TV ସିରିଏଲ ର ନାମ କୁହ ? Emoji Puzzle

ହାଏ ହାଲୋ ସାଙ୍ଗ ମାନେ କେମିତି ଅଛନ୍ତି । ଆମେ ଆପଣଙ୍କୁ ଆମ ପରିବାରକୁ ସ୍ଵାଗତ ଜଣାଉଛୁ । ଆମେ ଆପଣ ମାନଙ୍କ ପାଇଁ ପୂର୍ବ ରୁ ଅନେକ ସାରା ମଜାଦାର ଢଗ ବା ଜିକେ ର ବିଷୟ ବସ୍ତୁ  ନେଇ ଆସିଥିଲୁ । ଆଜି ବି କିଛି ନୂଆ ଆଉ ଭିନ୍ନ ଧରଣର ବସ୍ତୁ ନେଇ ଆସିଛୁ । ତେବେ ଆଜିର ବିଷୟ ବସ୍ତୁ କିଛି ମଜାଦାର ଆଉ ରୋମାଞ୍ଚକର ରହିଛି । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଟିଭି ସିରିଏଲ ଦେଖୁଥିବେ ।

ଟିଭି ସିରିଏଲ ଗୁଡିକ ଆଜିକାଲି ଦେଖିବାକୁ ଘରେ ଘରେ ଲୋକ ମାନେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଖାସ କରି ହିନ୍ଦୀ ସିରିଏଲ ଗୁଡିକ । ତେବେ ସେହି ହିନ୍ଦୀ ସିରିଏଲ ଗୁଡିକ ମଧ୍ୟରୁ ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବୁ ଆଉ ଆପଣ ଉତ୍ତର ଦେବେ । ଏଥିପାଇଁ ଆମେ ସିରିଏଲ ର କିଛି ଇମୋଜି ବା ଚିତ୍ର ଦେଖାଇବୁ ।

ତା ପରେ ଆପଣଙ୍କୁ ସେହି ଇମୋଜି ଦେଖି କହିବାକୁ ହେବ ଟିଭି ସିରିଏଲ ର ନାଁ କଣ ? ତେବେ କଣ ଆପଣ ରେଡି ଅଛନ୍ତି । ଆସନ୍ତୁ ଆରମ୍ଭ କରିବା ଆଜିର ବିଷୟର ବସ୍ତୁ । ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ବିଷୟ ବସ୍ତୁ ଟି ନିଶୟ ପସନ୍ଦ ଆସିବ ଆଉ ମଜା ବି ଲାଗିବ । ଜାଣନ୍ତୁ କିଛି ଟିଭି ସିରିଏଲ ର ନାଁ ଓ ତାର ଉତ୍ତର ।

୧- ପ୍ରଥମ ଇମୋଜି ରେ ରହିଛି ଲେଟର C ଓ ଆଖି ର ଚିତ୍ର ଓ D ଲେଟର ର ଚିତ୍ର । ତେବେ କୁହନ୍ତୁ ଏହା କେଉଁ ସିରିଏଲର ନାମ ଅଟେ ?

ଉତ୍ତର- CID ।

୨- ଦ୍ଵିତୀୟ ଇମୋଜି ରେ ରହିଛି ନିମ ର ଚିତ୍ର, ଚାବି ର ଚିତ୍ର, ମୁହଁ ର ଚିତ୍ର ଓ ୟା ଲେଖା ଅଛି । ତେବେ କୁହନ୍ତୁ ଏହା କେଉଁ ଟିଭି ସିରିଏଲ ର ନାମ ଅଟେ ?

ଉତ୍ତର- ନିମକି ମୁଖିଆ ।

୩- ତୃତୀୟ ଇମୋଜି ରେ ରହିଛି ପକ୍ଷୀ ଟି ଉଡିବାର ଚିତ୍ର ରହିଛି । ତେବେ କୁହନ୍ତୁ ଏହା କେଉଁ ଟିଭି ସିରିଏଲ ର ନାମ ଅଟେ ?

ଉତ୍ତର- ଉଡାନ ।

୪- ଚତୁର୍ଥ ଇମୋଜି ରେ ରହିଛି ଡ୍ୟାନ୍ସ ର ଚିତ୍ର ଓ ପ୍ଲସ ର ଚିତ୍ର ରହିଛି । ତେବେ କୁହନ୍ତୁ ଏହା କେଉଁ ସିରିଏଲର ନାମ ଅଟେ ?

ଉତ୍ତର- ଡ୍ୟାନ୍ସ + ।

୫- ପଞ୍ଚମ ଇମୋଜି ରେ ରହିଛି ନାଲି ରଙ୍ଗର ଚିତ୍ର ଓ ଲଭ ବା ହାର୍ଟ ର ଚିତ୍ର । ତେବେ କୁହନ୍ତୁ ଏହା କେଉଁ ସିରିଏଲର ନାମ ଅଟେ ?

ଉତ୍ତର- ଲାଲ ଇସ୍କ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *