ଚାଣକ୍ୟ ନୀତି ହେଉଛି ମହାନ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ ତାଙ୍କର ମହାନ ଗ୍ରନ୍ଥ । ଯାହା ମାଧ୍ୟମରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଆବଶ୍ୟକ କଥା କୁହା ଯାଉଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ହେଉଛି ମାନବ ସମାଜକୁ ବ୍ୟବହାରିକ ଶିକ୍ଷା ଓ ସଂସ୍କାର ଦେବା । ଏହାର ମୂଳ ମନ୍ତ୍ର ହେଉଛି ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ତାଙ୍କର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଅନୁଯାୟୀ ମହିଳା ମାନଙ୍କ ମନରେ ୬ଟି ରାଶିର ପୁରୁଷ ମାନେ ରାଜ କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
ମିଥୁନ ରାଶି : ଏହି ରାଶିର ପୁରୁଷ ମାନେ ଭଲ ପାଇବାକୁ ଜୀବନକୁ ନେଇ ବହୁତ ଭଲ ଭାଗ୍ଯର ହୋଇଥାନ୍ତି । ଏମାନଙ୍କୁ ପ୍ରେମ କରୁଥିବା ନାରୀ ନିଜେ ହିଁ ପାଖକୁ ଆସିଥାନ୍ତି । ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡେ ନାହି । ଏମାନଙ୍କର ଗୁଣ ଓ ବ୍ୟକ୍ତିତ୍ବ ଏମିତି ହୋଇଥାଏ ଯାହା ଦ୍ଵାରା ନାରୀ ମାନେ ଆକର୍ଷିତ ହୋଇଥାନ୍ତି । ମହିଳା ମାନେ ଏମାନଙ୍କର ରୋମାଣ୍ଟିକ କଥାରେ ବହୁତ ଜଲ୍ଦି ପ୍ରଭାବିତ ହୋଇଥାନ୍ତି ।
ସିଂହ ରାଶି : ଏହି ରାଶିର ପୁରୁଷ ମାନଙ୍କର ହୃଦୟ ବହୁତ ବଡ ଓ କୋମଳ ହୋଇଥାଏ । ଏମିତି ରାଶିର ପୁରୁଷ ନିଜ ସହ ସବୁ ଜଡିତ ବସ୍ତୁ ବା ନାରୀ ମାନଙ୍କର ବିଶେଷ ଭାବରେ ଧ୍ୟାନ ରଖିଥାନ୍ତି । ଝିଅ ମାନଙ୍କୁ ପୁଅ ମାନଙ୍କର ଏହି ଗୁଣ ପସନ୍ଦ ଆସି ଯାଇଥାଏ । ଏହି ରାଶିର ପୁଅ ମାନେ ନାରୀ ମାନଙ୍କ ଉପରେ ନିଜର ଯାଦୁ ଦେଖାଇଥାନ୍ତି । ଏମାନଙ୍କର କଥା ହେବାର ସ୍ଵଭାବ ଓ ଦୟାଳୁ ଗୁଣ ଝିଅ ମାନଙ୍କୁ ଇମ୍ପରେସ କରିଥାଏ ।
ତୁଳା ରାଶି : ଏହି ରାଶିର ପୁରୁଷ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ଆକର୍ଷକର ପ୍ରତ୍ୟିକ ଝିଅ ମାନଙ୍କୁ ଖୁବ ପସନ୍ଦ ଆସିଥାଏ । ଏମାନଙ୍କ ଜୀବନରେ ଭଲ ପାଇବା ବହୁତ ମହତ୍ଵ ପୂର୍ଣ୍ଣ ହୋଇଥାଏ । ଏହି ଗୁଣ ସେମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ ରଖିଥାଏ । ନାରୀ ମାନେ ଆଖି ବନ୍ଦ କରି ଏମାନଙ୍କ ଉପରେ ଭରସା କରିଥାନ୍ତି । କାରଣ ଏମାନେ କାହାକୁ ଧୋକା ଦିଅନ୍ତି ନାହି ।
ମକର ରାଶି : କୁହାଯାଏ କି ଏମାନଙ୍କର ଅଧିକରୁ ଅଧିକ ଆକ୍ଟ୍ରାଟିଭ ବ୍ୟକ୍ତିତ୍ବ ଝିଅ ମାନଙ୍କୁ ନିଜ ଆଡକୁ ଟାଣି ନାଇଥାଏ । ଏମାନେ କଥାବାର୍ତ୍ତାରେ ପଟେଇବା ପାଇଁ ମାହିର ହୋଇଥାନ୍ତି । ଏହି କଳା ଝିଅଙ୍କୁ ବେସ ପ୍ରଭାବିତ କରିଥାନ୍ତି । ଏମାନେ ବହୁତ ଖୁସିରେ ରହିଥାନ୍ତି ଓ ପରିବେଶକୁ ଖୁସିରେ ରଖିଥାନ୍ତି ।
ବୃଷ ରାଶି : ଏହି ରାଶିର ପୁରୁଷଙ୍କର ସେନ୍ସ ଅଫ ହ୍ୟୁମନ ଅଧିକ ମାତ୍ରାରେ ରହିଥାଏ । ଏହି ଗୁଣ ପାଇଁ ସବୁ ସ୍ଥିତିକୁ ସାମନା କରିବା ସହ ଯେଉଁଠି ପ୍ରେମର କଥା ଆସିଥାଏ ସେମାନେ ନିଷ୍ଠାର ସହ ସମ୍ପର୍କ ନିଭାଇଥାନ୍ତି । ଯେ କୌଣସି ସ୍ଥିତିରେ ବିବାହ କଥା ଦେବାକୁ ପ୍ରସ୍ତୁତ ରହିଥାନ୍ତି । ଯାହା ଝିଅଙ୍କୁ ପସନ୍ଦ ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।