ମେଷ ରାଶି ର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ, ଭୟଙ୍କର କଥା… ଥରେ ମାତ୍ର ଦେଖନ୍ତୁ

ମେଶ ରାଶିର ଲୋକମାନେ 1/1 ଅଶ୍ଵିନୀ ନକ୍ଷତ୍ର ଏହା ଦେବଗଣ ଏମାନେ ସବୁ ବେଳେ ଆଧ୍ୟାତ୍ମିକ ମନର ହୋଇ ଥାନ୍ତି । ଏମାନେ ଶାନ୍ତି ପ୍ରିୟ ଅଟନ୍ତି ଏମାନେ ସବୁ ବେଳେ ସାଧାରଣ ଭାବେ ସବୁ କାମକୁ ଦେଖି ଚାହିଁ କରି ଥାନ୍ତି । 2/1 ଦ୍ଵିଜାୟ ନକ୍ଷତ୍ର ଏମାନେ ମାନବ ଗଣ ଅଟନ୍ତି । ଏମାନେ ପଡୋଶୀ ପ୍ରିୟ ଦୟାବାନ ସାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁ ବେଳେ ଅନ୍ୟ ମାନଙ୍କ କଥା ବୁଝିବା ପାଇଁ ଚେଷ୍ଟା କରି ଥାନ୍ତି । ଏହା ପରେ ଆସେ 3/1 କୃତିକା ନକ୍ଷତ୍ର ଏମାନେ ରାକ୍ଷାଶ ଗଣ ଅଟନ୍ତି ।

ଏମାନେ ଆତ୍ମବିଶ୍ଵାଶୀ ଅଟନ୍ତି । ଏମାନେ ସବୁ ବେଳେ ନିଜ କଥାକୁ ମନେଇବା ପାଇଁ ଚେଷ୍ଟା କରି ଥାନ୍ତି ଏମାନେ । ଏମାନେ ଖରାପ ଲୋକଙ୍କ ସହ ମିଶିବା ଏହାକ ଅଭ୍ୟାଶ । ଏମାନେ କାହା ସହ ଅଧିକା ମିଶିବା ପାଇଁ ଭଲ ପାଇ ନଥାନ୍ତି ଏମାନେ ସବୁ ବେଳେ ନିଜକୁ ଅଲଗା ରଖିବା ପାଇଁ ଭଲ ପାଇ ଥାନ୍ତି । ଯାହା ଦ୍ଵାରା ଏହାଙ୍କୁ ଲୋକମାନେ ଭୁଲ ବୁଝି ଥାନ୍ତି । ଏମାନେ ସବୁ ବେଳେ ଯାହା ଇଚ୍ଛା କରି ଥାନ୍ତି ତାହା ପାଇବା ପାଇଁ ଚେଷ୍ଟା କରି ଥାନ୍ତି ।

ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ । ଯାହା ଦ୍ଵାରା ଆପଣ ସବୁ କଷ୍ଟକର କାମ ଠାରୁ ଅଳ୍ପ ଅଳ୍ପ ରେ ବଞ୍ଚି ଯାଇ ଥାନ୍ତି । ଆପଣ ମଙ୍ଗଳ ଙ୍କ ପ୍ରଭାବ ଯୋଗୁ ଅପମୃତ୍ୟୁ ରୁ ସାଧାରଣ ଭାବେ ବଞ୍ଚିକି ରହି ଥାନ୍ତି । ଅଶୁଭ ତାରିଖ ସବୁ ମାସର 1,6, 11, 21 ତାରିଖ ଆପଣଙ୍କ ପାଇଁ ଅଶୁଭ ତାରିଖ ଅଟେ ।

ଆପଣ ଶୁକ୍ରବାର ଦିନ ଓ ରବିବାର ଦିନ ଆପଣଙ୍କ ପାଇଁ କ୍ଷତି କାରକ ଦିନ ଅଟେ । କର୍କଟ, ବିଛା, ମୀନ ରାଶିର ଲୋକମାନେ ଆପଣଙ୍କ ପାଇଁ ଅଶୁଭ ଅଟନ୍ତି । କଳା ରଙ୍ଗର ବସ୍ତ୍ର କିମ୍ବା କଳା ରଙ୍ଗର ବସ୍ତୁ ଆପଣଙ୍କ ପାଇଁ ଅଶୁଭ ଅଟେ । ଆପଣ ନିଜ ଜୀବନରେ ବହୁତ କିଛି ଦେଖି ଥିବେ ତେଣୁ ଆପଣ ଯଦି କିଛି ମନରୁ କରିବା ପାଇଁ ଚେଷ୍ଟା କରିବେ ତେବେ ଆପଣଙ୍କ ପାଇଁ ନିଶ୍ଚିତ କେହି ନା କେହି ସାହାଯ୍ୟର ହାତ ବଢାଇବ ।

କେହି ବିଶ୍ଵାଶ-ଘାତକତା କରି ପାରନ୍ତି ଆପଣଙ୍କ ସହ ଆପଣ ସଚେତନ ହୋଇକି କାମ କରିବା ଭଲ ହୋଇଥାଏ । ଆପଣ ଙ୍କ ପାଇଁ ପୂର୍ବ ଓ ଦକ୍ଷିଣ ଦିଗ ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଆପଣଙ୍କ ବାଲ୍ୟାବସ୍ଥାର 5 ବର୍ଷ ଯାଏ କ୍ଷତି କାରକ ଥାଏ । ଜୀବନରେ ଆସୁଥିବା ଅସୁବିଧା କୁ ଦେଖିକି ଆପଣ ଚିନ୍ତା କରିବା ଦ୍ଵାରା ଆପଣ ବହୁତ କଷ୍ଟ ପାଇବେ ।

ତେଣୁ ଚିନ୍ତା କମ କରିକି କାମ କରି ଚାଲନ୍ତୁ ଆପଣ । ବିବାହ ଯୋଗ ଆପଣ 14,21, 23 ରେ ନିଶ୍ଚିତ ଭାବେ ବିବାହ କରିବେ । ଲାଭ 6, 13, 28, 56, 61 ବର୍ଷ ଯାଏ ଆପଣ ଲାଭ ପାଇବେ । ଆପଣଙ୍କ ବ୍ୟବଶାୟ ରେ ଉର୍ଣ୍ଣତି ହୋଇଥାଏ ।

ଆପଣ ଯଦି 14,21, 22, 55, 62 ବର୍ଷ କୁ ଦେଖିବା ଏହା ଆପଣଙ୍କ ପାଇଁ କ୍ଷତି କାରକ ଅଟେ । ଅଯଥା କଳହ ଆପଣଙ୍କ ସହ ହୋଇ ପାରେ । ମାଲିମୋକଦମା ଦେଖା ଯାଇ ଥାଏ । ଆପଣ ଏହା ମଧ୍ୟରେ ଆପଣ ଶୁଭ ପରିଣାମ ପାଇବେ । ଆପଣ କର୍ମ ରେ ଉଚ୍ଚ ପଦ ପାଇବେ ।

Leave a Reply

Your email address will not be published. Required fields are marked *