ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ କେତେବେଳେ କଣ ଘଟିବ କେହି ଜାଣି ନଥାନ୍ତି । ତେଣୁ ସମସ୍ତେ ନିଜ କର୍ମ ଉପରେ ବିଶ୍ଵାସ ରଖି ଆଗକୁ ବଢି ଚାଲିଛନ୍ତି । କିନ୍ତୁ କିଛି ଲୋକ ଚାହାନ୍ତି ନିଜ ଭାଗ୍ୟ ଭବିଷ୍ୟ ଜାଣିବା ପାଇଁ ଏବଂ ନିଜର ରାଶିରୁ ଜାଣନ୍ତି ଆଗକୁ ଆସୁଥିବା ସମୟ ବିଷୟରେ । ତେବେ ଆଜି ଆମେ ଜାଣିବା ରାଶି ଚକ୍ରରେ ଥିବା ୧୨ଟି ରାଶି ବିଷୟରେ । ଏବଂ ଜାଣିବା ଆଗାମୀ ଅକ୍ଟୋବର ମାସଟି କିଭଳି ରହିବ ସେମାନଙ୍କ ପାଇଁ ।
ମେଷ ରାଶି: ଆପଣଙ୍କ ବ୍ୟବସାୟରେ କିଛି କ୍ଷତିର ସମ୍ଭାବନା ରହୁଅଛି । ଧନ ଆଗମନରେ କିଛି ବାଧା ସୃଷ୍ଟି ହୋଇପାରେ । ସମ୍ମାନ ହାନୀର ସମ୍ଭାବନା ମଧ୍ୟ ରହିଛି । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଅବହେଳା କରିବେ । ବୃଷ ରାଶି: ବହୁତ ପରିଶ୍ରମ ଫଳରେ ଲାଭବାନ ହୋଇପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ସାମାନ୍ଯ ଉନ୍ନତି ହେବ । ଶାରୀରିକ ଅସୁସ୍ଥତା ଦୂର ହେବ ।
ମିଥୁନ ରାଶି: ବନ୍ଧୁ ମାନଙ୍କର ସହଯୋଗ ମିଳିବ । ସମସ୍ତ ଇଚ୍ଛା ପୂରଣ ହେବ । ମହିଳାମାନେ ଆନନ୍ଦରେ ସମୟ କାଟିବେ । କର୍କଟ ରାଶି: କୌଣସି ନୂଆ ଯୋଜନା କରିପାରନ୍ତି । ନୂତନ ବନ୍ଧୁ ସୃଷ୍ଟି ହୋଇପାରନ୍ତି । କର୍ମ କ୍ଷେତ୍ରରେ ଅଜଣା ବ୍ୟକ୍ତି କିଛି ବଧ ସୃଷ୍ଟି କରିପାରନ୍ତି । ମହିଳାମାନେ କିଛି ପାରିବାରିକ ଅଶାନ୍ତି ଭୋଗ କରିପାରନ୍ତି ।
ସିଂହ ରାଶି: ବ୍ୟବସାୟରେ ଉନ୍ନତି କରିବେ । ଅଚାନକ ଧନ ଲାଭର ଯୋଗ ରହିଛି । ମାନ ସମ୍ମାନ ବୃଦ୍ଧି ହେବ । ମହିଳାମାନେ ସୁଖୀ ହେବେ । କନ୍ୟା ରାଶି: ସରକାରୀ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହେବ । କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଚାନକ କୌଣସି କାର୍ଯ୍ୟ କରିପାରନ୍ତି । ବହୁତ କଷ୍ଟ କଲେ ହିଁ ସଫଳ ହେବେ । ଅସୁସ୍ତ ହୋଇପାରନ୍ତି । ତୁଳା ରାଶି: ଅଧିକ ପରିଶ୍ରମ ଫଳରେ କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରେ ।
ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ରହିଛି । ପାରିବାରିକ ଶାନ୍ତି ପ୍ରାପ୍ତ ହେବ । ମହିଳା ମାନେ ଧର୍ମ ପରାୟଣ ହେବେ । ବିଛା ରାଶି: କର୍ମ କ୍ଷେତ୍ରରେ ସ୍ଥିତି ଠିକ ରହିବ । ଶତୃମାନେ ପରାଜିତ ହେବେ । ନୂଆ ବସ୍ତ୍ର, ଦ୍ରବ୍ଯ ହାସଲ କରିପାରନ୍ତି । ସାମାଜିକ ମାନ ସମ୍ମାନ ପ୍ରାପ୍ତ ହେବ । ଧନୁ ରାଶି: ପୁରୁଣା ଇଚ୍ଛା ପୁରା ହେବ । ମହତ୍ଵପୂର୍ଣ ଦାଇତ୍ଵ ସମ୍ପାଦନ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଗଢିବେ । ମକର ରାଶି: ବନ୍ଧୁଙ୍କ ସହଯୋଗରେ ଉନ୍ନତି କରିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅସୁସ୍ତ ରହିପାରନ୍ତି ।
କୁମ୍ଭ ରାଶି: କର୍ମଚାରିଙ୍କ ସହ ବିବାଦ ଦେଖା ଦେଇପାରେ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅସଫଳତାର ସମ୍ଭାବନା ରହିଛି । ମୀନ ରାଶି: ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ । ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ଅଟକି ରହିଥିବା କାମ ପୁରା ହେବ । ଛାତ୍ରଛାତ୍ରୀ ମାନେ ଉଚ ଶିକ୍ଷା ଲାଭ କରିବେ । ତେବେ ଏହା ଥିଲା ସମ୍ପୂର୍ଣ ରାଶିଫଳ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।