ମହିଳା ମାନେ – ଏହି 10ଟି କାମ କଲେ | ଘରେ ହେବ ଧନର ବର୍ଷା | ଜଲଦି ଦେଖନ୍ତୁ |

ଯଦି ମହିଳାମାନେ ସକାଳୁ ଏହି କାମ କରିବେ ତେବେ ସେଠାରେ ଧନ କୁବେର ପ୍ରସନ୍ନ ରହିବେ । ଆଶାନୁ ଏହା ବିଷୟରେ ବିସ୍ତାର ଭାବରେ ଜାଣିବା । ଘର ଉପରେ କିଛି ବିପଦ ନଆସିବା ପାଇଁ ପ୍ରତେକ ବ୍ୟକ୍ତି ଭରପୁର ପ୍ରୟାସ କରିଥାନ୍ତି । ଜୀବନ ଅଛିତ ସମସ୍ଯା ରହିବ । ସୁଖ ଅଚ୍ଛିତ ଦୁଃଖ ଆସିବ । କିନ୍ତୁ ଏଠି ପାଇଁ କିଛି ଏମିତି କାମ ରହିଛି ଯାହାକୁ ପ୍ରତେକ ମହିଳା ପ୍ରତିଦିନ କରିବା ଦରକାର । ଯାହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ବାସ କରିବେ ।


ତାହା ସହିତ ନେଗେଟିଭ ଏନର୍ଜି ଆପଣଙ୍କ ଘର ଭିତରେ ପ୍ରବେଶ କରିପାରିବ ନାହିଁ । ଆଉ ଆପଣ ଅନାବଶ୍ୟକ ସମସ୍ୟାରୁ ବଞ୍ଚି ପାରିବେ । ଘରର ପ୍ରତେକ ରୁମରେ ୫୦ ଗ୍ରାମର ଫିଟିକିରି ବା ସ୍ପଟିକ ରଖନ୍ତୁ । ଏହାଦ୍ବାରା ଘରେ କୌଣସି ପ୍ରକାର ଖରାପ ଦଶା ରହିବ ନହିଁ । ପୂର୍ବ ଓ ଦକ୍ଷିଣ ଦିଗକୁ ମୁହଁ କରି ଶୋଇବା ଦ୍ଵାରା ବଢି ଥାଏ ଆୟୁଷ ଆଉ ଧନ । ଝାଡୁ ପୋଛାକୁ ଖାଲି ସ୍ଥାନରେ ରଖିବା ନହିଁ ।


ରୋଷେଇ ଘରେ ଭୁଲରେ ରଖନ୍ତୁ ନହିଁ । ଏହାକୁ ସବୁବେଳେ ଲୁଚାଇ ରଖନ୍ତୁ । ପୋଛା ଲଗାଇବା ସମୟରେ ସେଇ ପାଣିରେ ଲୁଣ ଅବଶ୍ୟ ପକାନ୍ତୁ । ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ରହିବ ନହିଁ । ଆପଣଙ୍କ ଘରେ କେଉଁଠିବି ପାଣି ଲିକ କରୁନଥିବ । ଅର୍ଥାତ ପାଣି ଟପ ଟପ ନପଡୁଥିବ । ଏହି କଥାର ବିଶେଷ ଧ୍ୟାନ ରଖିବେ । ତାହା ସହିତ କ୍ଷୀର ଓ ଚାହା ଯେମିତି ନଉତୁରେ । ଏହି କଥାର ମଧ୍ୟ ବହୁତ ଧ୍ୟାନ ରଖନ୍ତୁ । ନଚେତ ଏଥିରେ ଆମଦାନୀ କମ ଓ ଖର୍ଚ ଅଧିକ ହୋଇଥାଏ ।

ମାନସିକ ଚିନ୍ତା ଦୂର କରିବା ପାଇଁ ଭଗବାନ ହନୁମାନଙ୍କ ପୂଜା କରନ୍ତୁ । ଆଉ ହନୁମାନ ଚାଲିସର ପାଠ କରନ୍ତୁ । ତାହା ସହିତ ମଙ୍ଗଳବାର ଓ ଶନିବାରକୁ ହନୁମାନଙ୍କୁ ଭୋଗ ଲଗାନ୍ତୁ । ପ୍ରତେକ ମଙ୍ଗଳବାରକୁ ପିଲା ମୁଣ୍ଡ ଉପରେ କଞ୍ଚା କ୍ଷୀର ଏଗାର ଥର ବୁଲାଇ କେଉଁବି କୁକୁରକୁ ପିଆଇ ଦିଅନ୍ତୁ । ଏହା ଦ୍ଵାରା ପିଲା ଦୀର୍ଘୟୁ ହୋଇଥାନ୍ତି । ଯଦି କେହି ବହୁତ ଦିନ ରୋଗରେ ପୀଡିତ ଅଛନ୍ତି ତେବେ ସେ ପୂର୍ବ ଦିଗକୁ ମୁହଁ କରି ଶୋଇବା ଉଚିତ । ତାହା ସହିତ ନିଜ ରୁମରେ ଗୋଟା ଲୁଣ ରଖନ୍ତୁ । ଏମିତି କରିବା ଦ୍ଵାରା ରୋଗ ବହୁତ ଜଲ୍ଦି ଭଲ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *