ସକାଳ ଉଠିବା ପରେ ନାରୀ ଏହି ଜିନିଷ ଦେଖନ୍ତୁ ନାହିଁ ! ନଚେତ ପୁରା ପରିବାର ହେବ ଭିକାରି

ଆମେ ଜାଣିଛୁ ସକାଳୁ ଉଠି ଆମେ ଯାହା କରିଥାଉ ଆମର ପୁରା ଦିନଟି ସେହିପରି କଟିଥାଏ । ଯେପରି ସକାଳୁ କିଛି ଭଲ କାର୍ଯ୍ୟ କରିବା ଦ୍ୱାରା ଆମର ପୁରା ଦିନଟି ଶାନ୍ତି ଓ ଆରାମଦାୟକ ଭାବେ କଟିଥାଏ । ଯଦି କିଛି ଅଶାନ୍ତି ଭଳି କାର୍ଯ୍ୟ କରିଥାଉ ତେବେ ସମ୍ପୂର୍ଣ୍ଣ ଦିନଟି ଅଶାନ୍ତି ଓ କଳହ ଆଦିରେ କଟିଥାଏ । ତେବେ ସେହି ପରି ଏପରି କିଛି ଜିନିଷ ଅଛି ଯାହା ସକାଳୁ ଦେଖିବା ଦ୍ୱାରା ଆମର ଦିନ ଖରାପ ରେ ଯାଇଥାଏ । ଆଜି ଆମେ ସେହି ସମ୍ପର୍କରେ ଜାଣିବା କି କେଉଁ କେଉଁ ଜିନିଷ ଦେଖିବା ସକାଳୁ ମନା ଅଟେ ।

ଓ ଏହା ଦ୍ୱାରା ସମ୍ପୂର୍ଣ୍ଣ ଦିନଟି ଖରାପ ରେ କଟିଥାଏ । ସକାଳୁ ଉଠିବା ପରେ ଯଦି ଆପଣ କୌଣସି ଘମଣ୍ଡି ଓ ଚରିତ୍ରହିନା ସ୍ତ୍ରୀକୁ ଦେଖିବା ଦ୍ୱାରା ଆପଣଙ୍କ ଦିନ ଖରାପ ରେ କଟିଥାଏ । ଭଙ୍ଗା ଦର୍ପଣ ଦେଖିବା ଦ୍ୱାରା ସକାଳୁ ଦିନ ଟି ଖରାପ ରେ ବିତିଥାଏ ।

ଅଶାନ୍ତି ଲାଗିରହିଥାଏ ସେହି ଦିନଟି ସାରା । ଆମ ହିନ୍ଦୁ ଧର୍ମରେ ମଧ୍ୟ ଭଙ୍ଗା ଦର୍ପଣକୁ ଅଶୁଭ ବୋଲି କୁହାଯାଇଛି ତେଣୁ ଏହାକୁ ଫିଙ୍ଗିଦେବେ ରଖିବେ ନାହିଁ । କୌଣସି ଖାଲି ପାତ୍ର ଯଥା ଖାଲି ବାଲ୍ଟି , ଖାଲି ପର୍ସ, ଖାଲି ପାତ୍ର ଆଦି ଦେଖିବା ସକାଳୁ ଅଶୁଭ ଅଟେ । କୌଣସି ପୂର୍ଣ୍ଣ ପାତ୍ର ଦେଖିବା ଦ୍ୱାରା ଦିନଟି ଶୁଭମୟ ହୋଇଥାଏ । ଯଦି ସକାଳୁ ଉଠି ଅସଜଡ଼ା ଜୋତା ବା ଚପଲ ଦେଖନ୍ତି ତେବେ ଏହା ମଧ୍ୟ ଦିନଟି ଅଶୁଭ ରେ ଯିବାର ସଂକେତ ଦେଇଥାଏ ।

ଯଦି ସକାଳୁ ଉଠି ଆପଣ କୌଣସି ସ୍ଥାନରେ କଳି ଝଗଡା ଦେଖନ୍ତି ବା ଆପଣଙ୍କ ଘରେ କଳି ଝଗଡା ହେଉଥାଏ ତେବେ ସେହି ଦିନଟି ଆପଣଙ୍କର ଅଶାନ୍ତିରେ ବିତିଥାଏ । ସକାଳୁ ଉଠି କେବେବି କାହାକୁ ଧାର ଦିଅନ୍ତୁ ନାହିଁ ନହେଲେ ସେହି ଦିନଟି ସାରା ଆପଣଙ୍କର ଅର୍ଥ ଅଭାବ ଲାଗି ରହିବ। ସକାଳୁ ଉଠି ବିଳମ୍ବ ରେ ଆପଣ କାହାକୁ ଧାର ଦେଇପାରିବେ କିନ୍ତୁ ସଙ୍ଗେ ସଙ୍ଗେ ନୁହେଁ । ସକାଳୁ ଉଠି କେଉଁ କେଉଁ କାର୍ଯ୍ୟ କରିବା ଦ୍ଵାରା ଦିନ ଟି ଭଲ ରେ କଟିଥାଏ ତାହା ସମ୍ଭନ୍ଧରେ ଜାଣିବା । ସକାଳୁ ଉଠି ପ୍ରଥମେ ଭୂମି ମାତାକୁ ପ୍ରଣାମ କରିବା ଉଚିତ। ଏହା ପରେ ଯଦି ଆପଣ ନିଜ ଶୋଇବା ଘରେ ରାଧାକୃଷ୍ଣଙ୍କ ଫଟୋ ରଖିଥିବେ ତେବେ ତାଙ୍କ ଦର୍ଶନ କରିବେ ।

ଓ ସକାଳୁ ଉଠି ସୂର୍ଯ୍ୟଙ୍କୁ ପ୍ରଥମେ ନମସ୍କାର କରିବା ଉଚିତ । ତେବେ ସୁର୍ଯ୍ୟ ନମସ୍କାର କରିବାକୁ ହେଲେ ଆପଣଙ୍କୁ ସୂର୍ଯ୍ୟ ଉଦୟ ଆଗରୁ ଉଠିବାକୁ ହେବ ବହୁତ ଲୋକ ଅଛନ୍ତି ଯେଉଁମାନେ ବିଳମ୍ବ ରାତିରେ ଶୋଇ ସକାଳୁ ବିଳମ୍ବରେ ଉଠନ୍ତି ଏହା ଭଲ ନୁହେଁ । ସକାଳୁ ଉଠି ସୂର୍ଯ୍ୟ ପ୍ରଣାମ କରିବା ପରେ ଆପଣ ସ୍ନାନ ସାରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ ମାତା ପିତାଙ୍କୁ ପ୍ରଣାମ କରି ଆର୍ଶୀବାଦ ନେବେ ଏହା ଦ୍ୱାରା ସମ୍ପୂର୍ଣ୍ଣ ଦିନ ଟି ଶୁଭମୟ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *