କୁକୁର କରିବ ଏଥର ଆପଣଙ୍କୁ ମହାକୋଟିପତି ଯାହା ଚାହିଁବେ ଏଥର ସେ ସବୁ ଆପଣଙ୍କୁ ମିଳିଯିବ ନିଶ୍ଚୟ ଦେଖନ୍ତୁ

ଶକୁନା ଶାସ୍ତ୍ର ଅନୁସାରେ କୁକୁରକୁ ଶକୁନା ରତ୍ନ ବୋଲି କୁହାଯାଏ । ଏମିତି ମାନ୍ୟତା ରହିଚିକି କୁକୁର ପାଖରେ କିଛି ଏମିତି ଶକ୍ତି ରହିଛି ଯାହା ଦ୍ଵାରା ତାକୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ପୂର୍ବ ସୂଚନା ମିଳିଥାଏ । କୁକୁରଙ୍କର କିଛି କାର୍ଯ୍ୟ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଭଲ ଏବଂ ଖ-ରା-ପ ଘଟଣାର କଳନା ମଧ୍ୟ କରିହୁଏ । ଶକୁନା ଶାସ୍ତ୍ରରେ କୁକୁରକୁ ନେଇ ବହୁତ କିଛି ଶୁଭ ଓ ଅଶୁଭ ଘଟଣା ଉଲେଖ ରହିଛି । ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା ।

କୁକୁର ଯଦି ଆସି ଆପଣଙ୍କ ପାଦାକୁ ଶୁଙ୍ଘିବାକୁ ଲାଗୁଛି ଏହା ଆପଣଙ୍କର ହେବାକୁ ଥିବା ଧନ ପ୍ରାପ୍ତିର ସଙ୍କେତ ଅଟେ । କୁକୁର ଯଦି କୌଣସି ଜାଗାରେ ନିଜର ମୁଣ୍ଡକୁ ବାରମ୍ବାର ଘସୁଥାଏ ତେବେ ସେଠାରେ ଗୁପ୍ତ ଧନ ଥିବାର ସଙ୍କେତ ମିଳିଥାଏ ।


ଯଦି ଆପଣ ବାଟରେ ଜୀବା ସମୟରେ କୁକୁଡ଼ା ଯଦି ଆପଣଙ୍କ ବାମ ପଟରେ ବହୁତ ଦୂର ପର୍ଯ୍ୟନ୍ତ ଯାଇଥାଏ ତେବେ ଏହା ସୁନ୍ଦର ସ୍ତ୍ରୀ ଓ ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ । ଏହା ଯଦି ବିପରୀତ ଯଦି ଆପଣଙ୍କର ଡାହାଣ ପାଖରେ ଯାଇଥାଏ ତେବେ ଏହା ଚୋରୀ ଓ ଧନ ହାନୀର ସଙ୍କେତ ଦେଇଥାଏ ।

ଯଦି ଆପଣଙ୍କ ଘର ଆଗରେ ଗାଈ ସହିତ କୁକୁର ଖେଳୁଥିବାର ଦେଖାଯାଇଥାଏ ତେବେ ଏହା ଆପଣଙ୍କ ଘରେ ସନ୍ତାନ ଆସିବାର ସଙ୍କେତ ଦେଇଥାଏ । ବର୍ଷା ସମୟରେ ଯଦି କୌଣସି କୁକୁର ଗଛ ତଳେ ଠିଆ ହୋଇ ଭୋକୁଥାଏ ତେବେ ଏହା ଭଲ ବର୍ଷା ହେବାର ସଙ୍କେତ ଦେଇଥାଏ । କୌଣସି ଜୁଆଡି ଜୁଆ ଖେଳିବା ପାଇଁ ଯିବା ସମୟରେ କୁକୁର ଡାହାଣ ପଟରେ କୁକୁର ମଳ ତ୍ୟାଗ କରୁଥିବାର ଦେଖା ଯାଇଥାଏ ତେବେ ଏହା ଜୁଆ ଖେଳ ଜିତିବାର ସଙ୍କେତ ହୋଇଥାଏ ।


ଯଦି ଆପଣଙ୍କ ଘରେ କୁକୁର ବହୁତ ସମୟ ପର୍ଯ୍ୟନ୍ତ ଆକାଶ ଆଡକୁ ଦେଖୁଥାଏ ତେବେ ଏହା ସୁନ୍ଦର ସ୍ତ୍ରୀ ପ୍ରାପ୍ତି ଏବଂ ଧନ ଲାଭର ସଙ୍କେତ ଦେଇଥାଏ । କୁକୁର ଯଦି କାନ୍ଦି କାନ୍ଦି କୌଣସି ଘରର କଣ୍ଠରେ ପଞ୍ଝା ମାରିଥାଏ ତେବେ ସେହି ଘରେ ଚୋରୀ ଆଉ ବଡ ବିପଦ ଆସିବାର ସଙ୍କେତ ମିଳିଥାଏ । ଯଦି କୁକୁର ଜଳୁଥିବା କାଠକୁ ଆପଣଙ୍କ ସାମନାକୁ ଆଣିଥାଏ ତେବେ ଏହା ମୃ-ତ୍ୟୁ ଓ ଭୟାନକ ବିପଦର ସଙ୍କେତ ହୋଇଥାଏ ।

ଅନ୍ତିମ ସଂସ୍କାର କରି ଘରକୁ ଫେରୁଥିବା ସମୟରେ ଯଦି କୌଣସି ବ୍ୟକ୍ତି ସହିତ କୁକୁର ଆସିଥାଏ ତେବେ ସେହି ବ୍ୟକ୍ତିକୁ ମୃ-ତ୍ୟୁ ବା ବହୁତ ବଡ ମୃ-ତ୍ୟୁର ସଙ୍କେତ ମିଳିଥାଏ । ଯାତ୍ରା କରିବା ସମୟରେ କୁକୁଡ଼ା ଯଦି ଆପଣଙ୍କ ଜୋଟା ନେଇ ପଳେଇଥାଏ ବା ଅନ୍ୟ କାହାର ଜୋଟା ନେଇ ସାମନାକୁ ଆସିଥାଏତେବେ ଏହା ଚୋରୀ ହେବାର ପୂର୍ବ ସୂଚନା ଦେଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *