ଜାନୁଆରୀ 26 (ବସନ୍ତ ପଞ୍ଚମୀ) 499 ବର୍ଷ ପରେ ବନୁଛି ଦୁର୍ଲଭ ମହାସଂଯୋଗ, ଏହି 4ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ ସରସ୍ଵତୀ ପୂଜା ପ୍ରତି ବର୍ଷ ଖୁବ ଧୂମଧାମ ରେ ମନା ଯାଇଥାଏ । ଏହି ଖାସ ଦିନ ମା ସରସ୍ବତୀଙ୍କୁ ସମର୍ପିତ ଅଟେ । ଏହି ଦିନ ବିଦ୍ୟା ଓ ବୁଦ୍ଧିର ଦେବୀ ମା ସରସ୍ଵତୀଙ୍କ ଭକ୍ତ ଗଣ ବହୁତ ଭକ୍ତି ସହକାରେ ପୂଜା କରିଥାନ୍ତି । ଏହି ପର୍ବ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ମାନା ଯାଇଥାଏ । ବସନ୍ତ ଋତୁକୁ ସବୁ ୬ ଋତୁ ମଧ୍ୟରେ ଋତୁର ରାଜା ନାମରେ ବି ଜଣା ଯାଇଥାଏ । ଏହି ବର୍ଷ ଜାନୁଆରୀ ୨୬ ଗୁରୁବାରରେ ବସନ୍ତ ପଞ୍ଚମୀ ପଡୁଛି । ଏହି ଦିନ ମା ଲକ୍ଷ୍ମୀଙ୍କ କୃପା 4ଟି ରାଶି ହେବେ ମାଲାମାଲ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ସିଂହ ରାଶି : ଆପଣଙ୍କୁ କହି ରଖୁଛୁ ବସନ୍ତୀ ପଞ୍ଚମୀ ଦିନରେ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବ । ଆକସ୍ମିକ ଧନ ଲାଭର ଯୋଗ ଅଛି । ଗୃହସ୍ଥ ଜୀବନରେ ସୁଖ ରହିବ । ବ୍ୟାପାର କ୍ଷେତ୍ରରେ ଉନ୍ନତି ହେବ । ଚାକିରି କରିଥିବା ଲୋକଙ୍କୁ ଅପାର ସଫଳତା ମିଳିବ । ବଡ ବଡ ଖୁସି ଖବର ପ୍ରାପ୍ତ ହେବ । ଆପଣ ଗୃହ ବା ଯାନବାହାନ କ୍ରୟ କରିବାର ସମ୍ଭାବନା ଅଛି ।

ମେଷ ରାଶି : ବସନ୍ତୀ ପଞ୍ଚମୀ ଦିନ ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ଯାହା କାରଣରୁ ଧନ ଲାଭର ସମ୍ଭବ ରହିଛି । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନଙ୍କୁ ଦୁଇ ଗୁଣା ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ବେତନରେ ବୃଦ୍ଧି ହୋଇପାରେ । ବିଦେଶରେ ଚାକିରି କରିବାର ସ୍ଵପ୍ନ ପୂରଣ ହେବ । ବିଦେଶ ସହ ଜଡିତ ଖୁସି ଖବର ମିଳିପାରେ ଯାହା କାରଣରୁ ଆପଣଙ୍କ ଖୁସି ର ଠିକଣା ରହିବ ନାହି । ଆପଣ ଆୟରେ ବୃଦ୍ଧି ହେବ । ଧନ ଲାଭର ଯୋଗ ଅଛି । ଏହାର ଭରପୁର ଲାଭ ଉଠାନ୍ତୁ ।

ତୁଳା ରାଶି : ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଶ୍ରୀପଞ୍ଚମୀ ଦିନ ଠାରୁ ମେହରବାନ ହେବେ । ସମାଜରେ ପ୍ରଶଂସା ହେବ । ମାନ ସମ୍ମାନରେ ବୃଦ୍ଧି ହେବ । ଆପଣଙ୍କର ବଡ ଆଡ କାର୍ଯ୍ୟ ପୂରଣ ହେବ । ଆଯର ସାଧନାରେ ବୃଡି ହେବ । ଧନ ଲାଭ ହେବ । ବଡ ବଡ ଖୁସି ଖବର ପ୍ରାପ୍ତ ହେବ । ପରିବାରରେ ଖୁଶିର ମାହୋଲ ରହିବ । କାରୋବାରରେ ବୃଦ୍ଧି ହେବ । ଆପଣ ପ୍ରସ୍ତୁତ ରୁହନ୍ତୁ ସବୁ ସୁଖ ଭୋଗ କରିବା ପାଇଁ ।

କୁମ୍ଭ ରାଶି : ଆପଣଙ୍କର ଭଲ ସମୟ ଆସୁଛି ଶ୍ରୀପଞ୍ଚମୀ ଠାରୁ । ସନ୍ତାନଙ୍କୁ ନେଇ ବଡ ଖୁସି ଖବର ପ୍ରାପ୍ତ ହେବ । ନୂଆ ବାହନ ବା ଗୃହ କ୍ରୟ କରିପାରନ୍ତି । ମା ଲକ୍ଷ୍ମୀ ଙ୍କ କୃପାରୁ ଶୁଭ ସନ୍ଦେଶ ମିଳିବାର ଯୋଗ ଅଛି । ଅଟକିଥିବା କାମ ପୂରଣ ହେବ । ବନ୍ଧୁଙ୍କ ସହ ମିଳାମିଶା ରହିବ । ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *