ଆମେ ଆଜି ଏହି ଭଳି କିଛି ରାଶି ମାନଙ୍କ କଥା କହିବ ପାଇଁ ଯାଉଛୁ ଯେଉଁ ମାନେ ଭଗବାନ ହନୁମାନ ଜି ଙ୍କ ଦୟା ଅପାଇବେ । ଏହି ରାଶି ମାନେ ଭଗବାନ ହନୁମାନ ଜି ଙ୍କ ହୃଦୟରେ ବସି ଯାଇ ଛନ୍ତି କହିଲେ ଚାଲିବ । ତେବେ ଏହି ରାଶିର ଲୋକମାନେ ଏବେ ବହୁତ ଭଲ ପରିଣାମ ପାଇବେ । ଏବେ ଏହି ରାଶିର ଲୋକମାନେ କିଛି ନୂଆ କାମ ପାଇଁ ନିଜକୁ ପ୍ରସ୍ତୁତ କରି ନିଅନ୍ତୁ । ପରିବାରରେ ଭଲ ପରିବବେଶ ରହିବ ଏହା ସହ ଜୀବନ ସାଥି ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ହେବା ପାଇଁ ଯାଉଛି ।
ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛେ ଯେ ଆପଣଙ୍କ ଭଲ ବ୍ୟବହାର ପାଇଁ ଆପଣନାକ ବନ୍ଧୁ ସଂଖ୍ୟା ବଢିବେ । ଏହା ସହ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ଯା ଦୂର ହେବ ଆପଣ ଭଲ କଥା କହିକି ନିଜ ଉପପର ଅଧିକାରୀ ଙ୍କୁ ନିଜ ପ୍ରମୋଶନ ପାଇଁ ମାନେଇ ପାରିବେ ।
ଆଇନ କ୍ଷେତ୍ରରେ ଆପଣ ଖୁବ ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ପାରିବା ରେ ଭାଇ ଭଉଣୀ ମାନଙ୍କ ସହହ ଆପଣଙ୍କ ସମ୍ପର୍କ ଖୁବ ଭଲ ହେବ । କେବଳ ଏତିକି ନୁହେଁ ଆପଣ ଜାଣି ରଖନ୍ତୁ କି ଆପଣ ଯାହା ଭି କରିବେ ନିଜ ପାରିବାର ପାଇଁ ଏହା ଗର୍ବ ର କଥା ହେବ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନେ କି କିଏ ଅଟନ୍ତି ।
ପ୍ରଥମ ରାଶି ହେଉଛି ତୁଳା ରାଶି – ଆମେ ଆପଣଙ୍କୁ କହିବ ଅପାଇନ ଚାହିଁ ବୁ କି ଯେଉଁ ମାନେ ଭଗବାନ ହନୁମାନ ଜି ଙ୍କ କୃପା ପାଇ ଥାନ୍ତି ସେମାନଙ୍କ ଜୀବନରେ ସମସ୍ଯା ଆସି ନଥାଏ କେବେ ହେଲେ ଏହା ସହ ଯେଉଁ ମାନଙ୍କ ଭାଗ୍ୟରେ କିଛି ନୂଆ ଓ କିଛି ଭଲ ଯୋଗ ଅଛି ସେମାନ ଏଏବେ ବିଦେଶରେ ଯାଇକି ରହିବେ । ଶିକ୍ଷା କେଟରରେ ଭଲ ପରିଣାମ ମିଳିବ । ଯେଉଁ ମାନେ ପ୍ରେମରେ ଅଛନ୍ତି ସେମାନେ ଏବେ ନିଜ ରୋମାଣ୍ଟିକ ସମୟ ର ଆନନ୍ଦ ନେଇ ପାରିବେ ।
ଏହା ପରେ ଆସେ କନ୍ୟା ରାଶି – ଯଦି ଆପଣଙ୍କ ବିବାହ ରେ କିଛି ସମସ୍ଯା ଅଛି ଅନେକ ଦିଆନରୁ ଏହା ହୋଇ ପାରୁନି ଏହା ଏବେ ସମାଧାନ ହୋଇଯିବ । ଆପଣ ହନୁମାନ ଜି ଙ୍କ ମନ୍ତ୍ର ଜପ କରନ୍ତୁ ଦେଖିବେ ଆପଣଙ୍କ ବିବାହ ଖୁବ ଶୀଘ୍ର ହୋଇଯିବ । ଯଦି ଆପଣ ଏହିଇ ସମୟରେ କେଉଁ ଜାଗାକୁ ଜୀବ ଅପାଇନ ଚାହିଁ ଛନ୍ତି ତେବେ ଆପଣ ଜାତତ୍ରା କରି ପାରିବେ ।
ସିଂହ ରାଶି – ଆପଣଙ୍କ ପାଇଁ ଏହି ସମୟ ଭଲ ଅଛି ଏହା ସହ ଆପଣଙ୍କ ଜୀବନରେ ଥିବା ଦୁଃଖ ଆପଣଙ୍କ ସହ ରହିବ ନି ଆଉ । ଆପଣ ନୂଆ ମିତ୍ର କରିବାର ଯୋଗ ମଧ୍ୟ ଅଛି ଭଗବାନ ଙ୍କ କୃପାରୁ ଆପଣଙ୍କୁ ଧନବାନ ହେବା ପାଇଁ କେହି ଅଟକାଇ ପାରିବେ ନି । ସନ୍ତାନ ର ପ୍ରଗତି ପାଇଁ ଆପଣ କିଛି ନୂଆ ସ୍ଟେପ ନେବେ । ଆପଣ ଜରୁରୀ କାମ ପାଇଁ ଆର୍ଥିକ ସାହାଜ୍ଯ ଦେଇ ପାରିବେ ।