ଆମ ଜୀବନରେ ଥିବା ଶେଷ ସମୟ କୁ ଆମେ ଆମ ଘରେ ଥିବା ଅନୁଆ ଅଧିକାରୀ ଙ୍କୁ ଦେଇ ନିଜକୁ ଭଗବାନ ଙ୍କ ପାଖରେ ସମର୍ପିତ କରି ଥାଉ ଯାହା ଦ୍ଵାରା ଆମେ ଭଲ ପରିଣାମ ମଧ୍ୟ ପାଇ ଥାଉ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ବେଳେ ବେଳ ଖୁବ କମ ବୟଶରେ ନିଜ ର ଜୀବନର ଲଢେଇକି ହାରି ଯାଇ ଥାଉ ଯାହା ପାଇଁ ଆମକୁ ଭଗବାନ ଙ୍କ ଦୟା ର ଆବଶ୍ୟକତା ଥାଏ । ଆଜି ଆମେ କହିବା କି ଆମେ ଯାହାଭି କରିବା ଆକିମ୍ବ ଅଜାହାଭି କରିବା ପାଇଁ ଚେଷ୍ଟା କରିବା ଭଗବାନ ନ୍କାଉ ପାଇବା ପାଇଁ ଏହା ମାନରଟୁ ହୋଇ ଥିବା ଦରକାର ।
ଆମେ ନିଜକୁ ଭଗବାନ ପାଖେ ସମର୍ପଣ କରିବା ଭଲ୍ଲି କାମ କରିବା ଦରକାର ଅଟେ କିନ୍ତୁ ଆମେ ଯଦି ଏହାକୁ ନେଇ ନିଜ ର ଜୀବନରେ ଥିବା ଶତ୍ରୁ କିମ୍ବା କାହା ଉପରେ ଥିବା ରାଗ ପାଇଁ କିଛି କରିବା ତେବେ ଆମେ ଏହା ସଫଳ ହୋଇ ନଥାଏ । କୁହାଯାଏ କି ମନ ଯଦି ସାଫା ଆଚ୍ଛି ଗଙ୍ଗା ଯାଇ କଣ ଲାଭ ପାଇବା ଆସେହି ଭଳି ମନରେ ଯଦି ଅସନା ଭର୍ତି ଅଛି ତେବେ ଭି ଗଙ୍ଗା ଯାଇ କଣ ପାଇବା ।
କହିବାର ମାନେ ହେଉଛି କି ଯଦି କେହି ନିଆଜକୁ ବଦଳାଇବା ଏପାଇଁ ଚାହୁଁ ନି ନିଜ ଭୁଲ ପାଇଁ ପଶ୍ଚାତାପ କରୁନି ତେବେ ଏହି ଭଳି କାମ କରିବା ର ଅର୍ଥ କିଛି ନଥାଏ । ଆମେ କେବଳ ଶରୀର କୁ ଗଙ୍ଗା ଜଳରେ ଢୋଇବା କିନ୍ତୁ ଆମର ହୃଦୟରେ ସେହି ଭଳି ଶଙ୍କା ଓ ଭୁଲ ଧାରଣ ମାନ ଥାଏ । ତେଣୁ ଯଦି ସତରେ ଆମେ ଭଗବାନ ଙ୍କ ପାଖରେ ପହଞ୍ଚିବା ପାଇ ଚାହୁଁ ଛେ ତେବେ ଆମେ ଭଗବତ ପାଠ କରିବା ଦରକାର । ସାଧୁ ଲୋକଙ୍କ ସହ ସାଙ୍ଗ ହେବା ଦରକାର ଅଟେ ।
ତୀର୍ଥ ଭ୍ରମଣ କରିବା ସହ ମନରେ ଖୁଶି ରଖିବା । ପାପରୁ ଦୂରେଇ ରହିବା । ସତ୍ୟ କୁ ଆଶ୍ରୟ କରି ରହିବା ମିଥ୍ୟା ଠାରୁ ଦୂରେଇ ରହିବା ଭଳି କାମ କରିବା । ଯିବାକୁ ବ୍ରହ୍ମ ବୋଲି ଭବାଇ ପ୍ରଣାମ କରିବେ ଓ ସେବା କରିବେ । ଦେଶକୁ ଓ ସ୍ଥାନ କାଳ ପାତ୍ର ଚାହିଁ ଦାନ ଦେବେ ।
ସବୁ ବେଳ ପାଇଁ ଭଗବାନ ଙ୍କ ନାମ ନେବେ ସବୁ ବେଳେ ଦୁଃଖ ଓ ସୁଖ କୁ ଏକ ଭାବ ଭବିବେ ସବୁ ବେଳେ ମନରେ ସନ୍ତୁଷ୍ଟ ରଖିବେ । ମନ ଓ ବୁଦ୍ଧି କୁ ଭଗବାନ ଙ୍କ ଆଡକୁ କରିବେ । କର୍ତ୍ତବ୍ଯ କୁ ଧର୍ମ ଭାବି କାମ କରିବେ । ସାଧୁ, ଗୋ ମାତା, ଅତିଥି ଆଦୀଙ୍କୁ ସେବା କରିବେ । ସବୁ ଦିନ ଧାର୍ମିକ ପୁସ୍ତକ ପଢିବେ । ଚରିତ୍ର କୁ ଠିକ ରଖିବେ । ଏହା କରିବା ଦ୍ଵାରା ଆମ କୁ ଭଗବାନ ସ୍ଵୟଂ ଭଲ ପାଇବା ଦେବେ ।