ମରିଗଲେବି ଲୁଗାସଫା ସମୟରେ ଏପରି କରନ୍ତୁ ନାହିଁ | ସର୍ବନାଶ ହେବ- Ajira Anuchinta

ଜୀବନରେ ଏମିତି କିଛି କାମ ରହିଛି ଜହର ଭଲ ବା ଖରାପ ପ୍ରଭାବ ମଣିଷ ଜୀବନରେ ପଡିଥାଏ । ବସ୍ତୁ ଶାସ୍ତ୍ରରେ ମଣିଷ ଜୀବନରେ ଯେଉଁ ସବୁ ଘଟଣା ଘଟିଥାଏ ତାହାର କାରଣ ଓ ନିରାକରଣ ବିଷୟରେ ଲେଖା ହୋଇଥାଏ । ଏହା ସହ ଘରେ ରହୁଥିବା ବସ୍ତୁ ବା ଘର ସ୍ଥିତି ବା ଘର ମଧ୍ୟରେ କରୁଥିବା ପ୍ରତେକ କାର୍ଯ୍ୟର ପ୍ରଭାବ ମଣିଷ ଉପରେ ପଡିଥାଏ ତାହା ମଧ୍ୟ ଶାସ୍ତ୍ର ରେ ଲେଖା ଯାଇଛି । ଏହା ସହ କପଡା ଠାରୁ ଆରମ୍ଭ କରି କପଡା ସଫା ବା ସୁଖିବା ଯାଏଁ ତାହାର ଅନେକ ପ୍ରଭାବ ମଣିଷ ଜୀବନକୁ ନଷ୍ଟ କରିପାରେ । ଆଜି ଆମେ ଆପଣ ମାନଙ୍କୁ କପଡା ଧୋଇବା ବେଳେ କଣ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ଆମେ ପ୍ରତିଦିନ ଯେଉଁ କପଡା ଧାରଣ ଅକରିଥାଉ ତାହା ପ୍ରତି ଦିନ ସଫା କରିଥାଉ । କିଛି ମହିଳା ଏମାନେ ରାତ୍ରି ବା ସନ୍ଧ୍ୟା ସ୍ମାୟରେ କପଡା ସଫା କରିଥାନ୍ତି । କାରଣ ବ୍ୟସ୍ତ ବହୁଳ ଜୀବନରେ ଦିନରେ ଏତେ ସମୟ ମିଳି ନ ଥାଏ । କିନ୍ତୁ ସନ୍ଧ୍ୟା ବା ରାତ୍ରି ସମୟରେ ଖରାପ ଶକ୍ତିର ପ୍ରଭାବ ଅଧିକ ରହିଥାଏ । ଏହି ସମୟରେ ଭୁଲରେ ବି କପଡା ସଫା କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ଉନ୍ନତିର ହାନି ହେବ ସହ ପ୍ରତେକ କାର୍ଯ୍ୟ ରେ ସଫଳତା ମିଳେ ନାହି । ବାସ୍ତୁ ଶାସ୍ତ୍ର ଅନୁସାରେ କପଡା ଘର ଛାତ ଉପରେ ସୁଖାଇବା ଅନୁଚିତ ଅଟେ । ଏହା ଦ୍ଵାରା ଆୟ ରେ କମି ଆସିଥାଏ ।

ତେଣୁ ଭୁଲରେ ବି ଘରର ଛାତ ଉପରେ କପଡା ସଫା କରି ସୁଖାନ୍ତୁ ନାହି । ଘରର ଅଗଣା ବା ଘର ଭିତରେ କପଡା ସୁଖାଇବା ଉଚିତ । ଏହା ସହ ଗୁରୁବାର ଦିନ କପଡା ସଫା କରିବା ବର୍ଜ୍ୟନିୟ ବୋଲି ଶାସ୍ତ୍ର ରେ ଉଲେଖ ରହିଛି । କାରଣ ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କର ଦିନ । ଏହି ଦିନ ଘରେ କପଡା ସଫା କରିଲେ ମା ଲକ୍ଷ୍ମୀଙ୍କର ବାସ ରହି ନ ଥାଏ । ଆଧୁନିକ ଯୁଗରେ ବା ଷ୍ଟାଇଲିସ ବସ୍ତ୍ର ଚାଲିଥିବା ବେଳେ ଏହିଆ ଭଳି ଚିରାଫଟା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ଏହା ଦ୍ଵାରା ବାସ୍ତୁ ଦୋଷ ହେବା ସହ ଧନ ହାନି ହୋଇଥାଏ ।

କେବେ ବି କପଡା ଗୁଡିକୁ ନ ସଜାଡି ରଖିବା ଉଚିତ । ପ୍ରତେକ ଦିନ କପଡା ସଫା କରି ସୁଖାଇବା ପରେ ଭଲ ଭାବେ ଭାଙ୍ଗି ଏହକାଉ ସଜାଇ ରଖିବା ଉଚିତ । ପିନ୍ଧୁଥିବା ବସ୍ତ୍ରକୁ ଟାଙ୍ଗିକି ରଖିବା ଉଚିତ ନୁହେଁ । ଘର ମହିଳା ମାନେ ଏହି କଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ଦୂର ହେବା ସହ ଧନର ମଧ୍ୟ ବୃଦ୍ଧି ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *