କୁମ୍ଭ ରାଶି – 1 ରୁ 15 ଅକ୍ଟୋବର ପୁରା ସତର୍କ ରୁହନ୍ତୁ । କିଛି ଖରାପ ହୋଇପାରେ, ସାବଧାନ !

ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି । ଏପରି ଘଟଣା ଘଟିପାରେ ଯାହା ବିଷୟରେ ଆପଣ କେବେ ଭାବି ନଥିବେ । ଆଜିର ସମୟ ବହୁତ ଭଲ ରହିବ ଓ ଭାଗ୍ୟରେ ଭଲ ସହଯୋଗ ମିଳିବ । ସମସ୍ତ କାର୍ଯ୍ୟରେ ଉପଲବ୍ଧି ପ୍ରାପ୍ତ ହେବ । କାର୍ଯ୍ୟ କରିବାର ଗତି ବଢିବ । ଏହି ସମୟରେ ଆପଣଙ୍କର ସବୁ ବାକି ରହିଥିବା କାମ ପୁରା ହେବ । ଚନ୍ଦ୍ରମା ମଙ୍ଗଳଙ୍କର ସହିତ ରହିବେ । ଚନ୍ଦ୍ର ଓ ମଙ୍ଗଳଙ୍କ ଲକ୍ଷ୍ମୀ ଯୋଗ ଆପଣଙ୍କ ପାଇଁ ଧନର ବର୍ଷା କରାଇବ । ଆପଣଙ୍କ ଧନର ଅଭାବ ଏହି ସମୟରେ ରହିବ ନହିଁ । କିନ୍ତୁ ଅଯଥା ଖର୍ଚ ମଧ୍ୟ ଅଧିକ ରହିବ । କିଛି ଏପରି ଖର୍ଚ ଆପଣଙ୍କର ଏହି ସମୟରେ ଆସିବ ଯେଉଁ ବିଷୟରେ ଆପଣ ଚିନ୍ତା କରିନଥିବେ ।

ମାତାଙ୍କ ସ୍ଵାସ୍ଥ୍ୟର ଭଲ ଭାବେ ଯତ୍ନ ରଖିବାର ଅଛି । କିଛି ରୋଗ ଦେଖା ଦେଇପାରେ । ଆପଣଙ୍କର ତାଙ୍କ ସହିତ କିଛି ମନ ମତାନ୍ତର ହୋଇପାରେ । କାମ କାର୍ଯ୍ୟ କ୍ଷେତ୍ରରେ ପ୍ରେସର ଅଧିକ ରହିବ । ଏହି ସମୟରେ ଯଦି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ପ୍ରଥମେ ବିଚାର କରନ୍ତୁ । ଦଶ ଥର ଚିନ୍ତା ବିଚାର କରିବା ପରେ ଯାଇ ପାଦ ଆଗକୁ ବଢନ୍ତୁ । ସ୍ବଭାବରେ କ୍ରୋଧିତ ରହିବେ । ଚିଡଚିଡା ପ୍ରକୃତିର ରହିବେ । ଶେଥି ଲାଗି ନିଜ ବାଣୀ ଉପରେ ନିୟତ୍ରଣ ରଖିବାକୁ ପଡିବ । ଏହି ସମୟରେ କଳି ଝଗଡା କରି ପାରନ୍ତି । ଆପଣ ଏହି ସମୟରେ ସନ୍ତାନଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି ।

ପ୍ରେମ ସମ୍ବନ୍ଧ ପାଇଁ ଏହି ସମୟ ବହୁତ ଭଲ ରହିବ । ଦୁହିଁଙ୍କ ମଧ୍ୟରେ କିଛି ଦୂରତା ରଖନ୍ତୁ । ଯଦି ଏହି ସମୟରେ ନିକଟ ବର୍ତୀ ହୁଅନ୍ତି ତେବେ କଳି ଝଗଡା ଦେଖା ଦେଇପାରେ । ଆପଣଙ୍କ ବାଣିରେ କଟୁପଣ ଦେଖାଦେବ । ଏହି ସମୟରେ ଭାଇ ଭଉଣୀଙ୍କ ସହିତ ଝଗଡାର ମଧ୍ୟ ଯୋଗ ବନୁଛି । ଯଦି ଆପଣ ଛାତ୍ର ଅଛନ୍ତି ତେବେ ପଢାପଢିରେ ଧ୍ୟାନ କମ ଲାଗିବ । ମନ କିଛି ଅଶାନ୍ତି ବା ଚିନ୍ତିତ ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦେଇପାରେ । ଶେଥି ପାଇଁ ଖାଦ୍ଯ ପେୟ ଉପରେ ଧ୍ୟାନ ରଖନ୍ତୁ । ଏହି ଦିନ ମାନଙ୍କରେ ଉପାୟ କରି ଗ୍ରହ ମାନଙ୍କୁ ନିଶ୍ଚିତ ରୂପରେ ଶାନ୍ତ କରିପାରିବେ ।

ନିଜର ମୂଲ୍ଯବାନ ବସ୍ତୁ ମାନଙ୍କର ଧ୍ୟାନ ରଖନ୍ତୁ । ସତର୍କ ରୁହନ୍ତୁ ଚୋରୀ ହେବାର ଭୟ ମଧ୍ୟ ରହିଛି । ଆପଣଙ୍କୁ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଗ୍ଲାସ ସ୍ଟୀଲ କି ଚାନ୍ଦିରେ ମୁଣ୍ଡ ଉପରେ ପାଣି ରଖୀ ଶୋଇବେ । ସକାଳୁ ଉଠିଲେଘର ବାହାରେ ତାକୁ କୌଣସି ଘାସ ନଥିବା ଜାଗାରେ ଆଉ କଣ୍ଟା ଜାତୀୟ ବୃକ୍ଷ ମୂଳରେ ଢାଳି ଦିଅନ୍ତୁ । ଏପରି କରିବା ଦ୍ଵାରା ନକରାତ୍ମକ ଊର୍ଜା ସମାପ୍ତ ହୋଇଯିବ । ଏହି ସପ୍ତାହରେ ତାଙ୍କର ଆବଶ୍ଯକୀୟ ଜିନିଷ ଉପହାର ରୂପରେ ଦେଲେ ଆପଣଙ୍କର ପାଇଁ ସମୟ ବହୁତ ଶୁଭ ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *