ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି 5ଟି ନାମର ଲୋକ, ସବୁବେଳେ କରନ୍ତି ଏମାନଙ୍କ ରକ୍ଷା

ନମସ୍କାର ବନ୍ଧୁଗଣ, ସଂସାରକୁ ଯିଏ ସୃଷ୍ଟି କରିଛନ୍ତି ତାଙ୍କ ସ୍ୱରୂପ ଏକ ସାଧାରଣ ମଣିଷ ହେବା ବହୁତ ସୌଭାଗ୍ୟର କଥା ହୋଇଥାଏ । କିନ୍ତୁ ଏହା ସତ୍ୟ କି କିଛି ଲୋକଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ । ଯାହା ଫଳରେ ସେମାନେ ଦେବଂଶ ଭାବରେ ବିବେଚିତ ହୋଇଥାନ୍ତି । ତାଙ୍କ ଧାର୍ମିକ, ସତ୍ୟ, ନିଷ୍ପାପ ସ୍ଵାଭାବ ହିଁ ତାଙ୍କୁ ଏହି ପରିଚୟ ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ୬ଟି ନାମର ଲୋକଙ୍କ ସମ୍ପର୍କରେ ଯେଉଁମାନେ ମହାଦେବଙ୍କ ଅଂଶ ହୋଇଥାନ୍ତି ।

A: ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଲୋକଙ୍କ ଉପରେ ମହାଦେବଙ୍କ କୃପା ସର୍ବଦା ରହିଥାଏ । ଭଗବାନ ଭୋଳାନାଥ ଏମାନଙ୍କୁ ସମତା ଖରାପ ଶକ୍ତି ଠାରୁ ବଞ୍ଚାଇ ରଖିଥାନ୍ତି । ତେଣୁ ଏମାନଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟାରୁ ଭଗବାନ ରକ୍ଷା କରିଥାନ୍ତି ।R: ଏହି ନାମର ଲୋକଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରିଦେଇଥାନ୍ତି । ଏମାନଙ୍କ ସହ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଜୀବନରେ ବହୁତ ଶୀଘ୍ର ଖରାପ ସମୟ ଆସିବାକୁ ଯାଉଛି ବୋଲି ଜାଣିଯିବେ ।

D: ଏହି ନାମର ଲୋକ ମହାଦେବଙ୍କ ପ୍ରିୟ ଅଟନ୍ତି । ଏମାନେ ସବୁବେଳେ ମହାଦେବଙ୍କ ଧ୍ୟାନରେ ଲୀନ ରହିଥାନ୍ତି । ତେଣୁ ମହାଦେବ ସର୍ବଦା ଏମାନଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିଥାନ୍ତି । ଏମାନଙ୍କ ଉପରେ ଆସିବାକୁ ଯାଉଥିବା ସମସ୍ତ ସମସ୍ୟାକୁ ଏଡାଇ ଦେଇଥାନ୍ତି ମହାଦେବ ।

P: ଏମାନେ ସବୁବେଳେ ନିଜକୁ ମହାଦେବଙ୍କ ଭକ୍ତିରେ ଲୀନ ରଖିଥାନ୍ତି । ଏମାନେ ସ୍ଵଚ୍ଛ ଓ ନିର୍ମଳ ହୃଦୟର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ମନ ଭିତରେ କୌଣସି କୁଟ ନୀତି ନଥାଏ । ଏମାନଙ୍କ ଏହି ସ୍ଵାଭାବ ହିଁ ମହାଦେବଙ୍କୁ ପ୍ରଭାବିତ କରିଥାଏ । ଏବଂ ସମସ୍ତ ଅସୁବିଧାରୁ ମୁକୁଳିବା ପାଇଁ ରାସ୍ତା ଦେଖାଇଥାନ୍ତି ।

V: ଏହି ନାମର ଲୋକ ମହାଦେବଙ୍କ କୃପାରୁ ସବୁବେଳେ ସୁଖ ଶାନ୍ତିରେ ଜୀବନ କଟାଇଥାନ୍ତି । ଏମାନଙ୍କ ସହ ଶତ୍ରୁତା ରଖୁଥିବା ଲୋକଙ୍କୁ ମହାଦେବ ଦଣ୍ଡ ଦେଇଥାନ୍ତି । ମହାଦେବ ଏମାନଙ୍କ ପାଇଁ ସର୍ବଦା ଢାଳ ସଦୃଶ ରକ୍ଷା କରିଥାନ୍ତି । S: ଏମାନଙ୍କ ଉପରେ ମହାଦେବଙ୍କ ପ୍ରସନ୍ନତା ରହିଥାଏ । ଯାହା ଫଳରେ ଏମାନେ ନିଜ ଜୀବନରେ କୌଣସି କାମରେ କେବେ ହାର ମାନିନଥାନ୍ତି । ସମସ୍ତ କାର୍ଯ୍ୟକୁ ଦୃଢ ବିଶ୍ଵାସର ପୁରା କରିଥାନ୍ତି ।

ଏମାନେ ହୃଦୟରୁ ଭଲ ହୋଇଥିବା ହେତୁ ମହାଦେବଙ୍କ ଆଶୀର୍ବାଦ ଏମାନଙ୍କ ଉପରେ ରହିଥାଏ । ଏହି ନାମର ଲୋକମାନେ ମହାଦେବଙ୍କ ଅଂଶ ହୋଇଥାନ୍ତି । ତେଣୁ ଏମାନେ କେବେ କୌଣସି ଅସୁବିଧାର ସମ୍ମଖୀନ ହୋଇନଥାନ୍ତି । ଜୀବନକୁ ରାଜା ଭଳି ଉପଭୋଗ କରିଥାନ୍ତି । ସଂସାରର ସର୍ବେ ସର୍ବାଙ୍କ ଅଂଶ ହୋଇଥିବା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *