ସ୍ତ୍ରୀ ମାନେ ଏହି 4ଟି କଥା ଲୁଚାଇ ଥାନ୍ତି ନିଜ ସ୍ଵାମୀ ଙ୍କ ପାଖରୁ । ମରିଗଲେ ବି କୁହନ୍ତି ନାହିଁ

ଆମ ସମାଜରେ ବିବାହର ମୂଲ୍ୟ ଖୁବ ଅଧିକ ଥାଏ କୁହା ଯାଏ କି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେ ଭଲ ଚିନ୍ତା ଧାରା ରହିବା କିମ୍ବା ଯେତେ ଅଧିକ ଭଲ ଓ ସଫା ସ-ମ୍ପ-ର୍କ ରହିବ ସେମାନଙ୍କ ବିବାହରେ କିଛି ଅସୁବିଧା ହେବନି । ଯଦି କିଛି କଥା ଏହି ଭଳି ରହି ଯାଇ ଥାଏ ତେବେ ଦୁହିଁଙ୍କ ବିବାହରେ ଶା-ରୀ-ରି-କ ସ-ମ୍ପ-ର୍କ ମଧ୍ୟ ଖରାପ ହୋଇଥାଏ । ଆମେ ଆଜି କହିବା ପାଇଁ ଯାଉଛୁ କି କେଉଁ ଜିନିଷ ମାନେ ଜଣେ ସ୍ତ୍ରୀ ତା ସ୍ଵାମୀ କୁ କହି ପାରି ନଥାଏ ।

କୁହାଯାଏ କି ସଭିଙ୍କର ଏକ ଅତୀତ ଅଛି ଆମେ ଦେଖିବା ପାଇଁ ଗଲେ ଜାଣି ପାରିବାକୀ ଆମେ ଯେଉଁ ଦୁନିଆରେ ରହିଛୁ ସେହି ଦୁନିଆରେ ଆଉ କେହି ରହି ନଥାନ୍ତି କହିବାର ମାନେ ହେଉଛି କି ଜଣେ ଯଦି ଏକ ସମସ୍ଯା କୁ ଅନୁଭବ କରିଛି ଓ ଏହା ସେ କାହାକୁ କହିବା ପାଇଁ ଚାହୁଁ ନି ତେବେ ଆମେ ଏହା କହିବା ଭୂଲ ହେବନି କି ଆମେ ଏହା କାହାକୁ ସେୟାର କରିବା କଥା ନୁହେଁ । ବେଳେ ବେଳେ କିଛି କଥା ଥାଏ ଯାହା ଆମକୁ ପୁରୁଣା ଦିନ ସହ ପୁରୁଣା ଘା ମଧ୍ୟ ଦେଇ ଥାଏ । ଏହାକୁ ଉଭୟ ସ୍ଵାମୀ ସ୍ତ୍ରୀ ଜାଣିବା କଥା ଓ କାହାର ଅତୀତ କୁ ନ ଦେଖି ଆଗକୁ ଯିବା କଥା । ଯଦି ଆମେ ଦେଖିବା ପାଇଁ ଯିବା ତ ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କୁ ସାଧାରଣ ଭାବେ ଏହି ୪ ଟି କଥା କହି ନଥାନ୍ତି ।

ପ୍ରଥମ କଥା ହେଉଛି ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କୁ ନିଜ ପ୍ରେମ କଥା କହି ନଥାନ୍ତି ପ୍ରତେକ ପୁରୁଷ ଭଳି ମହିଳା ମାନଙ୍କ ଜୀବନରେ ମଧ୍ୟ ଭଲ ପାଇବା ଆସିଥାଏ । ସେମାନେ ସବୁ ବେଳେ ଭାବନ୍ତି କି ଯଦି ସେମାନେ ଏହି ସବୁ କଥା କାହାକୁ କହି ଦ୍ବେ ତେବେ ସେମାନଙ୍କ ବିବାହ ଜୀବନ ନଷ୍ଟ ହୋଇଯିବ । ସେଇ ପାଇଁ ସେମାନେ ଏହାକୁ କାହାକୁ ଭି କହି ନଥାନ୍ତି । ଦ୍ଵିତୀୟ ଜିନିଷ ହେଉଛି ଟଙ୍କା ସେମାନେ ନିଜ ଘର ଖରଚ କୁ କମ କରିକି କିଛି ପଇସା ଶେଫ କରନ୍ତି ଏହାକୁ ସେମାନେ ଦରକାର ବେଳେ ନିଜ ସ୍ଵାମୀ ଙ୍କୁ ଦେଇ ସାହାଜ୍ଯ କରିଥାନ୍ତି ।

ଏହା ଦ୍ଵାରା ସେମାନେ ତାଙ୍କ ମନ ଜିତି ପାରନ୍ତି । ସ୍ତ୍ରୀ ମାନେ ନିଜ ଦେହ ଖରାପ କଥା ନିଜ ସ୍ଵାମୀ ଙ୍କୁ କହି ନଥାନ୍ତି ସେମାନେ ଭାବନ୍ତି କି ଏହି ସବୁ ଛୋଟ କଥା କହି ସେମାନେ ତାଙ୍କ ସ୍ଵାମୀ ଙ୍କୁ ହଇରାଣ କରିବା ଅନୁଚିତ ଅଟେ । ଏହା ସହ ସେମାନେ ନିଜ ମତ ମଧ୍ୟ ଅନେକ ସମୟରେ ଦେଇ ଥାନ୍ତି ସ୍ଵାମୀ ଙ୍କୁ ଏହା ସାଧାରଣ କଥା କିନ୍ତୁ ଅନେକ ସମୟରେ ମହିଳା ମାନଙ୍କ କଥା କୁ କାଟି କି ସ୍ଵାମୀ ମାନେ ନିଜ କାମ କରନ୍ତି ସେମାନେ ଏହା ମଧ୍ୟରେ ଖୁଶି ନଥାଇ ମଧ୍ୟ ନିଜ ଖୁଶି କୁ ଦେଖାଇ ଥାନ୍ତି । ଏହି ଚାରଟି ଜିନିଷ ଯାହା ସେମାନେ ନିଯ ସ୍ଵାମୀ ଙ୍କୁ ଭୁଲ ରେ ମଧ୍ୟ କହି ନଥାନ୍ତି ।

Leave a Reply

Your email address will not be published. Required fields are marked *