ଶାଶୁଙ୍କର ଗେଲ୍ହା ବୋହୁ ହାବା ପାଇଁ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣ କିପରି ଶାଶୁଙ୍କର ଭଲ ବୋହୁ ହେଇପାରିବେ । ଯଦି ଆପଣ ଶାଶୁଙ୍କର ଭଲ ବୋହୁ ହବାକୁ ଚାହୁଛନ୍ତି ତାହାଲେ ଏଇ କାମ କରନ୍ତୁ ଦେଖିବେ ସୁନିଶ୍ଚିତ ଆପଣ ଶାଶୁଙ୍କର ବହୁତ ଭଲ ବୋହୁ ହେଇଯିବେ । ବନ୍ଧୁଗଣ ଶାଶୁ ବୋହୁଙ୍କର ସ-ମ୍ପ-ର୍କ ଗୋଟେ ମା ଝିଅ ର ସ-ମ୍ପ-ର୍କ ହାବା ଭଳି ଦରକାର । କିନ୍ତୁ କିଛି ଜାଗାରେ ଶାଶୁ ବୋହୁଙ୍କ ସ-ମ୍ପ-ର୍କ ବହୁତ ଖରାପ ହୋଇଥାୟ ।

ଯଦି ଆପଣ ବୋହୁ ଅଟନ୍ତି ତାହାଲେ ଆପଣଙ୍କୁ ଆମେ ଏକ ସରଳ ଉପାୟ କହିବୁ ଯାହାଦ୍ୱାରା ଆପଣ ଏକ ସୁନ୍ଦର ବୋହୁ ହେଇ ପାରିବେ ଆପଣଙ୍କୁ ଆପଣଙ୍କର ଶାଶୁ ବହୁତ ଭଲ ପାଇବେ । ପ୍ରଥମ ଉପାୟ ହେଉଛି ଯଦି ଆପଣଙ୍କର ଶାଶୁମାଙ୍କ ସହିତ ଖରାପ ସ-ମ୍ପ-ର୍କ ଅଛି ତାହାଲେ ଆପଣ ନିଜ ପାଖରେ ଏକ ଚାନ୍ଦିର ଚାରିକଣିଆ ଖଣ୍ଡ ରଖନ୍ତୁ ଦେଖିବେ ଆପଣଙ୍କ ଶାଶୁ ଆପଣଙ୍କୁ ବହୁତ ଭଲ ପାଇବେ । ଆପଣଙ୍କୁ ନିଜର ଝିଅ ଭଳି ମାନିବେ । ୨ ରେ ଆପଣ ନିଜର ମଥାରେ ଶୁକ୍ଲପକ୍ଷ ପ୍ରଥମ ଗୁରୁବାରରେ ହଲଦିର ଟୀକା କିମ୍ବା କେସରର ଟୀକା ଲଗାନ୍ତୁ ଦେଖିବେ ଆପଣ ଶାଶୁମାଙ୍କର ବହୁତ ଭଲ ବୋହୁ ହେଇପାରିବେ ଆପଣଙ୍କୁ ଆପଣଙ୍କ ଶାଶୁ ମା ବହୁତ ଭଲ ପାଇବେ ।

ଆପଣଙ୍କୁ ଘରର ପ୍ରତ୍ୟକ ଜିମେଦରୀ ଦେବେ କରିବା ପାଇଁ ଆପଣ ଶାଶୁ ମାଙ୍କର ବହୁତ ଭଲ ବୋହୁ ହେଇପାରିବେ । ୩ରେ ଆପଣ ନିଜ ବେକରେ ଚାନ୍ଦିର ଏକ ଚେନ ପିନ୍ଧନ୍ତୁ ଦେଖିବେ ଆପଣଙ୍କୁ ଆପଣଙ୍କ ଶାଶୁ ବହୁତ ଭଲ ପାଇବେ । ଆପଣ ଶାଶୁମାଙ୍କର ବହୁତ ଭଲ ବୋହୁ ହେଇଯିବେ । ୪ରେ ଆପଣ କୌଣସି ବ୍ୟକ୍ତି ମାନଙ୍କ ଠାରୁ କୌଣସି ବସ୍ତୁ ନେବେ ନାହିଁ । ଯଦି ଏହି ଉପାୟ କରିବେ ତାହାଲେ ଆପଣ ଏକ ଭଲ ବୋହୁ ହେଇପାରିବେ । ଆପଣଙ୍କୁ ଆପଣଙ୍କର ଶାଶୁ ମା ବହୁତ ଭଲ ପାଇବେ । ୫ରେ ହଉଛି ଆପଣ ମଙ୍ଗଳବାର ଦିନ ମନ୍ଦିର ପାଖରେ ଥିବା ଗରିବ ଲୋକଙ୍କୁ ସୁଜିରେ ତିଆରି ହାଲୁଆ ନିଜ ହାତରେ ବାଟନ୍ତୁ ଯଦି ଆପଣଙ୍କ ଶାଶୁ ସହିତ ଆପଣଙ୍କର ଖରାପ ସ-ମ୍ପ-ର୍କ ଥିବ ତାହାଲେ ସବୁକିଛି ଠିକ ହୋଇଯିବ ।

ଆପଣଙ୍କୁ ଆପଣଙ୍କ ଶାଶୁ ବହୁତ ଭଲ ପାଇବେ । ବନ୍ଧୁଗଣ ଆପଣ ଏହି ଉପାୟକୁ ଯଦି କରିବେ ତାହାଲେ ଆପଣଙ୍କର ଶାଶୁ ସୁନୁଶ୍ଚିତ ଆପଣଙ୍କୁ ଭଲ ପାଇବେ ଆପଣଙ୍କୁ ତାଙ୍କର ନିଜ ଝିଅ ରୂପରେ ଦେଖିବେ । ଆପଣଙ୍କର ପରିବାରରେ ସୁଖ -ଶାନ୍ତି ଆନନ୍ଦ- ଉଲାସ ଦେଖାଦେବ । ଆପଣ ଶାଶୁଙ୍କର ଏକ ଭଲ ବୋହୁ ହେଇପାରିବେ । ତାହାଲେ ବନ୍ଧୁଗଣ ଜାଣିଲେ ତ ଆପଣ କିପରି ଭାବରେ ଶାଶୁଙ୍କର ଏକା ଭଲ ବୋହୁ ହେଇ ପାରିବେ । ଯେଉଁ ପରିବାରରେ ଶାଶୁ ବୋହୁ ମଧ୍ୟ ରେ କିଛି ଅଶାନ୍ତି ଦେଖା ଯାଉଛି ତାହାଲେ ଆପଣ ଏହି ଉପାୟକୁ ପାଳନ କରନ୍ତୁ ଦେଖିବେ ଆପଣ ଶାଶୁଙ୍କର ଏକ ଭଲ ବୋହୁ ହେଇଯିବେ ।

Leave a Reply

Your email address will not be published. Required fields are marked *