ମାତ୍ର ୫ ମଙ୍ଗଳବାର ଓ ତା ପରେ ନିଜ ଜୀବନରେ ସ୍ଵୟଂ ଦେଖନ୍ତୁ ଚମତ୍କାର! ସବୁ ସଙ୍କଟ ଦୂର କରିବେ ବଜରଙ୍ଗବଲି

ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କର ବହୁତ ପ୍ରିୟ ହୋଇଥାଏ । ଯଦି ମଙ୍ଗଳବାର ଦିନ ହନୁମାନଙ୍କର ପୂଜା ଆରାଧନା କରିଥାଉ ଆଉ ହନୁମାନଙ୍କ ପୂଜା କରିବା ପାଇଁ ବିଶେଷ ଉପାୟ କରିଥାଉ । ତେବେ ସେ ବହୁତ ଶୀଘ୍ର ପ୍ରଭାବୀ ହୋଇଥାନ୍ତି ଓ ଶୀଘ୍ର ଆମକୁ ତାର ଫଳ ମିଳିଯାଇଥାଏ । କାରଣ ମଙ୍ଗଳବାର ଦିନ ଆମେ ହନୁମାନଙ୍କର ପୂଜା ଆରଧାନ କରିଥାଉ । ତେବେ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି ।

ମହାବଳୀ ହନୁମାନଙ୍କୁ ଶିବଙ୍କର ଅବତାର ବୋଲି କୁହାଯାଇଛି । ଶାସ୍ତ୍ରରେ କୁହାଯାଇଛି ଯଦି ତାଙ୍କୁ ପ୍ରସନ୍ନ କରିବାର ଅଛି ତେବେ ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି । ଆଉ ତାଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ବହୁତ ସାରା ଉପାୟ କୁହାଜାଇଛି ।


ହନୁମାନଙ୍କ କୃପା ଯଦି ମିଳିଯାଇଥାଏ ତେବେ ଜୀବନରୁ ବହୁତ ସାରା ସଙ୍କଟ ଦୂର ହୋଇଯାଇଥାଏ । ଯଦି ଶଢେଷାତି ଚାଲିଛି କି ଧନର ଅଭାବ ରହିଛି । କୌଣସି ରୋଗରେ ପୀଡିତ ଅଛନ୍ତି କି ବହୁତ ଚିନ୍ତା ଗ୍ରସ୍ତ ରହୁଛନ୍ତି କୌଣସି କାରଣ ପାଇଁ , ଘରେ ବହୁତ ନକରାତ୍ମକ ଊର୍ଜା ରହୁଛି । ଭୁଲ ବିଚାର ଆସୁଛି, ତେବେ ଆପଣଙ୍କୁ ହନୁମାନଙ୍କ ଆରାଧନା କରିବା ଉଚିତ । ଯଦି ଆପଣଙ୍କ ମନରେ ଯଦି କୌଣସି ବିଶେଷ ବିଚାର ରହୁଛି କି ଆପଣଙ୍କ ବିବାହରେ ବାଧା ଆସୁଛି, କି ସନ୍ତାନ ପ୍ରାପ୍ତର କୌଣସି ବାଧା ଆସୁଛି ତେବେ ଆପଣଙ୍କୁ ହନୁମାନଙ୍କର ବିଶେଷ ପୂଜା କରିବା ଦରକାର ।


ଯେବେ ହନୁ ମାନ ଆମ ଉପରେ ଖୁସି ରହିଥାନ୍ତି ଜୀବନରେ କେତେବୀ ଅସୁବିଧା ଆସୁ ସେ ସବୁ ଦୂର କରିଦେଇଥାନ୍ତି । ଆମ ଶାସ୍ତ୍ରରେ ବହୁତ ଭଲ ବିଧି କୁହାଯାଇଛି ଏହା ଦ୍ଵାରା ଭଗବାନ ହନୁମାନ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାଇଥାନ୍ତି । ଏହାଦ୍ବାରା ଆପଣଙ୍କର ସବୁ ପ୍ରକାର ସଙ୍କଟ ଟଳି ଯାଇଥାଏ । କେବଳ ପାଞ୍ଚଟି ମଙ୍ଗଳବାର କରିବାର ଅଛି । ତେବେ ଆପଣଙ୍କୁ ବହୁତ ଚମତ୍କାର ଲାଭ ମିଳିବ । ଯଦି ସତ ମନରେ ତାଙ୍କର ଆରଧାନ କରିବା ତେବେ ଆମର ମନୋକାମନା ବହୁତ ଜଲ୍ଦି ପୁରା ହୋଇଯିବ । ହନୁମାନଙ୍କପୂଜା କରିବା ପାଇଁ ମଙ୍ଗଳବାର ଦିନ ବହୁତ ଭଲ ହୋଇଥାଏ ।

ଆଉ ତାଙ୍କର କୃପା ବହୁତ ଶୀଘ୍ର ମିଳିଥାଏ । ଶାସ୍ତ୍ରରେ ମଙ୍ଗଳବାର ଓ ଶନିବାର ଦିନ ହନୁମାନଙ୍କୁ ଚୋଲି ଚଢାଇବାର ବହୁତ ମହତ୍ଵ ରହିଛି । ଚୋଲା ଚଢାଇବା ଦ୍ଵାରା ସମସ୍ତ ପ୍ରକାର ସଙ୍କଟ ଦୂର ହୋଇଥାଏ । ଯେବେ ହନୁମାନଙ୍କୁ ସିନ୍ଦୁର ଓ ଚାମେଲୀର ତେଲ ଚଢାଇଥାନ୍ତି ତାକୁ ହିନ ଚୋଲା ଚଢାଇବା କୁହାଯାଇଥାଏ । ଏହା ଦ୍ଵାରା ଆମ ଜୀବନର ସମସ୍ତ ପ୍ରକାର ଅସୁବିଧା ଦୂର ହୋଇଥାଏ । ଆଉ ୫ ମଙ୍ଗଳବାର ଲଗାତାର ଚୋଲା ଚଢାନ୍ତୁ । ଆପଣଙ୍କୁ ମଙ୍ଗଳବାର ଦିନ ସକାଳୁ ଜଲ୍ଦି ଉଠିକି ସ୍ନାନ ସାରି ହନୁମାନ ମନ୍ଦିର ଯିବେ ଆଉ ଯେଉଁଠି ହନୁମାନଙ୍କୁ ସିନ୍ଦୁର ଚଢା ଯାଉଥିବ କାରଣ ସେଇ ସିନ୍ଦୁର ଲେପା ହନୁମାନ ବିଶେଷ ହୋଇଥାନ୍ତି ।

ସିନ୍ଦୁରୀ ରଙ୍ଗର ମୂର୍ତି ହୋଇଥାଏ ତା ଉପରେ ଚୋଲା ଚଢା ଯାଇଥାଏ । ଯେବେ ଚୋଲା ଚଢାଇବା ପାଇଁ ମନ୍ଦିର ଯାଉଛନ୍ତି ତେବେ ଆପଣ ଲାଲ ବା କେସୋରି ରଙ୍ଗ ବସ୍ତ୍ର ଧାରଣ କରନ୍ତୁ । ଏହା ବହୁତ ଭଲ ହୋଇଥାଏ । ଏହି ବସ୍ତ୍ର ଧାରଣ କରି ହନୁମାନଙ୍କର ପୂଜା ଆରାଧନା କରନ୍ତୁ । ଚୋଲା ଚଢାଇବାର ଉପାୟ ସ୍ତ୍ରୀ ମାନେ କରି ପାରିବେ ନହିଁ । ଏହା କେବଳ ପୁରୁଷ ହିଁ କରିପାରିବେ । କାରଣ ଏମିତି କୁହାଯାଏକୁ ହନୁମାନ ବ୍ରହ୍ମଚାରି ଅଟନ୍ତି ତାଙ୍କୁ ମହିଳା ବା ଝିଅ ସ୍ପର୍ଶ କରିବେ ନହିଁ । ଆପଣ ହନୁମାନଙ୍କୁ କିଛି ଏମିତି ଭାବରେ ପୂଜା କରିବା ତାଙ୍କୁ ଭଲସେ ଗାଧୋଇ ଦେବା ତାପରେ ତାଙ୍କୁ ଭଲସେ କପଡାରେ ପୋଛି ଦେବା ।

ହନୁମାନଙ୍କ ସିନ୍ଦୁର ବା କେଶରୀ ରଙ୍ଗରେ ଦେଶୀ ଗାଈ ଘିଅ ବ ଚାମେଲୀ ତେଲ ମଧ୍ୟ ମିଶାଇ ପାରିବେ । ତା ପରେ ହନୁମାନଙ୍କୁ ପାଦରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଲେପନ କେଇବେ ଖାଲି ତାଙ୍କ ଆଖି ଓ ମୁହଁକୁ ଛାଡି । ଲେପନ କରିବା ସମୟରେ ରାମ ରାମ ଜପିବେ ନହେଲେ ହନୁମାନ ଚାଲିସର ମଧ୍ୟ ପାଠ କରିପାରିବେ । ତାପରେ ତାଙ୍କୁ ପାନ ଓ ସୁପାରି ମଧ୍ୟ ଅର୍ପଣ କରିବେ ଯଦି ଲାଲ ବସ୍ତ୍ର ନେଇଥିବେ ତାହା ମଧ୍ୟ ବହୁତ ଖୁଶିର ସହିତ ଅର୍ପଣ କରିପାରିବେ । ଯଦି ପ୍ରତି ମଙ୍ଗଳବାର ଏମିତି ପୂଜା ଓ ସୁନ୍ଦର କାଣ୍ଡର ପାଠ କରିବେ ଆଉ ନିଜର ମନରେ ଯାହା କାମନା ରହିଛି ତାଙ୍କୁ ଜଣାଇବେ ତେବେ ବହୁତ ଶୀଘ୍ର ତାହାର ସମାଧାନ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *