ପତି-ପତ୍ନୀଙ୍କର ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧଗଣ । ଆମେ ଆପଣମାନଙ୍କୁ ଜଣେବୁ କି ପତି ପତ୍ନୀ ଓ ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଥିବା ସ-ମ୍ପ-ର୍କ କିପରି ଭାବରେ ଭଲ ରହିବ । ବନ୍ଧୁଗଣ ଯଦି ଆପଣଙ୍କ ପତି କିମ୍ବା ପ୍ରେମିକ ଆପଣଙ୍କୁ ଭଲ ପାଉନାହାନ୍ତି କିମ୍ବା ଆପଣଙ୍କ ପତ୍ନୀ ଆପଣଙ୍କୁ ଭଲ ପାଉନାହାନ୍ତି କିମ୍ବା ତାଙ୍କର ଆଉ କୌଣସି ବ୍ୟକ୍ତି ସହ ସ-ମ୍ପ-ର୍କ ହୋଇଯାଇଛି ତାହାଲେ ଆପଣ ଏହି ଉପାୟ କରିବେ । ପତି କିମ୍ବା ପତ୍ନୀ ଜୟ୍ୟ ଚାହିବେ ଏହି ଉପାୟଟିକୁ ଚୁପ ଚାପ କରିପାରିବେ ।

ଏହି କାମ କରିବା ପାଇଁ ଆପଣଙ୍କୁ ଏକ ମହୁ ବୋତଲ , ଏକ ନାଲିରଙ୍ଗର କଲମ , ଓ ଏକ ତାଳ ପତ୍ର ନବାକୁ ପଡିବ । ଆପଣ ଏଥିରେ ଆପଣଙ୍କର ପ୍ରେମିକ କିମ୍ବା ପ୍ରେମିକା ଓ ପତି କିମ୍ବା ପତ୍ନୀଙ୍କର ନାମ ନାଲିରଙ୍ଗର କଲମରେ ଲେଖିବେ । ଏହା ପରେ ଆପଣ ଏହି ମନ୍ତ୍ରକୁ ୨୧ ଥର ଜପ କରିବେ । ସେହି ମନ୍ତ୍ରର ନାମ ହେଲା ଓଁ ଶ୍ରୀ ହନୁମତୟ ନମହ ।

ଏହା ପରେ ସେହି ତାଳ ପତ୍ରକୁ ଆପଣ ଭଲଭାବରେ ଗୁଡେଇକି ଆପଣ ସେହି ମହୁବୋତାଳରେ ରଖିଦେବେ ତାହାପରେ ଆପଣ ସେହି ବୋତଲର ଠିପି ବୁଜିଦେବେ । ତାହାପରେ ସେହି ବୋତଲକୁ କୌଣସି ଏକ ଜାଗାରେ ଲୁଚାଇକି ରଖିଦେବେ ଯେମିତିକି କୌଣସି ବ୍ୟକ୍ତି ତାହାକୁ ଦେଖି ପାରିବେ ନାହିଁ । ଦେଖିବେ ବହୁତ ଜଲଦି ଏହାର ଫଳ ଆପଣଙ୍କୁ ମିଳିଯିବ ।

ଆପଣଙ୍କର ପତି ପତ୍ନୀ କିମ୍ବା ପ୍ରେମିକ ପ୍ରେମିକା ମଧ୍ୟରେ ହାଉଥିବା ଦୂରତା ତାହା ଦୂରେଇ ହୋଇଯିବ । ଆପଣଙ୍କ ମଧ୍ୟରେ ଭଲପାଇବା ବହୁତ ବଢିଥାୟ । ଆଉ ଏକ କଥା ଧ୍ୟାନ ରଖନ୍ତୁ ବଶୀକରଣ ପାଇଁ ଆପଣ କୌଣସି ତାନ୍ତ୍ରିକ ପାଖକୁ ଯିବା ଅବସକ୍ଯ ନହିଁ । କୌଣସି ତାନ୍ତ୍ରିକକୁ କିଛିବୀ ପଇସା ଦରକାର ନହିଁ । କାରଣ ଏହା ହଉଛି ଏକ ଠକ ଧନ୍ଦା । ଯାହାଦ୍ୱାରା ବହୁତ ଲୋକଙ୍କ ଠାରୁ ଏହି ତାନ୍ତ୍ରିକ ମାନେ ବହୁ ପରିମାଣର ଅର୍ଥ ନେଇ ସେମାନଙ୍କୁ ଠକି ଦଉଛନ୍ତି । ଏମାନେ ନିଜର ବେପାର ସାଇଡ ଖୋଲି ଲିକମାନଙ୍କୁ ଠକୁଛନ୍ତି ।

ତେଣୁ କରି ଏହି ଭଳି ଲୋକ ମାନଙ୍କ ଠାରୁ ଆପଣ ଯେତେ ଦୂର ଦୂରେଇ ରହିବେ ସେତେ ଦୂର ଭଲ ହବ । ଆପଣ ନିଜ ଘରେ ବୀନା ଅର୍ଥ ସାହାଜ୍ଯରେ ଏହି କାମ କରନ୍ତୁ ଦେଖିବେ ଆପଣଙ୍କର ଜୀବନରେ ସୁଖ ଶାନ୍ତି ଦେଖା ଦବ । ପତି ପତ୍ନୀଙ୍କ ମଧ୍ୟରେ ବହୁତ ମାତ୍ରାରେ ଭଲ ପାଇବା ବଢିଯିବ ।

ଯଦି ଆପଣଙ୍କର ପତି କିମ୍ବା ପତ୍ନୀ ଅଲଗା କାହା ସହ ସ-ମ୍ପ-ର୍କ ରଖିଥିବେ ତାଙ୍କ ଠାରୁ ଦୂରେଇ ଯିବେ । ତାହାଲେ ବନ୍ଧୁଗଣ ଆପଣମାନେ ପତି ପତ୍ନୀ କିମ୍ବା ପ୍ରେମିକ ପ୍ରେମିକାଙ୍କ ମଧ୍ୟ ରେ ହଉଥିବା ଦୂରତାରୁ ଏହି ମାଧ୍ୟମରେ ଆପଣ ସୁଧୁରି ପାରିବେ । ଆପଣଙ୍କ ମଧ୍ୟରେ ଭଲପାଇବା ବହୁ ପରିମାଣ ରେ ବଢିବ ।

Leave a Reply

Your email address will not be published. Required fields are marked *