ଭଲ ସମୟ ଆସିବା ଆଗରୁ ମହାଦେବ ଦେଇଥାନ୍ତି ଏହି 5ଟି ସଂକେତ, ସୋମବାର ଦିନ ସଂକେତ ମିଳିବା ଅତ୍ୟନ୍ତ ଶୁଭ

ଦେବାଧିଦେବ ମହାଦେବ ଏ ସମସ୍ତ ସଂସାର ସୃଷ୍ଟି କର୍ତ୍ତା ଅଟନ୍ତି । ମହାଦେବ ହେଉଛନ୍ତି ପାଳନ କର୍ତ୍ତା ଓ ରକ୍ଷକ । ତାଙ୍କ କୃପା ଦ୍ରୁଷ୍ଟିରେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ । ମହାଦେବ ସୃଷ୍ଟିର ବିନାଶ ହେବାରୁ ରକ୍ଷା କରିବା ପାଇଁ ଭୟଙ୍କର ବିଷ ପାନ କରିଥାନ୍ତି ତ ଭକ୍ତ ମାନଙ୍କର ଜୀବନ ରକ୍ଷା ପାଇଁ ରୌଦ୍ର ରୂପ ଧାରଣ କରିଥାନ୍ତି । ସେ ବୈରାଗ୍ୟ ଭାବେ ଭକ୍ତ ମାନଙ୍କ ଗହଣରେ ଆସି ରହିଥାନ୍ତି ତ ଗୁରୁ ଭାବେ ଏ ବିଶ୍ଵକୁ ରକ୍ଷା କରିଥାନ୍ତି । ମହାଦେବଙ୍କୁ ଭୋଳାନାଥ କୁହାଯାଏ କାରଣ ସେ ତାଙ୍କ ଭକ୍ତଙ୍କ ମଧ୍ୟରେ କୌଣସି ଭେଦଭାବ କରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ମହାଦେବ ସୋମବାର ଦିନ କେଉଁ ସଂକେତ ଦେଲେ ଜଣାପଡେ ଯେ ଭଲ ସମୟ ଆସିବାକୁ ଯାଉଛି ।

୧- ଯଦି ସୋମବାର ଦିନ କୌଣସି ବ୍ୟକ୍ତିର ନିଦ ବ୍ରାଂହ ମୂହୁର୍ତ୍ତରେ ଖୋଲିଥାଏ ଓ ସେହି ବ୍ୟକ୍ତି ଆକାଶରେ ଚନ୍ଦ୍ରମାର ଦର୍ଶନ କରିତହାଏ ତେବେ ଏହା ଶୁଭ ସଂକେତ ହୋଇଟହାଏ । ଏହା ଦ୍ଵାରା ବ୍ୟକ୍ତି ଜୀବନରେ ବଡ ଖୁସି ଖବର ଆସିବାର ସୂଚନା ମିଳିଥାଏ ।

୨- ଯଦି ସୋମବାର ଦିନ ଆପଣ ଘରୁ ବାହାରିବା ସମୟରେ ମହାଦେବଙ୍କ ବାହନ ଧଳା ନନ୍ଦୀଙ୍କର ଦର୍ଶନ ହୋଇଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କୁ କୌଣସି କାମରେ ବହୁତ ଜଲ୍ଦି ସଫଳତା ମିଳିବାକୁ ଯାଉଛି ।

୩- ଯଦି ସୋମବାର ଦିନ ନାଗ ଦେବତାଙ୍କ ଦର୍ଶନ ହୋଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । କାରଣ ମହାଦେବ ନିଜ ଗଳାରେ ନାଗ ଦେବତାଙ୍କୁ ଧାରଣ କରିଥାନ୍ତି । ଏହା ଦ୍ଵାରା ଆପଣଙ୍କର ଦରିଦ୍ରତା ଦୂର ହୋଇ ଧନ ପ୍ରାପ୍ତ କରିବେ ।

୪- ଯଦି ସୋମବାର ଦିନ ଏକାନ୍ତରେ କୌଣସି ଦାମ୍ପତ୍ୟ କଥା ହେଉ ଥିବାର ନଜର ଆସନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । କାରଣ ଏହାର ଅର୍ଥ ହେଉଛି ସ୍ଵୟଂ ମହାଦେବ ଓ ମା ପାର୍ବତୀଙ୍କ ଦର୍ଶନ ସହ ସମାନ ହୋଇଥାଏ । ଆପଣ ଯେଉଁ କାମ ପାଇଁ ବାହାରିଛନ୍ତି ସେଥିରେ ସଫଳ ହେବେ ।

୫- ସୋମବାର ଦିନ ଘରକୁ କଳା କୁକୁର ଆସିଲେ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ଖରାପ ସମୟର ଅନ୍ତ ହୋଇ ଭଲ ସମୟର ଆଗମନ ହେବାକୁ ଯାଉଛି । ଆପଣଙ୍କର ସବୁ ଦୁଖ କଷ୍ଟ ଜଲ୍ଦି ଦୂର ହେବାକୁ ଯାଉଛି ।

୭- ଯଦି ଆପଣ ଘରୁ ବାହାରିବା ସମୟରେ ପାଣି ବା କ୍ଷୀରରେ ଭରା ମାଠିଆ ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଏହାର ସଂକେତ ହେଉଛି ଆପଣ ଯେଉଁ କାମରେ ବାହାରିଛନ୍ତି ତାହା ନିଶ୍ଚିନ୍ତ ଭାବେ ସଫଳ ହେବ ।

୮- ଯଦି ସୋମବାର ଦିନ ଭସ୍ମ ଲାଗିଥିବା ବ୍ୟକ୍ତି ବା କୌଣସି ସ୍ଥାନରେ ଭସ୍ମ ଦେଖାଯାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ସଂକେତ ମିଳିଥାଏ କି ଆପଣଙ୍କ ଜୀବନରେ ବିପଦର ଆଶଙ୍କା ନାହି । ଆପଣ ନିଜ କାମରେ ଆଗକୁ ବଢି ପାରିବେ ।

ବନ୍ଧୁଗଣ ଏହା ଥିଲା ସୋମବାର ଦିନ ମହାଦେବଙ୍କର କିଛି ସଂକେତ ଯାହା ଆଧାରେ ଜାଣିହେବ ଆଗକୁ ଭଲ ସମୟ ଆସିବାକୁ ଯାଉଛି । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *