ଭଗବାନ ଶ୍ରୀ କୃଷ୍ଣଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ଶରୀରୀ କେଉଁ ଅଙ୍ଗ ଜଳି ନଥିଲା ? Secrets of Krishna

ଭଗବାନ ଅନେକ ଥର ଧାରାକୁ ଆସିକି ଧର୍ମ ସ୍ଥାପନା କରିକି ଯାଇଛନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ କି ଦେହ ଧରି ଜ୍ଜାନ୍ମ ହୋଇ ଥିବା ମଣିଷ ନିଶ୍ଚିତ ଭାବେ ମୃ-ତ୍ୟୁ କୁ ପ୍ରାପ୍ତ ହେବ । ସେହି ଅନୁସାରେ ଭଗାବାନଙ୍କ ର ମଧ୍ୟ ମୃ-ତ୍ୟୁ ହୋଇ ଥିବ । ତେବେ କଣ ଭଗବାନ ଙ୍କର ମୃ-ତ୍ୟୁ ହୋଇ ଥାଏ । ଏହା କଣ ସତ୍ୟ ଅଟେ ? ଭଗବାନ କେବଳ ଅଦୃଶ୍ୟ ହୋଇ ଯାନ୍ତି ତାଙ୍କର ଦେ-ହା-ନ୍ତ ହୁଏନି । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଭଗବାନ ଙ୍କ କେଉଁ ଅଙ୍ଗ ଜ-ଳି ନଥିଲା ତାଙ୍କର ଅ-ନ୍ତି-ମ ସ-ତ୍କା-ର ବେଳେ ।

ଭଗବାନ ଙ୍କର ଲୀଳା ତ ତାଙ୍କୁ ହିଁ ଜଣା । ଯେତେବେଳେ ସେ ଧର୍ମ ସ୍ଥାପନା କରିବା ପାଇଁ ଦୁର୍ଜ୍ୟାଧନ ପାକହକୁ ବାର ବାର ଯାଇଥିଲେ ଓ କହିଥିଲେ କି ସେ ଯୁଧ୍ୟ ନ କରିବା ପାଇଁ କିନ୍ତୁ ସେ ଏହା ଶୁଣି ନଥିଲା । ତେଣୁ କରି ଭଗବାନ ମହାଭାରତ କରିଥିଲେ ।

ଏଥିରେ ସେ ଧର୍ମ ପାଖରେ ରହି ଯୁଧ୍ୟ ରେ ଭାଗ ନେଇଥିଲେ । କାରଣ କୌରବ ମାନେ ଅଧର୍ମ ର ପାଖରେ ରହିଥିଲେ ଶେଥି ପାଇଁ । ଯେତେବେଳେ ମହାଭାରତ ଶେଷରେ ଗାନ୍ଧାରୀ ନିଯ ଜ୍ୟଷ୍ଠ ପୁତ୍ର ପାଇଁ ଶୋକ କରିବା କୁ ଯାଇଥିଲେ ସେତେବେଳେ ସେ ଭଗବାନ କୃଷ୍ଣ ଙ୍କୁ ଅ-ଭି-ଶା-ପ ଦେଇଥିଲେ କି ଆଜି ଠାରୁ ଠିକ ୩୬ ବର୍ଷ ପରେ ତୁମର ମଧ୍ୟ ମୃ-ତ୍ୟୁ ହୋଇଯିବ । ଏହା ହିଁ ହୋଇ ଥିଲା କିନ୍ତୁ ଏହା ତାଙ୍କ ଅ-ଭି-ଶା-ପ ଦ୍ଵାରା ବରଂ ଭଗବାନ ନିଜ ଇଚ୍ଛାରେ ମ-ର୍ତ୍ୟ ଲୋକ ଛାଡି ସ୍ଵର୍ଗ ଲୋକ କୁ ଯାଇ ଥିଲ ।

ଏହାର ବର୍ଣନା ୧୧ ତମ ସ୍କନ୍ଦରେ ହୋଇଛି । ମହାଭାରତ ସୁଉକା ଦେବଙ୍କ ଦ୍ଵାରା ରାଜା ପରଖିତ ଙ୍କୁ କୁହା ଯାଇଥିଲା । ଦିନକର ଘଟଣା ଯେତେବେଳେ ଭଗବାନ ଙ୍କୁ ଲାଗିଲା କି ତାଙ୍କ ସନ୍ତାନ ମାନେ ଖୁବ ଉଦ୍ଧତ ହୋଇ ଗଲେଣି ଓ ତାଙ୍କୁ କେହି ମଧ୍ୟ ପରାସ୍ତ କରି ପାରିବେ ନି । ଏବଭଳିକି ଦେବତା ମାନେ ମଧ୍ୟ ନୁହେଁ । ତେଣୁ ସେ ଏହା କୁ ଆଖି ଆଗରେ ରଖୀ ଏକ ଲୀଳା ରଚନା କଲେ ଯାହା ଦ୍ଵାରା ସେ ସମସ୍ତ ଜଦୁ ବଂଶ କୁ ସମାପ୍ତ କରି ନିଜ ଧାମକୁ ଯାଇ ପାରିବେ ।

ଏହା ପରେ ଭଗବାନ ଏକ ଲୀଳା ରଚନା କରିଥିଲେ । ଭଗବାନ ଦ୍ଵାରିକା ନଗର ର ରାଜା ଥିଲେ । ଦିନେ ୩ ଋଷି ବିଶ୍ଵାମିତ୍ରା, ଦୁର୍ବାଶା, ନାରଦ ଦ୍ଵାରିକା ଆସିଥିଲେ । ସେହି ସମୟରେ ରାଜା କୁମାର ମାନଙ୍କୁ ମଜା କରିବାର ଇଚ୍ଛା ହେଲା ସେମାନେ ଶାମ୍ବ କୁ ଏକ ଗର୍ଭବତୀ ନାରୀ ଭଳି କରି ଋଷି ମାନଙ୍କ ଆଗକୁ ଆଣିଲେ ଋଷି ମାନଙ୍କୁ ଏହି ଉପହାଶ ସ୍ଵୀକାର ନଥିଲା ସେମାନେ ଅ-ଭି-ଶା-ପ ଦେଇ କହିଲେ କି ସେ ଏଭହାଳି ଏକ ମୁଷଳ କୁ ଜନ୍ମ ଦେବେ ଜାହା ଦ୍ଵାରା ସର୍ବ ଜାଦୁ ବଂଶ ର ସର୍ବନାଶ ହୋଇଯିବ ।

ଏହା ପରେ ରାଜ କୁମାର ଏହାକୁ ଉଗ୍ରସେନ ଙ୍କ ଆଦେଶ ଅନୁସାରେ ଗୁ-ଣ୍ଡା କରି ଦେଇଥିଲେ ଓ ଏହାପରେ ଟିକେ ବଞ୍ଚିଥିବା ଲୁହାକୁ ପାଣିରେ ପକେଇ ଦେଇଥିଲେ । ଏହାପରେ ଏହାକୁ ଏକ ମାଛ ଖାଇ ନେଇ ଥିଲା ଯାହା ପେଟରୁ ମିଳିଥିବା ଲୁହ ଆଖାନାଦରେ ସେ ନିଜର ତିର କରିଥିଲା ଓ ସେହି ତୀରରେ ଭଗବାନ ଙ୍କ ଦେ-ହା-ନ୍ତି ହୋଇ ଥିଲା । ଏହା ଆଗରୁ ସର୍ବ ଜାଦୁ ବଂଶ ସେଶ ହୋଇ ଯାଇଥିଲା । କିଛି ଜଣ କୁହନ୍ତି କି ତାଙ୍କର ଦେହ ସତ୍କାର ହୋଇଥିଲା କିନ୍ତୁ ଏହା ନୁହେଁ ତାଙ୍କ ଦେହ ଦିବ୍ୟ ଥିଲା ସେ ନିଜ ଶରୀର ସହ ସ୍ଵର୍ଗ ଧାମକୁ ଯାଇଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *