ବୁଦ୍ଧିମାନ୍ ବ୍ୟକ୍ତି ଏହି 4ଟି କଥା ଅନ୍ୟକୁ କୁହନ୍ତୁ ନାହିଁ- Chanakya Niti

ବନ୍ଧୁଗଣ ପ୍ରାଚୀନ ତକ୍ଷଶୀଳା ର ଗୁରୁକୁଳରେ ଅର୍ଥ ଶାସ୍ତ୍ର ର ମହାନ ଆଚାର୍ଯ୍ୟ ଚାଣକ୍ୟ ଦ୍ଵାରା ସଫଳ ଓ ସୁଖୀ ଜୀବନରେ ବଞ୍ଚିବା ପାଇଁ ମହାନ ଶତ୍ରୁ, ଚାଣକ୍ୟ ନୀତିରେ ରଚିତ ଅଛି । ଏହି ଗ୍ରନ୍ଥ ରେ କୁହା ଯାଇଥିବା ନୀତି ମନୁଷ୍ୟର ସଫଳ ଜୀବନ ପାଇଁ ବହୁତ ଉପୋଯୋଗୀ ଅଟେ । ବେଳେବେଳେ ଆମେ ଜଣା ଅଜଣାରେ ଅନ୍ୟକୁ କହିଥାଉ କିଛି ଏମିତି କଥା କାହାକୁ କହିବା ଅନୁଚିତ ଅଟେ ।

ଆଜି ଆମେ ଆପଣ ମାନଙ୍କୁ କହିବୁ ଚାଣକ୍ୟ ନୀତି ରେ କୁହା ଯାଇଥିବା ଯେ ବୁଦ୍ଧିମାନ ବ୍ୟକ୍ତି କେବେ ବି କାହାକୁ ଏହି ୪ ଟି କଥା କହିବା ଉଚିତ ନୁହେଁ । ୧- ଯଦି ଆମେ ଅନ୍ୟ କୁ ଆମର ହଜି ଯାଇଥିବା ସମ୍ପତି କିମ୍ବା ଖରାପ ଆର୍ଥିକ ସ୍ଥିତି ବିଷୟରେ କହିବା ତେବେ ଟଙ୍କା ପଇସା ସାହାଜ୍ଯ କରିବାରେ ପଛ ଘୁଞ୍ଚା ଦେଇପାରେ । କାରଣ ଯାହା ପାଖରେ ଟଙ୍କା ପଇସା ନ ଥାଏ ତାର ସମସ୍ତ ଏ ଫାଇଦା ଉଠାଇଥାନ୍ତି । ସେଥିପାଇଁ ଆମ ଜୀବନର ଏହି କଥା କୁ ସବୁବେଳେ ଗୁପ୍ତ ରଖିବା ହିଁ ବୁଦ୍ଧିମନର ସଂକେତ ହୋଇଥାଏ ।

୨- ଦ୍ଵିତୀୟ କଥା ହେଉଛି ଜୀବନରେ କେବେ ବି ଦୁଖଃ କଥା କାହାକୁ କହିବା ଉଚିତ ନୁହେଁ । କାରଣ ଏମିତି ହୋଇପାରେ ଆମେ ଅମାର ଦୁଖ କଷ୍ଟ ବିଷୟରେ ଅନ୍ୟ କୁ କହିବା ଆଉ ସେ ଆପଣଙ୍କର ଦୁର୍ବଳତାର ଫାଇଦା ଆରମ୍ଭ କରି ଦେବ । ଏ ଦୁନିଆରେ ଅନେକ ଲୋକ ଅଛନ୍ତି ଯିଏ ଅନ୍ୟ ର ଦୁଖ ଦେଖି ମଜାକ ଉଡାଇଥାନ୍ତି । ଏମିତିରେ ଦୁଖୀ ବ୍ଯକ୍ତିର ଦୁଖ ଅଧିକ ବଢିଯାଏ । ତେଉ ନିଜର ଜୀବନର ଦୁଖ କାହାକୁ କୁହନ୍ତୁ ନାହି ।

୩- ତୃତୀୟ କଥା ଚାଣକ୍ୟ କହିଛନ୍ତି ଗୃହିଣୀ ବା ସ୍ତ୍ରୀ ର ଚରିତ୍ର ବିଷୟରେ ଅନ୍ୟ କୁ କହିବା ଉଚିତ ନୁହେଁ । ଚାଲାକ ପୁରୁଷ ମାନେ ସ୍ତ୍ରୀ ସହ ଜଡିତ ହରାପ ବ୍ୟବହାର, ଘରର ଝଗଡା ଇତ୍ୟାଦି କଥା କେବେ ବି କାହା ଆଗରେ କୁହନ୍ତି ନାହି । କାରଣ ଏହି କଥା କହିଲେ ସମାଜରେ ନିଜକୁ ଅପମାନ ହେବାକୁ ପଡେ । ଏହା ସହ ଲୋକ ଏହି ସବୁ କଥାର ଫାଇଦା ମଧ୍ୟ ଉଠାଇଥାନ୍ତି । ତେଣୁ ନିଜ ସ୍ତ୍ରୀ ର ଚରିତ୍ର ବିଷୟରେ କାହାକୁ କୁହନ୍ତି ନାହି ।

୪- ଚତୁର୍ଥ କଥା ଚାଣକ୍ୟ ନୀତି ଅନୁଯାୟୀ କୌଣସି ନୀଚ୍ଚ ବ୍ୟକ୍ତି ଆପଣଙ୍କୁ ଅପମାନିତ କରେ ତେବେ ଅନ୍ୟ କୁ କୁହନ୍ତୁ ନାହି । କାରଣ ସମାଜ କୁ ଆସେ ତେବେ ସମସ୍ତଙ୍କର ଧ୍ୟାନ ନୀଚ୍ଚ ବ୍ୟକ୍ତି ପ୍ରତି ନ ଯାଇ ଆପଣଙ୍କ ଆଡକୁ ଯିବେ । ଏହା ଦ୍ଵାରା ସମାଜରେ ମାନ ସମ୍ମାନ ରେ ଆଞ୍ଚ ଆସିଥାଏ । ତେଣୁ ଚାଣକ୍ୟ ନୀତି ଅନୁଯାୟୀ ଏହି ୪ଟି କଥା କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *