ମିଛ ପ୍ରେମର 3 ଟି ସଙ୍କେତ, କଣ ଆପଣ ଜାଣିଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ସତରେ ପ୍ରେମ କରୁଛନ୍ତି କି ନାହିଁ ? ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ମିଛ ଭଲ ପାଇବାର ପ୍ରଥମ ସଙ୍କେତ ହେଉଛି ଯିଏ ସିଧା ଉତ୍ତର କରିଥାନ୍ତି । ଯେଉଁ ମଣିଷ ମିଛ ଭଲପାଇଥାଏ, ସେ ସବୁବେଳେ ସିଧା ଉତ୍ତର କରିଥାଏ । ଉଦାହରଣ ସ୍ୱରୂପ ଯଦି ତମେ ପଚାର କେତେ ଭଲ ପାଉଛ ? ତମ ସାଥୀ କୁହନ୍ତି ମୁ ତୁମକୁ ଭରସାବି କରୁନାହିଁ । ଯଦି ଏମିତି କହୁଛନ୍ତି ସାଇକୋଲୋଜି ହିସାବରେ ସତ ଭଲପାଇବା ।

ମାନେ ପ୍ରକୃତ ଭଲ ପାଇବା, ଯଦି ତୁମେ ପଚାର କେତେଭଲ ପାଉଛ, ଯଦି ତୁମ ପାର୍ଟନର ଉତ୍ତର ଦିଅନ୍ତି ମୁ ତୁମକୁ ବହୁତ ଭଲ ପାଉଛି, ମୁ ତୁମ ପାଇଁବି ଜୀବନବି ଦେଇପାରିବି । ଜାଣିବେ ଯେ ସେ ତୁମକୁ ମିଛ ଭଲ ପାଉଛି । ଯିଏ ପ୍ରକୃତରେ ଭଲ ପାଏ ବୁଝିସୁଝି ଉତ୍ତର ଦିଏ, ଯିଏ ମିଛ ଭଲ ପାଏ ବହୁତ ବଢେଇ ଚଢେଇ କହିଥାଏ ।

ଯିଏ ମିଛ ଭଲ ପାଏ ସେ ତୁମ ଦୁଖ କେବେବି ବୁଝି ପାରେ ନହିଁ । ଉଦାହରଣ ସ୍ୱରୂପ ଯଦି ତୁମ ଦେହ ଖରାପ ହୋଇଛି, ଆପଣଙ୍କ ପାର୍ଟନର ବହୁତ ଦୂରରେ ଅଛନ୍ତି । ଯଦି ଆପଣ ସହକଥା ହେଉଛନ୍ତି ଆପଣଙ୍କ ସାଥି ଆପଣଙ୍କ କଥାରୁ ଓ ଚୁପ ରହିବା କଥାରୁ ଜାଣିପାରୁ ନାହାନ୍ତି କି ଆପଣ ଅସୁସ୍ଥ ଅଛନ୍ତି କି ଜାଣି ମଧ୍ୟ ପଚାରିବାକୁ ଚାହୁଁ ନାହାନ୍ତି, କାରଣ ସେ ଆପଣଙ୍କର କେୟାର କରୁନାହାନ୍ତି, କାରଣ ସେ ଆପଣଙ୍କୁ ଜମା ବି ଭଲ ପାଉନାହାନ୍ତି ଖାଲି ଦିଖବା କରୁଛନ୍ତି । ଆଉ ଯିଏ ବୁଝି ପାରୁଛି ସେ ବହୁତ ଭଲ ପାଉଛି ।

ଯିଏ ସଂମ୍ମାନ ଦିଅନ୍ତି ନହିଁ । ଯିଏ ମିଛ ଭଲପାଏ ସେ କେବେ ସଂମ୍ମାନ କରନ୍ତି ନହିଁ । ତୁମ କାଥାକୁ କେୟାର କରନ୍ତି ନହିଁ, ଯାହା ଇଚ୍ଛାହୁଏ କୁହନ୍ତି, ତମେ କଣ ଭାବୁଛ, କଣ କରିବାକୁ ଚାହୁଛ ତାଙ୍କୁ କିଛି ଫରକ ପଡେନି । ଯିଏ ତୁମକୁ ଗାଳି ଗୁଲଜ କରେ ସେ କେବେବି ତୁମକୁ ଭଲ ପାଇପାରେନା ସେ ଖାଲି ଅଭିନୟ କରେ । ଯେ ତୁମର ସଂମ୍ମାନ କରୁନି ସେ କେବେବି ତୁମକୁ ଭଲପାଇପାରିବନି । ଏଥିରୁ ମଧ୍ୟ ଜାଣିଯିବା କିଏ ତୁମକୁ ପ୍ରକୃତରେ ଭଲ ପାଉଛି । ଇଏ ଥିଲା କିଛି ସାଇକୋଲଜିକାଲ ଟ୍ରିକ ।

ଏହି ଲେଖା ଏନ୍ଟରଟେଂମେଣ୍ଟ, କୌତୁହଳ ବା ଶିକ୍ଷା ପାଇଁ ଲେଖା ଯାଇଛି, ଏହାକୁ ଆପଣ ବେସୀ ଗମ୍ଭୀର ଭାବରେ ନେବେ ନାହିଁ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *