ଖାଆନ୍ତୁ ଏହି 1 ଜିନିଷ, 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ହେବ ଦୂର- Health Tips

ବନ୍ଧୁଗଣ ମାତ୍ର ୩ ଦିନ ସେବନ କରନ୍ତୁ ୯୦ ବର୍ଷ ଯାଏଁ କ୍ଯାଲସିୟମର ଅଭାବ ହେବ ନାହି । ଶକ୍ତିର ଉଶ୍ଚ ଅଟେ ଏହି ଜିନିଷ । ଯଦି ଆପଣ ଏହି ଜିନିଷର ସେବନ ୩ ଦିନ କରନ୍ତି ତେବେ ହାତ, ପାଦ, ଅଣ୍ଟାରେ ଯନ୍ତ୍ରଣା ହେବ ନାହି, ଦୁର୍ବଳ ଲାଗିବ ନାହି, କ୍ୟାଲସିୟମର ଅଭାବ ହେବ ନାହି ଓ ୯୦ ବର୍ଷ ଯାଏଁ ଆପଣ ନିରୋଗୀ ବଞ୍ଚିବେ । ଏହି ସବୁ ସମସ୍ଯା ଅମା ଶରୀରରେ କ୍ୟାଲସିୟମ କାରଣରୁ ଦେଖାଯାଏ । ଏହା ଦୂର କରିବା ପାଇଁ ଓ ଆଣ୍ଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ ।

ଆପଣ ଏହି ରେମେଡିର ସେବନ କେଶ ଜନିତ ସମସ୍ଯା ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏକ ପ୍ୟାନରେ ଏକ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ । ଏହା ପରେ ଏକ ଚାମଚ ପୋସ୍ତକ ପକାଇ ଏହାକୁ ଭାଜି ଦିଅନ୍ତୁ । ପୋସ୍ତକ କୁ ଅଳ୍ପ ଭଜିବା ପରେ ଏକ ଗ୍ଳାସ କ୍ଷୀର ବା ଆପଣ ଯେତିକି କ୍ଷୀର ସେବନ କରି ପାରିବେ ସେତିକି ପରିମାଣର ପକାନ୍ତୁ ।

କ୍ଷୀର ଭଲ ଭାବେ ଫୁଟିବା ପରେ ସେଥିରେ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ଏହାକୁ ହିନ୍ଦୀ ରେ ମଖାନା କୁହାଯାଏ । ଏହା ଆପଣଙ୍କୁ ସହଜରେ ଦୋକାନ ରୁ ମିଳିଯିବ । ପଦ୍ମ ମଞ୍ଜି ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଯେଉଁ ମାନଙ୍କର ଅଣ୍ଟା ରେ ଯନ୍ତ୍ରଣା ହେଉଥାଏ ବା ହାଡ ଦୁର୍ବଳ ଅଟେ ପଦ୍ମ ମଞ୍ଜି ଖାଇବା ଦ୍ଵାରା ମଜବୁତ କରିଥାଏ । ପୋସ୍ତକ ମଧ୍ୟ ଏହି କାମ କରିଥାଏ ।

ଉଭୟ ପୋସ୍ତକ ଓ ପଦ୍ମ ମଞ୍ଜି ମିଶି ଆମ ଶରୀରକୁ ମଜବୁତ କରିଥାନ୍ତି । ଯେଉଁ ମାନଙ୍କର ଆଁଠୁ ଗଣ୍ଠି ସମସ୍ଯା ଅଛି ସେମାନେ ଏହାର ସେବନ କରି ପାରିବେ । ଶରୀରରେ ଦୁର୍ବଳତା କମି ଦୂର ହେବା ସହ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ହୋଇଥାଏ । ଡାଇବେଟିସ ନିୟନ୍ତ୍ରଣ ହେବା ସହ ମାନସିକ ଚିନ୍ତା ଦୂର ହୋଇଥାଏ । ଏବେ କ୍ଷୀର ଓ ପଦ୍ମ ମଞ୍ଜି ଭଲ ଭାବେ ଫୁଟିବା ପରେ ଏଥିରେ କିଛି ମାତ୍ରା ରେ ମିଶ୍ରି ଆଡ କରନ୍ତୁ ।

ଯଦି ଡାଇବେଟିସ ରୋଗୀ ଏହାର ସେବନ କରିବେ ତେବେ ଏଥିରେ ମିଶ୍ରି ମିଶାନ୍ତୁ ନାହି । କାରଣ ମିଠା ସେମାନଙ୍କୁ କ୍ଷତି ପହଞ୍ଚାଇ ଥାଏ । ତେଣୁ ଡାଇବେଟିସ ରୋଗୀ ପଦ୍ମ ମଞ୍ଜି ଓ କ୍ଷୀର ର ସେବନ କରି ପାରିବେ । ଭଲ ଭାବେ ଫୁଟିବା ପରେ ଏହାକୁ ଏକ ପାତ୍ର କୁ ଛାଣି ଦିଅନ୍ତୁ ।

ସକଳେ ଏହାକୁ ଖାଲି ପେଟରେ ଓ ରାତି ରେ ଶୋଇବାର ଏକ ଘଣ୍ଟା ପୂର୍ବ ରୁ ଏହାର ସେବନ କରି ପାରିବେ । ରାତିର ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରିପାରିବେ । ସପ୍ତାହକୁ ଦୁଇ ଥର ସେବନ କରିବା ପରେ ଆପଣ ଏହାକୁ ପ୍ରତିଦିନ ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *