ନମସ୍କାର ବନ୍ଧୁଗଣ, ଆପଣଙ୍କ ସହ ଏହା କେବେ ନା କେବେ ହେଇଥିବ କି ରୂପ ଅପେକ୍ଷା ଲୋକ ବେଳେ ବେଳେ ଆପଣଙ୍କ ନାମର ଖୁବ ପ୍ରଶଂସା କରନ୍ତି । ଏବଂ ଆପଣଙ୍କ ନାମ ସୂନୀ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ସେହି ଭଗବାନ ମଧ୍ୟ କିଛି ନାମର ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ନିଜର କୃପା ଦ୍ରୁଷ୍ଟି ରଖନ୍ତି ତାଙ୍କ ଉପରେ । ତେବେ ଆଜି ଆମେ ଜଣାଇବୁ ଆପଣଙ୍କୁ ସେହି ନାମ ଗୁଡିକ ଯାହା ଉପରେ ମହାଦେବ ପ୍ରସନ୍ନ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
ପ୍ରଥମେ ହେଉଛି, ଅ ଅକ୍ଷରର ନାମ: ଏହି ନାମର ବ୍ୟକ୍ତିଙ୍କ ଉପରେ ମହାଦେବ ବହୁତ ଖୁସି ଥାନ୍ତି । ଏବଂ ଏମାନଙ୍କୁ ସମସ୍ତ ଖରାପ ଶକ୍ତି ଠାରୁ ଦୂରେଇ ରଖନ୍ତି । ତେଣୁ ଯଦି ଏମାନଙ୍କ ଜୀବନରେ କୌଣସି ସମସ୍ୟା ଆସେ ତେବେ ମହାଦେବ ସେମାନଙ୍କୁ ସେହି ସବୁ ସମସ୍ୟାରୁ ମୁକ୍ତ କରନ୍ତି । ଦିତୀୟରେ ହେଉଛି, ର ଅକ୍ଷର: ଯେଉଁ ଲୋକମାନଙ୍କର ନାମ ର ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମହାଦେବଙ୍କ ଅଶେଷ କୃପା ରହିଥାଏ ।
ଯଦି ଏହି ଲୋକମାନଙ୍କ ସହ କୌଣଶୁ ବ୍ୟକ୍ତି ଖରାପ କରିଥାଏ ତେବେ ତାହାର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଏ । ତୃତୀୟରେ ହେଉଛି, ଦ ଅକ୍ଷର: ଏହି ନାମର ବ୍ୟକ୍ତି ମହାଦେବଙ୍କର ବହୁତ ନିକଟତର ଲୋକ ଅଟନ୍ତି । ଏହି ଲୋକମାନେ ମହାଦେବଙ୍କର ସମ୍ପୂର୍ଣ ଭାବେ ଆରାଧନା କରନ୍ତି । ମହାଦେବ ଏହି ଲୋକଙ୍କ ଉପରେ କୌଣସି ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ।
ଚତୁର୍ଥରେ ହେଉଛି, ପ ଅକ୍ଷର: ଏହି ପ ଅକ୍ଷର ବ୍ୟକ୍ତିଙ୍କ ଉପରେ ମହାଦେବ ବହୁତ ଖୁସି ଅଟନ୍ତି । ଏମାନେ କେବେ ବି ମହାଦେବଙ୍କ ଠାରୁ ଦୂରେଇ ରହିବା ପସନ୍ଦ କରନ୍ତି ନାହିଁ । ଏହି ଲୋକମାନଙ୍କର ହୃଦୟ ବହୁତ ସାଫା ଅଟେ । ଏବଂ କୌଣସି ପ୍ରକାରର ଛଳ କପଟ ଏମାନଙ୍କ ଭିତରେ ନଥାଏ । ତେଣୁ ଏହି କାରଣରୁ ଏମାନଙ୍କୁ ମହାଦେବ ସବୁ ଅସୁବିଧାରୁ ଦୂରେଇବାର ମାର୍ଗ ଦେଖାଇଥାନ୍ତି ।
ପଞ୍ଚମରେ ହେଉଛି, ଭ ଅକ୍ଷର: ଏହି ଲୋକଙ୍କୁ ଭଗବାନ ସବୁବେଳେ ଖୁସିରେ ରଖିବା ପାଇଁ ଚାହିଁଥାନ୍ତି । ଯଦି ଏହି ଲୋକଙ୍କ ସହ କେହି କେବେ ଶତ୍ରୁତା କରିବା ପାଇଁ ଚେଷ୍ଟା କରନ୍ତି ତେବେ ସେହି ବ୍ୟକ୍ତିଙ୍କୁ ମହାଦେବଙ୍କର ସାମ୍ନା କରିବାକୁ ପଡିଥାଏ । ଏହି ଲୋକ ମହାଦେବଙ୍କର ଅଧିକ ପାଖରେ ରହିଥାନ୍ତି ।
ଷଷ୍ଠରେ ହେଉଛି, ସ ଅକ୍ଷର: ଏମାନଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ଏମାନେ ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି । ଏମାନଙ୍କୁ କେବେ ମଧ୍ୟ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।