କୁକୁଡ଼ା ଠାରୁ ଶିଖନ୍ତୁ ଏହି 4 ଟି କଥା ଶୀଘ୍ର ସଫଳତା ମିଳିବ- Chankya NIti

ଚାଣକ୍ୟ ହେଉଛନ୍ତି ମହା ଜ୍ଞାନୀ ସେ ନିଜ ଜ୍ଞାନ ବଳରେ ବିଶ୍ଵ ଯୁଧ୍ୟ କରାଇ ଦେଇ ଥିଲେ ଏହା ପରେ ସେ ଏକ ସାମାନ୍ଯ ଅବଳକ କୁ ସମ୍ରାଟ ଓ ପରେ ଚକ୍ରବର୍ତ୍ତୀ ମଧ୍ୟ କରାଇ ଦେଇ ଥିଲେ । ସେ ନିଜ ଜ୍ଞାନର ଭଣ୍ଡାର କୁ ଏକ ଜାଗାରେ ରଖି ଯାଇ ଛନ୍ତି ଯାହାକୁ ଆମେ ଚାଣକ୍ୟ ନୀତି ବୋଲି ଜାଣିଛେ । ସେ ନିଜର ଏହି ଜ୍ଞାନ କୁ ସମାଜ କୁ ଭେଟ ହିସାବରେ ଦେଇ ଯାଇ ଛନ୍ତି ଯଦି କହିବା ତେବେ ଏହା ବୁଲ ହେବନି ।

କିନ୍ତୁ ଆପଣ କଣ ଜାଣି ଛନ୍ତି କି ଏହା କେବଳ ତାଙ୍କର ଜ୍ଞାନ ନୁହେଁ ଏହା ତାଙ୍କର ଜ୍ବନର ଅନୁଭୂତତି ମଧ୍ୟ ଅଟେ । ଆଜି ଆମେ କହିବା କି ଆମେ ଆଜି ଚାଣକ୍ୟ ଙ୍କ ଏକ ଶିକ୍ଷା ନେଇ ଆସିଛୁ ଯାହା ସେ କୁକୁଡା ପାଖରୁ ଶିଖିବା ପାଇଁ କହି ଛନ୍ତି । ଆପଣ ମାନେ ଜାଣି ଥିବେ କି କିଛି ଲୋକମାନେ ଭାବନ୍ତି କି ଆମକୁ ଜ୍ଞାନ ଦରକାର ହୋଇ ଥାଏ କିନ୍ତୁ ଦେଖିବା ପାଇଁ ଗଲେ ଏହା ଆମ ଭିତରେ ହିଁ ଥାଏ ଆମକୁ ଏହା ବିଷୟରେ କେବଳ କିଛି କଥା ଜାଣିବାର ଦରକାର ଥାଏ ।

ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଆଖ ପାଖରେ ଥିବା ପ୍ରକୃତି ସବୁ ଆମକୁ କିଛି ନା କିଛି ଜ୍ଞାନ ଦେଇ ଥାନ୍ତି କିନ୍ତୁ ଆପଣ ମାନେ ଜୀବ ଜନ୍ତୁ ମାନଙ୍କୁ ଓ ଏହି ପ୍ରକୃତି ଠାରୁ କିଛିବୀ ଶିଖିବବାର ଚେଷ୍ଟା କରି ନଥାନ୍ତି ।

ତେଣୁ ଏହି ଭଳି ହୋଇ ଥାଏ କି ଆମେ ସବୁ ଜାଣି ଅମଧ୍ୟ କିଛି ଜାଣି ପାରି ନଥାଉ । ପ୍ରଥମ କଥା ହେଉଛି କି ଆମେ କୁକୁଡା ଠାରୁ ସମୟରେ ଉଠିବା ଶିଖିବା ଦରକାର ଅଟେ । କାରଣ କୁକୁଡା ସକାଳୁ ସମୟରେ ଉଠି ସଭିଙ୍କୁ ଉଠାଇବାର କାମ କରେ । କୁକୁଡା କୁ ସୂକ୍ଷ୍ମ କିରଣର ପରିଚୟ କରିବାର ଶକ୍ତି ଥାଏ ତେଣୁ ତାକୁ ଆଭାସ ହେବା ମାତ୍ରେ ସେ ଡାକ ଦେଇ ଥାଏ । ସେହି ଭଳି ମଣିଷ କୁ ବ୍ରହ୍ମ ମୂହୁର୍ତ୍ତ ରୁ ଉଠିବା ନିହାତି ଦରକାର ଓ ସୂର୍ଯ୍ୟ ଙ୍କ କିରଣରେ ନିଜକୁ କିଛି ସମୟ ରଖିବା ଦରକାର । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଓ ମାନଶୀକ ଜୀବନ ପାଇ ଭଲ ହୋଇ ଥାଏ ।

କୁକୁଡା ନିଜ ଖାଦ୍ଯ କୁ ସବୁ ବେଳେ ସମାନ ଭାବେ ଖାଇ ଥାନ୍ତି ନିଜ ସମ୍ପତ୍ତି କୁ ସେହି ଭଳି ମଣିଷ ସମ୍ମାନ ଭାବେ ବାଣ୍ଟିବା ଦରକାର ନହେଲେ ଏହାର ପରିଣାମ ଖରାପ ହୋଇ ଥାଏ । ଏହା ପରେ ହେଉଛି କି କୁକୁଡା ନିଜ ଭୋଜନ କୁ ବଞ୍ଚାଇବା ପାଇଁ ଲଢେଇ କରି ଥାଏ । କହିବାର ମାନେ ହେଉଛି କି କୁକୁଡା ଠାରୁ ଆମେ ଏହା ଶିକ୍ଷା କରିବା କି ଆମେ ଆମ ଅଧିକାର ପାଇଁ ଲଢେଇ କରିବା ଭଲ ହୋଇ ଥାଏ । ଏହା ପାଇଁ ଆପଣ ମାନେ ସାହାଶୀ ହେବା ନିହାତି ଦରକାର । ନିଜର ହକ ପାଇଁ ଳଢନ୍ତୁ । ଏହା ପରେ ପରିଶ୍ରମ କରି ଉପରକୁ ଉଠାନ୍ତୁ । ଆପଣ କୁକୁଡା କୁ ଖାଇବା ଦେବା ପରେ ମଧ୍ୟ ଏପାଖ ସେପାଖ ହୋଇ ସେ ନିଜ ଖାଦ୍ଯ ଖୋଜି ଥାଏ ତେଣୁ ଆପଣ ମଧ୍ୟ ଯେତିକି ଅଛି ତା ଠାରୁ ଭଲ ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *