ମୀନ ରାଶି, ଆଗରୁ ଜାଣିନଥିବା ଗୁପ୍ତ କଥା, ଏକୁଟିଆ ଦେଖନ୍ତୁ

ରାଶି ଚକ୍ରରେ 12 ଟି ରାଶି ଅଛି । ଆପଣ ମାନଙ୍କ ମଧ୍ୟରୁ କିଛି ଲୋକଙ୍କ ରାଶି ମୀନ ରାଶି ହୋଇ ଥିବା ଆଜି ଆମେ କହିବା ପାଇଁ ଯାଉଛୁ କି ମୀନ ରାଶିର ଲୋକମାନଙ୍କ ସ୍ଵଭାବ କିଭଳି ଥାଏ । ମୀନ ରାଶିର ସ୍ଵାମୀ ବୃହଷ୍ପତ୍ତି ଗ୍ରହ ହୋଇ ଥାନ୍ତି । ବୃହସ୍ପତି ଗ୍ରହ ସୌର ମଣ୍ଡଳ ର ସବୁ ଥାରୂ ବଡ ଗ୍ରହ ଅଟନ୍ତି । ଏହାକୁ ସୂର୍ଯ୍ୟ ମଣ୍ଡଳ ର ଗୁରୁ ଗ୍ରହ ମଧ୍ୟ କୁହା ଯାଏ ଏହାକୁ ସବୁ ଗ୍ରହ ମାନଙ୍କ ଦେବ ଗ୍ରହ କିମ୍ବା ଗୁରୁ ଗ୍ରହ ମଧ୍ୟ କୁହାଯାଏ ।

ବୃହଷ୍ପତ୍ତି ଗ୍ରହ ହେଉଛନ୍ତି ଧର୍ମ ଓ ଶାନ୍ତିର ପ୍ରତୀକ । ତେଣୁ କରି ଏହି ରାଶିର ଲୋକମାନେ ମଧ୍ୟ ଧାର୍ମିକ ଅଟନ୍ତି ଓ ବୁଦ୍ଧି ମାନ ଅଟନ୍ତି । ଏମାନେ ସାନ୍ତ ସ୍ଵଭାବ ର ଅଟନ୍ତି । ଏମାନେ ଅନ୍ୟ ରାଶି ମାନଙ୍କ ଅପେକ୍ଷା ସବୁ କାମକୁ ଦେଖି ଚାହିଁ କରନ୍ତି । ଏମାନେ ଦୟାଳୁ ଉଦାରୁ ସ୍ବଭାବାର ହୋଇ ଥାନ୍ତି । ଏମାନେ କାହାକୁ ଭି କଟୁ କଥା କହିବା ପାଇଁ ଭଲ ପାଇ ନଥାନ୍ତି । ଏମାନେ ନିଜ ଆଦର୍ଶବାଦି ଦୁନିଆରେ ରହି ଥାନ୍ତି । ଏମାନେ ସବୁ ବେଳେ ଅନ୍ୟ ମାନଙ୍କ ପାଇଁ ସବୁ ବେଳେ କାମ କରନ୍ତି । ଏମାନେ ଦୂର ଦ୍ରୁଷ୍ଟି ରଖିବା ଓ ସଂବେଦନଶୀଳ ହୋଇ ଥାନ୍ତି । ମୀନ ରାଶିର ସଂକେତ ଦୁଇଟି ମାଛ ଅଟେ ।

ଏମାନେ ଜଳ ଚର ପ୍ରାଣୀ ଅଟନ୍ତି । ଏମାନଙ୍କ ଭିତରେ ସହାନୁଭୂତି ଅନେକ ଥାଏ । ଏମାନେ ସାଧାରଣ ଭାବେ ସବୁ ପ୍ରକାର ନୂଆ ମାହୋଲ ରେ ନିଜକୁ ରଖୀ ଦେଇ ଥାନ୍ତି । ଏମାନେ ସବୁ ବେଳେ ଚଞ୍ଚଳ ହୋଇ ଥାନ୍ତି । ଏମାନେ ଛୋଟ ପିଲାଙ୍କ ସହ ଛୋଟ ଓ ବଡ ପିଲାଙ୍କ ସହ ବଡ ହୋଇ ଥାନ୍ତି । ଏମାନେ ଉଦାର ଓ ଭଲ ସ୍ଵଭାବ ସମ୍ପର୍ଣ୍ଣ ହୋଇ ଥାନ୍ତି । ଏମାନଙ୍କ ପ୍ରତିଭା ସବୁ ଆଡେ ବିଛୁରିତ ହୋଇ ଥାଏ । ଏମାନଙ୍କ ସ୍ଵଭାବ ଖୁବ ଭଲ ହୋଇ ଥାଏ । ଏମାନେ ନିଜ ପ୍ରେମ ସମ୍ପର୍କ ପାଇଁ ଖୁବ ଭଲ ହୋଇ ଥାନ୍ତି ।

ଏମାନେ ଜୀବନ ସାଥି ଙ୍କୁ ସବୁ ବେଳେ ନିଜ ପାଖରେ ରଖୀ ଥାନ୍ତି ଏମାନେ ସାଧାରଣ ଭାବେ ଦେଖିବା ପାଇଁ ସୁନ୍ଦର ହେବା ସହ ଲାଜକୁଲା ସ୍ଵଭାବର ହୋଇ ଥାନ୍ତି । ମୀନ ରାଶିର ବ୍ୟକ୍ତି ନିଜ ସାଥି ସହ ସବୁ ବେଳେ ନିଜ ବ୍ୟକ୍ତିଗତ କଥା କୁ ନେଇ ଝଗଡା କରି ନେଇ ଥାନ୍ତି । ଏମାନେ ସାନ୍ତ ଉଦାର ଜୀବନ ସାଥି ଖୋଜି ଥାନ୍ତି । ଏମାନେ ନିଜ ଜୀବନ ସାଥି କି ନେଇକି ସବୁ ବେଳେ ଚିନ୍ତାରେ ଥାନ୍ତି । ଏମାନେ ଖାଲିରେ ବସି ରହିବା ପାଇଁ ଭଲ ପାଇ ନଥାନ୍ତି । ଏମାନେ ସବୁ ବେଳେ କାମ କରିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ସାହାଜ୍ଯ କରିବା ପାଇଁ ସବୁ ବେଳେ ଆଗଭର ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *