ପିରିୟଡ୍ସ ସମୟରେ ସ୍ଵାମୀ, ସ୍ତ୍ରୀର ପେଟ ଉପରେ କରୁଥିଲା କିଛି ଏମିତି, ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ

ଆଜି ଆମେ ଆପଣଙ୍କୁ ଲଖନଊର ଏମିତି ଗୋଟେ ଘ-ଟ-ଣା ସାମ୍ନାକୁ ଆଣିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ ଚକିତ ରହି ଯିବେ । ଏହା ଲଖନଉ ର ଗୋଟେ ହ-ତ୍ୟା-କା-ଣ୍ଡ ଅଟେ, ଯାହା ଦ୍ଵାରା ଗୋଟେ ସ୍ତ୍ରୀ ହ-ତ୍ୟା ହୋଇ ଥିଲା ଏହି ହ-ତ୍ୟା ୧୬ ଫେବୁଆରୀ ୨୦୧୭ ରେ ହୋଇ ଥିଲା କିନ୍ତୁ ଏହାର ଅସଲ କଥା ଏବେ ତ-ଦ-ନ୍ତ ଦ୍ଵାରା ଜଣା ପଡିଛି ଯାହା ଜାଣି ପୋ-ଲି-ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି ।

ଏହି ହ-ତ୍ୟା ଘ-ଟ-ଣା ପିସିଏସ ସ୍ତ୍ରୀ ନମ୍ରତାଙ୍କ ଅଟେ, ଏହି କଥାକୁ ତିନି ବର୍ଷ ହବାକୁ ଯାଉଛି କିନ୍ତୁ ଏହାର ସତ୍ୟତା ଏବେ ଜଣା ପଡିଛି । ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ନମ୍ରତା ଘର ଲୋକ ତାଙ୍କ ଶାଶୁଘର ଲୋକଙ୍କ ଉପରେ ଯୌ-ତୁ-କ ଉତ୍ପୀଡନ ଅ-ଭି-ଯୋ-ଗ କରି ଥିଲେ । ଏହି ଅ-ଭି-ଯୋ-ଗ ପରେ ପୋ-ଲି-ସ ନମ୍ରତାର ଶାଶୁ ଓ ସ୍ଵାମୀକୁ ଗି-ର-ଫ କରି ଥିଲେ ଓ ଜେ-ଲ ପଠେଇ ଦେଇ ଥିଲେ, ଏବେ ଏହି ହ-ତ୍ୟା-କା-ଣ୍ଡ ବିଷୟରେ ନୂଆ କଥା ସାମ୍ନାକୁ ଆସିଛି ।

ନମ୍ରତାର ଭଉଣୀ ଗୋଟେ ଇ-ଣ୍ଟ-ର-ଭ୍ୟୁ ରେ ନିଜ ଭଉଣୀ ଓ ଜିଜୁ ସ-ମ୍ପ-ର୍କ ବିଷୟରେ କହିଛନ୍ତି, କିନ୍ତୁ ଏହା ପୂର୍ବରୁ ନମ୍ରତାଙ୍କ ମାଁ ମଧ୍ୟ ଏହି ବିଷୟରେ କିଛି କହିଥିଲେ । ତାଙ୍କ ମାଁଙ୍କ କହିବା ଅନୁଯାଇ ନମ୍ରତା ତାଙ୍କ ସାନ ଝିଅ ଥିଲେ ସେ ଆଇଏଏସ ହବା ପାଇଁ ପ୍ରସ୍ତୁତି କରୁଥିଲେ । କିଛି ଦିନ ପରେ ମେ-ଟ୍ରି-ମୋ-ନି-ଅ-ଲ ସାଇଟ ଦ୍ଵାରା ଗୋଟେ ପ୍ରସ୍ତାବ ନମ୍ରତାଙ୍କ ପାଇଁ ଆସିଲା ଯାହା ପରେ ନମ୍ରତାଙ୍କ ଘର ଲୋକ ମନା କଲେ କାହିଁକିନା ନମ୍ରତା ବଡ ଭଉଣୀ ବିବାହ ହୋଇ ନଥିଲା କିନ୍ତୁ ପୁଅ ଘର ଲୋକ ନମ୍ରତାଙ୍କୁ ବହୁତ ପସନ୍ଦ କଲେ ।

ଯାହା ପରେ ନମ୍ରତା ଦୀପ ରତ୍ନ ସହ ବିବାହ ପାଇଁ ମାନି ଗଲେ କିନ୍ତୁ ନମ୍ରତା ଘର ଲୋକ ନମ୍ରତା ଶାଶୁ ଓ ପୁଅ ଦୀପରତ୍ନକୁ ଅ-ନୁ-ରୋ-ଧ କରିଥିଲେ ଯେ ନମ୍ରତା ବିବାହ ପରେ ମଧ୍ୟ ପାଠ ପଢିବ ଯାହା ପାଇଁ ଦୀପ ଓ ତା ମାଁ ମାନି ଯାଇଥିଲେ । ସବୁ କଥା ସାରିଲା ପରେ ନମ୍ରତା ଓ ଦୀପ ଜୁନ ୨୦୧୫ରେ ବିବାହ କରିଥିଲେ, ବିବାହ ପରେ କିଛି ଦିନ ଭଲରେ ଗଲା କିନ୍ତୁ କିଛି ଦିନ ପରେ ଦୀପ ନିଜ ଅସଲ ରୂପ ଦେଖେଇବା ଆରମ୍ଭ କଲେ ଯାହା ପରେ ସବୁବେଳେ ନମ୍ରତାଙ୍କୁ ମା-ର ପି-ଟ କଲେ ।

ଏହା ପରେ ନମ୍ରତାର ଭଉଣୀ କହିଲେ କି ଦୀପରତ୍ନ ନାମରତାର ଓ ମାସିକ ଋ-ତୁ-ସ୍ରା-ବ ସମୟରେ ତାକୁ ତାର ପେ-ଟ ଓ ପି-ଠି ରେ ଅଧିକ ମା-ରୁ-ଥି-ଲା । ଏହି ସବୁ କଥା ମି-ଡି-ଆ-କୁ ଚିତ୍ରା କହିଛନ୍ତି ଯିଏ ନମ୍ରତାଙ୍କ କଜନ ଭଉଣୀ ଅଟନ୍ତି । ନମ୍ରତା ଚିତ୍ରାଙ୍କୁ ନିଜ ଜୀବନ ସବୁ କଥା କହୁଥିଲେ ଚିତ୍ରା ବହୁତ ଥର ନମ୍ରତାଙ୍କୁ ଛା-ଡ-ପ-ତ୍ର ପାଇଁ କହିଥିଲେ କିନ୍ତୁ ନମ୍ରତା ଏହି ସ-ମ୍ପ-ର୍କ ଭା-ଙ୍ଗି-ବା ପାଇଁ ଚାହୁଁ ନଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *