କୁମ୍ଭ ରାଶି ଆଗାମୀ 44 ଦିନ ଆପଣଙ୍କ ସହ ଘଟିବ 6ଟି ବଡ ଘଟଣା ! ରୁହନ୍ତୁ ସାବଧାନ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୪୪ ଦିନ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ଏହି ୪୪ ଦିନ ମଧ୍ୟରେ ଘର ତିଆରି କରିବାକୁ ଭାବୁଛନ୍ତି ତେବେ ନିସ୍ପତି ସଠିକ ରହିବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ପ୍ରାପ୍ତ ହେବ । ବିଦ୍ୟାର୍ଥୀଙ୍କ ପାଇଁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଅନୁକୂଳ ରହିବ । ଆପଣ ଏହି ସମୟରେ ବହୁତ କିଛି ଶାରୀରିକ ସମସ୍ଯା ଭୋଗ କରିଥିବେ ।

କିନ୍ତୁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ରୁ ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । କିନ୍ତୁ ବାଣୀ ଉପରେ ସଂଯମ ରଖନ୍ତୁ । ଏହି ସମୟରେ ଆପଣଙ୍କର ରାଶିର ସ୍ଵାମୀ ମଙ୍ଗଳ ମଧ୍ୟମ ସ୍ଥିତିରେ ଆସୁଛନ୍ତି । ଆପଣଙ୍କୁ ଲାଭ ନିଶ୍ଚୟ ମିଳିବ । ବ୍ୟାପାରିଙ୍କ ପାଇଁ ସମୟ ଶୁଭ ରହୁଛି । ଧନ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ । ଆପଣ ଯାହା ଆୟ କରୁଛନ୍ତି ତାହା ଏକତ୍ର କରିବେ ।

ଏହି ୪୪ ଦିନ ମଧ୍ୟରେ କନେକସନ କାମ ଆରମ୍ଭ କରିପାରିବେ । ସ୍ଥିତି ଆପଣଙ୍କ ପକ୍ଷରେ ରହିବ । ଏହି ୪୪ ଦିନର ଏ ସ୍ଥିତି ଏମିତି ରହିବ କିଛି ଖାସ ଘଟିବାର ଅଛି । ଆଗାମୀ ୪୪ ଦିନରେ ଏମିତି ଘଟିବ ଯାହା ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ରଖି ଦେବ । ଆପଣଙ୍କୁ ସନ୍ତାନ ସୁଖ ମିଳିବ । ସନ୍ତାନକୁ ନେଇ ଯେଉଁ ସମସ୍ଯା ରହିଥିଲା ତାହା ଦୂର ହେବ ।

ମଙ୍ଗଳ ଓ ବୃହସ୍ପତି ପୁରୁଷ ଗ୍ରହଙ୍କ ଦ୍ରୁଷ୍ଟି କାରଣରୁ ପୁତ୍ର ପ୍ରାପ୍ତିର ଯୋଗ ବନୁଛି । ଆପଣଙ୍କୁ ଖୁସି ଖବର ମିଳିପାରେ । ସନ୍ତାନଙ୍କର ସଂହାର କମ ରହିବ । ଯେଉଁ କାରଣରୁ ଆପଣ ବହୁତ ପ୍ରସନ୍ନ ରହିବେ । ବିଦ୍ୟାର୍ଥୀଙ୍କ ପାଇଁ ଖୁସି ହିଁ ଖୁସି ଆସୁଛି । ଏହି ୪୪ ଦିନରେ ରାହୁ ପଞ୍ଚମ ଭାବରେ ବସି ଯେଉଁ ସମସ୍ଯା ହେଉଥିଲା ତାହା ଦୂର ହେବ । ଆପଣଙ୍କର ପରାକ୍ରମ ବଢିବ । ଆପଣଙ୍କ ଜୋସ ଓ ଉଶ୍ଚାହ ରେ ବୃଦ୍ଧି ହେବ ।

ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ୟାରୁ ଦୂରରେ ରହିବେ । ଆଗକୁ ବହଡିବାର ସୁଯୋଗ ପ୍ରାପ୍ତ ହେବ । ମଙ୍ଗଳ ଆପଣଙ୍କର ମିତ୍ର ଭାବେ ଦେଖାଜେ । ଧ୍ୟାନ ରଖନ୍ତୁ ବିଦ୍ୟାରଥୀଙ୍କୁ ଉପାୟମାନ କରିବାର ଅଛି । ବ୍ୟାପାରୀଙ୍କ ପାଇଁ ସ୍ଥିତି ଭଲ ରହିବ । ଖେଳକୁଦରେ ଅଧିକରୁ ଅଧିକ ଲାଭ ହେବ । ଆପଣଙ୍କୁ ପଜେଟିଭ ଫଳାଫଳ ମିଳିବ । ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିଲେ ନିଶ୍ଚୟ ସଫଳ ହେବେ ।

ଯେଉଁ ମାନେ ବିବାହ ଅପେକ୍ଷାରେ ରହିଛନ୍ତି ସେମାନଙ୍କ ପାଇଁ ଜନ୍ମ ଭୂମି ଠାରୁ ପ୍ରସ୍ତାବ ଆସିପାରେ ଓ ବିବାହ ହୋଇପାରେ । ଆପଣଙ୍କର କ୍ରୋଧରେ ପରିବର୍ତ୍ତନ ହୋଇପାରେ । ଆପଣ ସାମାନ୍ଯ କ୍ରୋଧୀ ପ୍ରକୃତିର ରହିବେ କିନ୍ତୁ ଏହା ଆପଣଙ୍କ ପାଇଁ ସେତେଟା ପ୍ରଭାବ ପକାଇବ ନାହି । ଭାଇଙ୍କ ସହ କଥା ହେବା ସମୟରେ ସତର୍କ ରୁହନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *