ହାତରୁ ତେଲ ଢାଲିଗଲେ କେଉଁ ସଂକେତ ମିଳେ- Ajira Anuchinta

ଘର ଭିତରେ ଅସ୍ତ ହେଉ ଥିବା ସୂର୍ଯ୍ୟ ଙ୍କ ଫଟୋ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହିତ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରାଇ ଥାଏ । ମୃତ ପ୍ରିୟଜନ ଙ୍କ ଫଟୋ ଠାକୁର ଘରେ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ତେଣୁ ଘରର ଦକ୍ଷିଣ ଦିଗରେ ରଖିବା ଦ୍ଵାରା ମଙ୍ଗଲ ହୋଇଥାଏ । ଘରେ କେବେବି ବୁଡି ଯାଉ ଥିବା ଜାହାଜ ର ଫଟ, ଯୁଦ୍ଧ ଜ୍ଵାଳାମୁଖୀ, ବର୍ଷା ଓ ଝଡ ତିଫାନର ଫଟ ଏବଂ ହିଂସ୍ର ଜନ୍ତୁଙ୍କ ଫଟ ଲଗାଇବା ଉଚିତ ନୁହେଁ ଏହା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ବଢି ଥାଏ ।

ଘରେ ଅସାନ୍ତି ଦେଖା ଦେଇ ଥାଏ । ଯଦି କାର୍ଯ୍ୟ କ୍ଷେତ୍ରରେ ଅଶୁଭ ହେଉଥାଏ କିମ୍ବା ବ୍ୟବଶାୟ ଅବନତି ଦେଖା ଦେଉଥାଏ । ତେବେ ଆପଣ ପଚାଶ ଗ୍ରାମ ଫିଟିକିରି କୌଣଶୀ ପାଟରେ ରଖିବା ଦ୍ଵାରା ସମସ୍ଯା ଦୂର ହୋଇ ଥାଏ । ଆପଣ ଧାର କରଜ କରିକି ଯଦି ଅସୁବିଧାରେ ପଡ଼ୁଛନ୍ତି ତେବେ ଆପଣ ଘର ପୋଛିବା ବେଳେ କିଛି ଫିଟିକିରି କୁ ପକାଇକି ।

ଏହାକୁ ଫୋଚିବା ଭଲ ହୋଇଥାଏ ଯାହା ଦ୍ଵାରା ଆପଣ ଧାର କରଜ ରୁ ମୁକ୍ତି ପାଇ ଯିବେ । ଗାଧୋଇବା ସମୟରେ ପାଣିରେ କିଛି ଫିଟିକିରି ଗୁଣ୍ଡ ମିଶାଇ ଗାଧୋଇବା ଦ୍ଵାରା ଆପଣଙ୍କ ପାଇଁ ଶୁଭ ହୋଇଥାଏ ଧନଲାଭର ସମ୍ଭାବନା ବୃଦ୍ଧି ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଘରେ ଯଦି ପିଲାଙ୍କୁ ରାତିରେ ଶୋଇବା ବେଳେ ଭୟଙ୍କର ସ୍ଵପ୍ନ ଆସୁ ଥାଏ ।

ତେବେ ତାଙ୍କ ଶୋଇବା ତକିଆ ତଳେ କିଛି ଫିଟିକିରି ଗୁଣ୍ଡ ରଖିବା ଭଲ ହୋଇଥାଏ । ଯଦି ଆପଣ କ୍କିହହୀ ବିଶେଷ କାମରେ ସଫଳତା ପାଇବା ପାଇଁ ଚାହୁଁ ଛନ୍ତି ତେବେ ରାମ ଲକ୍ଷ୍ମଣ ଙ୍କୁ ହନୁମାନ କାନ୍ଧରେ ବସାଇ ଥିବା ଫଟୋ ଚିତ୍ର ଘରେ ରଖିବା ଦ୍ଵାରା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ।

ପଞ୍ଚମୁଖୀ ହନୁମାନ ଙ୍କ ଫଟ କିମ୍ବା ମୂର୍ତ୍ତି ଘରେ ରଖୀ ପୂଜା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଯଦି ଅପରିବାର ରେ କଳହ ହେଉଥାଏ କିମ୍ବା ପରିବାର ଲୋକଙ୍କ ମଧ୍ୟରେ ଏକଟା ରହୁ ନଥାଏ ତେବେ ବୈଠକ ଘରେ ରାମ ଦରବାର ର ଫଟ ଲଗାଇବା ଦ୍ଵାରା ଗୃହ ପାଇଁ ମଙ୍ଗଲ କାରୀ ହୋଇଥାଏ ।

ହାତରେ ହନୁମାନ ଜି ପାହାଡ ନେବାର ଫଟ ଲଗାଇବା ଦ୍ଵାରା କଠିନ କାମରେ ସଫଳତା ମିଳି ଥାଏ ଏହା ସହ ଆମ ପରାକ୍ରମ ମଧ୍ୟ ବଢି ଥାଏ । ଆପଣ ସାହାଶୀ ଓ ଶକ୍ତି ଶାଳି ମଧ୍ୟ ହୋଇ ଥାନ୍ତି । ରୋଷେଇ ଘରେ କେବେବି ଔଷଧ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଉପରେ ଖରାପ ପ୍ରଭାବ ପଡିଥାଏ । ଏବଂ ଘରେ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ରୋଷେଇ ଘରେ କେବେଭି କାଚ କିମ୍ବା ଆଇନା ଲଗାଇବା କଥା ନୁହେଁ ।

ଏହା କରିବା ଦ୍ଵାରା ଘରେ କଳହ ବଢି ଥାଏ ଓ ଘରେ ଆର୍ଥିକ ଅଶାନ୍ତି ଦେଖା ଯାଇ ଥାଏ । ରୋଷେଇ ଘରେ ରୁଟି କରିବା ପରେ ବଳିଥିବ୍ବା ଅଟା କୁ ଖୋଲା ରଖିବା କଥା ନୁହେଁ । ଏହା କରିବା ଦ୍ଵାରା ପରିବାର ଉପରେ ବିପଦ ଥାଏ । ଏହା ଅଶୁଭ ହୋଇ ଥାଏ । ସେହି ଭଳି ହାତରୁ ଯଦି ତେଲ ପଡି ଯାଇ ଥାଏ କେତେବେଳେ ଏହା ଶୁଭ ହୋଇ ଥାଏ ଏହାକୁ ଆପଣ ଉଠାଇକି ବାହାରେ ପକାଇ ଦେବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *