ଲାଜକୁଳୀ ଲତାର ଔଷଧୀୟ ଗୁଣ ଜାଣି ଉଡିବ ହୋସ, ଡାକ୍ତର ବି ଆଶ୍ଚର୍ଯ୍ୟ! 

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଲାଜକୁଳୀ ଗଛ ଦେଖିଥିବେ ଆଉ ତା ବିଷୟରେ ଜାଣିଥିବେ ମଧ୍ୟ । ଏହା ଏକ ସଂବେଦନଶୀଳ ଗଛ ଅଟେ । ଯାହାକୁ ଛୁଇଁବା ଦ୍ଵାରା ଏକା ଶଙ୍କୁଚିତ ହୋଇଯାଏ । ଏହାର ପତ୍ର ରେ ଆଣ୍ଟି ଭାଇରାଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଛି । ତେଣୁ ଏହାର ବ୍ୟବହାର ବହୁତ ବଡ ବଡ ରୋଗ ଦୂର କରାଇଥାଏ । ଲାଜକଳୀ ଗଛର ଔଷଧୀୟ ଗୁଣ ଅନେକ ରହିଛି ।

ଆୟୁର୍ବେଦିକ ରେ ଏହି ଗହକୁ ଜଡି ବୁଟୀ ଭାବେ ବ୍ୟବହାର କରାଯାଏ । ଆଜି ଆମେ ଆପଣଙ୍କୁ ଲାଜକୁଳୀ ଗଛର କିଛି ଖାସ ଗୁଣ ବିଷୟରେ କହିବାକୁ ଯାଉଛୁ । ଲାଜକୁଳି ଲତାର ପତ୍ର ସବୁଜ ରଙ୍ଗର ଦେଖାଯାଏ । ଏହି ପତ୍ର ତେନ୍ତୁଳୀ ପତ୍ର ପରି ଦେଖାଯାଏ । ମଧୁମେହ ରୋଗ ଦୂର କରିବା ପାଇଁ ଏହି ପତ୍ର ବ୍ୟବହାର କରାଯାଏ । ଏହି ପତ୍ର ଶରୀରରେ ବଢୁଥିବା ଉଚ୍ଚ ରକ୍ତ ଶର୍କରା ର ସ୍ତର କୁ ହ୍ରାସ କରିଥାଏ ।

ଏଥିପାଇଁ ୩୦୦ ଗ୍ରାମ ପାଣି ରେ ୧୦୦ ଗ୍ରାମ ଲାଜକୁଳୀ ପତ୍ର ଭିଯାଇ ସେବନ କରନ୍ତୁ । ଡାଇରିଆ ଓ ଆସ୍ଥାମା ସମସ୍ଯା ପାଇଁ ଏହି ପତ୍ର ର ବ୍ୟବହାର ବହୁତ ଲାଭଦାୟକ ଅଟେ । ଯଦି କାହାର ପାଇଲ୍ସ ସମସ୍ଯା ଥାଏ ସେମାନଙ୍କୁ ଲାଜକୁଳୀ ପତ୍ର ବ୍ୟବହାର କରିବା ଉଚିତ । ଏଥିପାଇଁ ଲାଜକୁଳୀ ପତ୍ର ର ରସ ବାହାର କରି ଦହି ସହ ମିଶାଇ ଖାଇଲେ ଉପସମ ମିଳିଥାଏ । ଏହି ପତ୍ର ରେ କଫ ଦୂର କରିବାରେ କ୍ଷମତା ରହିଥାଏ ।

ତେଣୁ ଆସ୍ଥାମା ରୋଗୀ ଏହି ପତ୍ର ର ବ୍ୟବହାର ବହୁତ ଜରୁରୀ ଅଟେ । ଜଣ୍ଡିସ ରୋଗ ପାଇଁ ଲାଜକୁଳୀ ପତ୍ର ର ବ୍ୟବହାର ରାମବାଣ ଭଳି କାମ କରିଥାଏ । ଜଣ୍ଡିସ ଏମିତି ଏକ ରୋଗ ଅଟେ ଯାହାର ଉପଚାର ଠିକ ସମୟରେ ନ କରାଗଲେ ରୋଗୀର ଜୀବନ ଚାଲି ଯିବାର ସମ୍ଭାବନା ଥାଏ । ଲାଜକୁଳୀ ପତ୍ର ର ରସ କୁ ରୋଗୀ କୁ ପିଇବାକୁ ଦେଲେ ସପ୍ତାହ ମଧ୍ୟରେ ଏହା କାମ ଦେଖାଇ ଥାଏ ।

ଯଦି କାହାର ପରିସ୍ରା ଜନିତ ସମସ୍ଯା ଥାଏ ତେବେ ଲାଜକୁଳୀ ପତ୍ର ର ପାଣି ଓ ଲେପ ଲଗାଇଲେ ଏଥିରୁ ଉପସମ ମିଳିଥାଏ । ତେବେ ବନ୍ଧୁଗଣ ଲାଜକୁଳୀ ପତ୍ର ର ଆମ ଜୀବନରେ ଅନେକ ଭୂମିକା ରହିଛି । ଆପଣ ଏମାନେ ନିଶ୍ଚୟ ଲାଜକୁଳି ପତ୍ର ର ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ଶରୀର ର ଅନେକ ପ୍ରକାରର ରୋଗ ଦୂର ହେବ । ଲାଜକୁଳୀ ପତ୍ର ର ବିଶେଷ ଗୁଣ ରହିଛି ଯାହା ଅନେକ ରୋଗକୁ ଉପଶମ କରାଇ ଥାଏ ।

ଲାଜକୁଳି ଗଛ ଆପଣଙ୍କୁ ବହୁତ ସହଜରେ ରାସ୍ତା କଡ ରୁ ନିଶ୍ଚୟ ମିଳିଯିବ । ଏହାର ବ୍ୟବହାର କରନ୍ତୁ ଦେଖିବେ ମଧୁମେହ ଠାରୁ ଆରମ୍ଭ କରି ପରିସ୍ରା ଜନିତ ଅନେକ ବଡ ବଡ ରୋଗର ଉପଶମ ହୋଇ ପାରିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *