେ ଶନି ଙ୍କ କୁଦୃଷ୍ଟି ପଡିପାରେ ଦରିଦ୍ର ଓ ଘରେ ଅଶାନ୍ତି ସୃଷ୍ଟି ହୁଏ । ତେଣୁ ଭୁଲ ରେ ଘର ର ମୁଖ୍ୟ ଦ୍ୱାର ରେ ଏହି ଜିନିଷ ରଖିବେ ନାହିଁ । ଯାହା ଫଳରେ ଆପଣଙ୍କ ଘର ର ସୁଖ ସମୃଦ୍ଧି ଜାରି ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *