9 ତାରିଖଠାରୁ ବଦଳିଯିବ କୁମ୍ଭ ରାଶିର ଭାଗ୍ୟ, ହେବ ଧନ ବର୍ଷା… ଘରେ ହେବ ମା ଲକ୍ଷ୍ମୀଙ୍କ ବାସ

ନଭେମ୍ବର ମାସ ଏହି ବର୍ଷର ଏକ ଉତ୍ତମ ଓ ଭଲ ମାସ କହିଲେ ଭୁଲ ହେବନି ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣିବା କି ଆମେ ଯାହା ଭି କାମ କରୁଥିଲୁ ତାହାର ଭଲ ପରିଣାମ ଆମକୁ ଏବେ ମିଳିବା ପାଇଁ ଯାଉଛି । ଆପଣ ମାନେ ଜାଣି ଥିବେ କି ଆମେ ଯାହା ଭି କରୁଛେ କିମ୍ବା ଆମ କର୍ମର ଫଳ ଆମକୁ ମିଳି ଥାଏ । ତେବେ ଆପଣ ଖୁଶି ହୋଇ ଯାଅନ୍ତୁ ଯଦି ଆପଣ ମାନେ କୁମ୍ଭ ରାଶିର ବ୍ୟକ୍ତି ଅଟନ୍ତି ତେବେ ଆପଣଙ୍କ ପାଇଁ ଏହି ମାସ ଖୁବ ଭଲ ହେବା ପାଇଁ ଯାଉଛି ।

ଆମେ ଆଜି ଆପଣଙ୍କୁ କହିବା କି ଆମେ ଆପଣଙ୍କ ଏହି ମାସର ଦୀପାବଳି ପରେ ଏମାନେ 6 ତାରିଖରୁ କିଭଳି ଭାଗ୍ଯର ଉଦୟ ହେବା ପାଇଁ ଯାଉଛି କହିବୁ । ଆପଣ ମାନେ ତ ଜାଣି ଥିବେ କି ଆମ ଜୀବନରେ ସବୁ ବେଳେ ସମସ୍ଯା ଲାଗି ରହି ଥାଏ ବେଳେ ଏବେଳେ କିଛି କାମ କିମ୍ବା କିଛି ସ୍ଵପ୍ନ ଆମର ଅଧାରେ ରହି ଯାଇ ଥାଏ କିନ୍ତୁ ଦେଖହିବା ଏପାଇଁ ଯିବା ତ ଆମେ ଏବେ ସମସ୍ତେ ଭଲ ପରିଣାମ ପାଇବା ଦୀପାବଳି ପରେ କିନ୍ତୁ ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ଏହି କୁମ୍ଭ ରାଶି ଉପରେ ହେବା ପାଇଁ ଯାଉଛି । ଆପଣ ମାନେ ଯଦି କୁମ୍ଭ ରାଶିର ଅଟନ୍ତି ଆପଣଙ୍କ ସବୁ ଧନ ଜନିତ ସମସ୍ଯା ଦୂର ହୋଇଯିବ ।

ଏହା ସହ ଆପଣ ଚାକିରି ରେ କେଉଁ ନୂଆ ଜାଗାକୁ ବଦଳି କି ଯାଇ ପାରନ୍ତି ଏହା ସହ ଆପଣ ପ୍ରମୋଶନ ମଧ୍ୟ ପାଇବେ । ଏହି ସମୟ ରେ ଆପଣ ନିଜକୁ ନିୟନ୍ତ୍ରଣ କରି ରଖିବେ ଯଦି ଆପଣ ନିଶା ଦ୍ରବ୍ଯ ନିଅନ୍ତି ତ କାରଣ ଏହା ପଛରେ ଆପଣ ଅଧିକା ପାଇଶା ଖର୍ଚ୍ଚ କରି ଦେଇ ଥାନ୍ତି । ଆପଣ ଯଦି ଅବିବାହିତ ତେବେ ବିବାହ କରିବେ । ପଡୋଶୀ ବନ୍ଧୁ ମାନେ ସବୁ ଆପଣଙ୍କ ସହ ସୁସମ୍ପର୍କ ସ୍ଥାପନା କରିବେ । ଆଦି ପ୍ରେମ ରେ ଅଛନ୍ତି ଆପଣ ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଯଦି ଆପଣ ମାନେ କିଛି ନୂଆ ଜାଗାକୁ ଯିବେ ତ ଆପଣ ମାନେ ଏବେ ସେଠାକାର ଲୋକମାନେ ଆପଣଙ୍କ ସହ ଖୁବ ଶୀଘ୍ର ମିଶି ଯିବେ ।

ଆପଣ ମାନେ ଯଦି ସନ୍ତାନ ପାଇବା ପାଇଁ ଅନେକ ଦିନରୁ ପୂଜା ପାଠ କରୁ ଛନ୍ତି ତେବେ ଏବେ ସନ୍ତାନ ର ମୁହଁ ଆପଣ ଦେଖିବେ ନିଶ୍ଚିତ ଭାବେ । ଆପଣ ଯଦି ବେମାରି ଥିବା ଯୋଗୁ କାହା ପାଖରୁ ଧାର କରି ଥିବେ ଏହା ଆପଣ ସୁଝି ନେବେ ଓ ଏହା ପରେ ଆପଣ ଯଦି ନିଜ କାମ ପାଇଁ କିଛି ବାହାରକୁ ଯିବା ପାଇଁ ଚାହାଁନ୍ତି ଆପଣ ଯାଇ ପାରିବେ । ଏହି ରାଶିର ଲୋକମାନେ ବହୁତ ବୁଦ୍ଧିମାନ ଓ ଆତ୍ମସମ୍ମାନଶୀଳ ବ୍ୟକ୍ତି ଅଟନ୍ତି ତେଣୁ ସେମାନେ କାହା ଠାରୁ କିଛି ସାହାଜ୍ଯ ନେବା ପାଇଁ ଭଲ ପାଇ ନାଥନ୍ତି । ଆପଣ ଏହି ମାସ ପରେ ନିଜର ଉର୍ଣ୍ଣତ୍ତି ଆଡକୁ ଅଗ୍ରସର ହେବେ ।

Leave a Reply

Your email address will not be published. Required fields are marked *