କୁମ୍ଭ ରାଶି ମାର୍ଚ୍ଚ ମାସରେ ଇତିହାସ ବଦଳିଯିବ, ଆସିବ ଖୁସିର ଦିନ… ବଦଳିଯିବ ଭାଗ୍ୟ 

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମାର୍ଚ୍ଚ ମାସ ଟି କେମିତି ରହିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛି । ଏହି ମାସରେ 7ଟି ରାଶିଙ୍କର ପରିବର୍ତ୍ତନ ହେବାକୁ ଯାଉଛି ଯେଉଁ କାରଣରୁ ପ୍ରତେକ ଦିନ ଆପଣଙ୍କ ପାଇଁ କିଛି ଅଲଗା ନେଇକି ଆସିବ । 15  ମାର୍ଚ୍ଚରେ ବୁଧ ଆପଣଙ୍କର ଦ୍ଵିତୀୟ ଭାବରୁ ଆପଣଙ୍କ ଲଗ୍ନରେ ପ୍ରଥମ ଭାବରେ କୁମ୍ଭ ରାଶିକୁ ପ୍ରବେଶ କରିବେ ।

କୁମ୍ଭ ରାଶିରେ ବୁଧଙ୍କ ଆସିବା କାରଣରୁ ସ୍ଥିତି ଭଲ ରହିବ । ଧନର ବର୍ଷ ହେବ । ପ୍ରତେକ କାର୍ଯ୍ୟରେ ସଫଳତା ପାଇବେ । ପରିବାରରେ ଖୁଶିର ଖବର ଆସିପାରେ । ଲୋକେ ଆପଣଙ୍କ କଥା ରେ ପ୍ରଭାବିତ ହେବେ । ସମୟ ଆପଣଙ୍କ ପାଇଁ ଶୁଭ ଫଳଦାୟକ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ । ମାର୍ଚ୍ଚ 15 ପରେ ଆପଣଙ୍କର ସଂପୂର୍ଣ୍ଣ ଜୀବନ ବଦଳିଯିବ ।

ଏହି ମାସରେ ବୁଧ ଓ ଶୁକ୍ର ଏକା ସାଥିରେ ରହିବା କାରଣରୁ ଲକ୍ଷ୍ମୀ ନାରାୟଣର ଯୋଗ ରହୁଛି । ଯେଉଁ କାରଣରୁ ଅସମ୍ଭବ ସମ୍ଭବ ହେବ । ଇଚ୍ଛା ଅଧୁରା ଥିଲେ ତାହା ପୂରଣ ହୋଇପାରେ । ସମ୍ପତିରେ ବୃଦ୍ଧି ଘଟିବ । କାମର ଯୋଜନା ପ୍ରସ୍ତୁତ କରିବେ । ଯେଉଁ ମାନଙ୍କର ବିବାହ ହୋଇ ନାହି ସ୍ଥିର ହୋଇପାରେ । ଏହି ସମୟ ପ୍ରତେକ ଦୃଷ୍ଟିରୁ ଶୁଭ ସାବ୍ଯସ୍ତ ହେବ । ଶୁକ୍ର ଓ ବୁଧଙ୍କ ରାଶି ପରିବର୍ତ୍ତନ ମାର୍ଚ୍ଚ 22 କୁ ହେବ ।

ତା ପୂର୍ବ ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ବିଦେଶରୁ ଲାଭବାନ ହେବେ । ସାଙ୍ଗ ମାନଙ୍କ ସହ ବୁଲାବୁଲିର ମଜା ନେବେ । ଭୂମି, ବାହାନର ସୁଖ ପ୍ରାପ୍ତ ହେବ । ବୃହସ୍ପତି ଦେବ ନିଜର ରାଶି ବିଛା ରାଶିରୁ ଧନୁ ରାଶିକୁ ମାର୍ଚ୍ଚ 29ରେ ରାଶି ପରିବର୍ତ୍ତନ କରିବେ । ଆପଣଙ୍କର ବାଣୀରେ ମିଠାପଣ, କାର୍ଯ୍ୟ କ୍ଷମତାରେ ବୃଦ୍ଧି ଘଟିବ । ପରିଶ୍ରମୀ ରହିବେ । କାର୍ଯ୍ୟରେ ପ୍ରଶଂସା ପାଇବେ । କାର୍ଯ୍ୟର ଭାବ ରହିପାରେ ।

ପାରିବାରିକ ସୁଖ ପ୍ରାପ୍ତ ହେବ । 11ତମ ଭାବରେ ଆସିବା କାରଣରୁ ସ୍ଥିତି ଭଲ ରହିବ । ଭାଗ୍ୟର ସହଯୋଗ ପ୍ରାପ୍ତ ହେବ । ଏହି ସମୟରେ ଧାର୍ମିକ ଯାତ୍ରା ହୋଇପାରେ । ସୂର୍ଯ୍ୟଦେବ କୁମ୍ଭ ରଷିରୁ ମୀନ ରାଶିରେ ମାର୍ଚ୍ଚ 15ରେ ରାଶି ପରିବର୍ତ୍ତନ କରିବେ । ସରକାରୀ କାର୍ଯ୍ୟରେ ଲାଭ ପ୍ରାପ୍ତ ହେବ । ମାନ ସମ୍ମାନରେ ବୃଦ୍ଧି ହେବ । ଭଲ ପ୍ରଦର୍ଶନ କରିବେ । ଧନ ରୋଜଗାର କରିବାର ସୁଯୋଗ ମିଳିବ ।

ଶାରୀରିକ କଷ୍ଟରୁ ବଞ୍ଚିତ ରହିବେ । ଅନେକ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ପାଇବେ । ପିତା ପୁତ୍ରଙ୍କ ସମ୍ପର୍କ ଦୃଢ ହେବ । ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମେଷ ରାଶିରେ ମଙ୍ଗଳ ରହିବେ । ତୃତୀୟ ଭାବରେ ମଙ୍ଗଳ ଶୁଭ ପ୍ରଦାନ କରିବେ । ଆପଣ ନିରୋଗ ରହିବେ । ସେନା ଓ ପୋଲିସ ବିଭାଗରେ ଚାକିରି ମିଳିପାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *