5 ମିନିଟ ହାତରେ ରଖନ୍ତୁ ଲୁଣ ଏବଂ ତା ପରେ ଦେଖନ୍ତୁ ଚମତ୍କାର…. ଲୁଣର ଏହି ଉପାୟ ଯାହା ତୁରନ୍ତ ଦେଖାଇବ ଅସର

ଆପଣ ଜାଣି ଥିବେ କି ଲୁଣ ଦ୍ଵାରା ଆମେ କିଛି ଭଲ ପରିଣାମ ପାଉ ଥିବାର ଅନେକ ଥର ଶୁଣିଛେ । ଆମେ ଜାଣିଛେ କି ଏହାକୁ ଯଦି ପାଣି ରେ ପକାଇକି ଆମେ ଏକ ଜାଗା ସଫା କରିବୁ ତାହେଲେ ଆମ ଘରେ ଥିବା ନକାରାତ୍ମକ ଶ-କ୍ତି ଚାଲିଯିବ ସବୁ ଦିନ ପାଇଁ । ଆପଣ ଏହା ମଧ୍ୟ ଜାଣି ଥିବେ ତ ଏହା ସହ ଆଉ ଏକ ଉପାୟ ମଧ୍ୟ ଅଛି ଯଦି ଆପଣଙ୍କ ଘରେ ସବୁ ବେଳେ କିଛି ଖ-ରା-ପ ହେଉଛି ଏହାକୁ ଏକ ମୁଠା ଧରି ଘରର ଶାତ ଥର ପରିକ୍ରମା କରିବା ଦ୍ଵାରା ମଧ୍ୟ ଏହା ସମାପ୍ତ ହୋଇ ଯାଇ ଥାଏ ।

ତେବେ ଆଜି ଆମେ କହିବା ପାଇଁ ଯାଉଛୁ କି କଣ କରିବା ଦ୍ଵାରା ଆମ ଶରୀର ରେ ଥିବା କିଛି ଖ-ରା-ପ ଜିନିଷ ମଧ୍ୟ ଆମେ କା-ଢି ଦେଇ ପାରିବା । ଆପଣ ଜାଣିବା ଅନୁସାରେ ଏକ ମୁଠା ଲୁଣ ନେଇ ଆପଣ ଏହାକୁ ଧରି କିଛି ସମୟ ପାଇଁ ନିଜ ଇଷ୍ଟ ଦେବଙ୍କୁ ଧ୍ୟାନ କରିବେ ଓ ଏହା ପରେ ଆପଣ ଏହାକୁ ଏକ ନାଳ କିମ୍ବା ବାଥ୍ରୁମ ରେ ପକାଇ ଦେବେ । ଆପଣ ଜାଣି ରଖନ୍ତୁ କି ଏହାକୁ ଆପଣ କେବଳ ଷୋମବାର, ବୁଧବାର, ଶୁକ୍ରବାର ଦିନ ଆରମ୍ଭ କରିବେ । ଏହା କୁ ଲଗାତାର ତିନି ଦିନ ଯାଏ କରିବାକୁ ପଡି ପାରେ । ଆପଣ ଜାଣି ରଖନ୍ତୁ କି ଆପଣ ଯଦି ଆପଣ ଏହାକୁ ସୋମବାର ଦିନ ଆରମ୍ଭ କରିବେ ତେବେ ଆପଣ ଏହାକୁ ଆପଣ ଷୋମବାର, ମଙ୍ଗଳବାର, ବୁଧବାର ଯାଏ କରିବେ । ଏହା ପରେ ଆପଣ ଯଦି ଏହାକୁ ବୁଧବାର ଦିନ ଆରମ୍ଭ କରୁଛନ୍ତି ତେବେ ଆପଣ ବୁଧବାର, ଗୁରୁବାର, ଶୁକ୍ରବାର ଯାଏ କରିବେ ।

ଶୁକ୍ରବାର ଦିନ ଏହାକୁ ଆରମ୍ଭ କରିଥିଲେ ଆପଣ ଶୁକ୍ରବାର, ଶନିବାର, ରବିବାର ଯାଏ କରିବେ । ଏହି ଭଳି କରିବା ପରେ ଦେଖିବେ ଆପଣଙ୍କ ଶରୀର ରେ ଥିବା ସବୁ ନକାରାତ୍ମକ ଶ-କ୍ତି ଆପଣଙ୍କ ଦେହରୁ ବାହାରିକି ସବୁ ତକ ସେହି ଲୁଣ କୁ ଚାଲି ଆସିବ । ଆପଣ ପ୍ରତେକ ମାସରେ ଏହାକୁ ଥରେ ମାତ୍ର ନିଶ୍ଚିତ ଭାବେ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଆପଣ ଯଦି ରାତିରେ ଶୋଇବା ସମୟରେ କିଛି ଖ-ରା-ପ ଜିନିଷ ଦେଖୁଛନ୍ତି କିମ୍ବା ରାତିରେ ଆପଣ ଶୋଇବା ବେଳେ ଖ-ରା-ପ ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣ କିଛି ଲୁଣ ନେଇ କାଗଜ ରେ କିମ୍ବା ଏକ କନାରେ କିଛି ଲୁଣ ରଖିବେ ଓ ଏହାକୁ ନିଜ ମୁଣ୍ଡ ଉପରେ ଏହାକୁ ଥୋଇ ଦେବେ ସକାଳେ ଏହାକୁ ନେଇ ପାଣିରେ ପକାଇ ଦିଅନ୍ତୁ ।

ଯଦି ଆପଣଙ୍କ ଘରେ ଆପଣ କମଉଥିବା ପଇସା ରହୁ ନଥିବ ତେବେ ଆପଣ ଦୁଇଟି ଲବଙ୍ଗ ଓ ଏକ ଟଙ୍କିଆ କଏନ ଓ କିଛି ସେ-ନ୍ଧା ଲୁଣ ନେଇକି ଏହାକୁ ନାଲି କନାରେ ବାନ୍ଧିକି ଏହାକୁ ସେହି ଜାଗାରେ ରଖନ୍ତୁ ଯେଉଁ ଜାଗାରେ ଆପଣ ନିଜ ପଇସା ରଖୁଛନ୍ତି । ଏବେ ଆପଣ ଦେଖିବେ କି ୩ ମାସ ପରେ ଏହାକୁ ଆପଣ ବଦଳାଇବେ ନିଶ୍ଚିତ ଭାବେ । ଯଦି ଆପଣଙ୍କ ଘରେ ସବୁ ବେଳେ ଝଗଡା ହେଉଛି ଓ ଆପଣ ଏହା ପାଇଁ ଚିନ୍ତାରେ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ କିଛି ସାମୁଦ୍ରିକ ଲୁଣ ନେଇ ଏହାକୁ ସେହି ଜାଗାରେ ରଖୀ ଦିଅନ୍ତୁ ଯେଉଁ ଜାଗାରେ ଆପଣଙ୍କ ଶୋଉଛନ୍ତି । ଦେଖିବେ ଆଉ ଝଗଡା ହେବନି ।

Leave a Reply

Your email address will not be published. Required fields are marked *