ଜାଣନ୍ତୁ D ନାମର ବ୍ୟକ୍ତିଙ୍କ ସ୍ଵଭାବ, ଆପଣଙ୍କ ପାଖରେ ଥିଲେ D ନାମର ଲୋକ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆମେ ଜଣେ ନୂତନ ବ୍ୟକ୍ତିଙ୍କ ସହ ମିଶିବା ପୂର୍ବରୁ ଆମ ମନରେ ଡର ଆସିଥାଏ ତାଙ୍କ ସ୍ଵଭାବକୁ ନେଇ । କାରଣ ଆମକୁ ସେହି ମଣିଷ ବିଷୟରେ କିଛି ଜଣା ନଥାଏ । ତେଣୁ ଆମକୁ ତାଙ୍କ ସହ ସୁରକ୍ଷିତ ଅନୁଭବ ହୁଏ ନାହିଁ । ତେବେ ଆଜି ଆସନ୍ତୁ ଜାଣିବେ ଇଂରାଜୀ ଅକ୍ଷର D ନାମର ପୁଅ ଏବଂ ଝିଅ କିଭଳି ହୋଇଥାନ୍ତି । ଯାହାଦ୍ୱାରା ଆପଣଙ୍କୁ ଆଉ କୌଣସି ଚିନ୍ତା କରିବା ଆବଶ୍ୟକ ପଡିବ ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ D ଅକ୍ଷର ନାମ ଥିବା ଲୋକଙ୍କ ବିଷୟରେ ।

D ଅକ୍ଷର: ଏହି ନାମର ବ୍ୟକ୍ତି ବହୁତ ହିଁ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ବ ବହୁତ ଆକର୍ଷିତ କରିଥାଏ ଅନ୍ୟମାନଙ୍କୁ । ରୂପ ସୁନ୍ଦର ହେବା ସହ ହୃଦୟରୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ଜୀବନରେ ବହୁତ ପରିଶ୍ରମ କରିଥାନ୍ତି । ନିଜ କାମକୁ ବିଶ୍ବାସର ସହ ପୁରା କରନ୍ତି । ସଫଳତା ପାଇବା ପର୍ଯ୍ୟନ୍ତ ନିଜର ପ୍ରୟାସ ଜାରି ରଖନ୍ତି ।

ଏମାନେ ବହୁତ କଥା ହେବାକୁ ଭଲ ପାଇଥାନ୍ତି । ନିଜ କଥା ଦ୍ଵାରା ଏମାନେ ସମସ୍ତଙ୍କୁ ମନେଇଦେଇଥାନ୍ତି । ଏମାନେ ବହୁତ ଶୀଘ୍ର ରାଗିଯାଇଥାନ୍ତି । ରାଗିବା ପରେ ଏମାନେ କାହାର ବି କଥା ଶୁଣନ୍ତି ନାହିଁ । ଆଉ ଯେତେବେଳେ ଏମାନଙ୍କ ରାଗ ଶାନ୍ତ ହୋଇଯାଏ ସେତେବେଳେ ବହୁତ ପସ୍ତେଇଥାନ୍ତି । ଏମାନେ ନିଜ କଥାକୁ ଗୁପ୍ତ ରଖିବା ପାଇଁ ପସନ୍ଦ କରନ୍ତି ।

ଏମାନେ ସେତେବେଳ ପର୍ଯ୍ୟନ୍ତ ନିଜ କଥାକୁ ଲୁଚାଇଥାନ୍ତି ଯେବେ ଯାଏଁ ଏହି କଥାର କୌଣସି ଆବଶ୍ୟକତା ପଡିନଥାଏ । ବହୁତ ବୁଦ୍ଧିମାନ ହୋଇଥାନ୍ତି ରହି ନାମର ଲୋକ । ଯେକୌଣସି ପରିସ୍ଥିତିକୁ ଏମାନେ ସହଜରେ ସମାଧାନ କରିଦେଇଥାନ୍ତି । ଏହି କାରଣ ହେତୁ ଏମାନେ ଜୀବନରେ ବହୁତ କିଛି ହାସଲ କରିପାରନ୍ତି । ଏମାନେ ସବୁବେଳେ ନିଜ ମନ ହିସାବରେ ହିଁ କାର୍ଯ୍ୟ କରନ୍ତି ।

ସମସ୍ତଙ୍କୁ ସାହାର୍ଯ୍ୟର ହାତ ବଢାଇଥାନ୍ତି । ଏହି ନାମର ଲୋକ ବୁଦ୍ଧିମାନ ହୋଇଥାନ୍ତି । ପାଠ ପଢାରେ ମଧ୍ୟ ଭଲ ହୋଇଥାନ୍ତି । ଅନ୍ୟ ମାନଙ୍କ ପାଇଁ ଭଲ ମାର୍ଗ ଦର୍ଶକ ହୋଇଥାନ୍ତି । ନିଜ କଥା କହିବ ଶୈଳୀ ଦ୍ଵାରା ସମସ୍ତଙ୍କ ଦୃଦୟକୁ ଜିତି ନିଅନ୍ତି । ଏମାନେ ଯେତିକି ଭଲ ପାଇବା ଆଶା କରନ୍ତି ତାଠାରୁ ବେଶି ଏମାନଙ୍କୁ ମିଳିଥାଏ ।

ଏହି ନାମର ଲୋକ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ପାଇବା ପାଇଁ ଏମାନଙ୍କୁ ବହୁତ ହିଁ କଷ୍ଟ କରିବାକୁ ପଡିଥାଏ । ହୃଦୟର ସହ ସମସ୍ତ ସମ୍ପର୍କକୁ ନିଭେଇଥାନ୍ତି । ଦରକାର ଠାରୁ ଅଧିକ ଭଲ ପାଇବା ଦେଇଥାନ୍ତି ନିଜ ସାଥୀଙ୍କୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *