ମିଥୁନ ରାଶି ଅଗଷ୍ଟ ମାସରେ ଭାଗ୍ୟ ଚମକିବ ଘଟିବ ରାଜଯୋଗ

ଆସନ୍ତୁ ଜାଣିବା ଗ୍ରହ ମାନଙ୍କର ଗୋଚରର ସ୍ଥିତି ବିଷୟରେ । ଏହି ମାସରେ ଗ୍ରହ ମାନଙ୍କର ସ୍ଥିତି କେଉଁ ପ୍ରକାରେ ରହିଛି ଆସନ୍ତୁ ଜାଣିବା । ଯେଉଁ କାରଣରୁ ବ୍ୟାପାର କ୍ଷେତ୍ରରେ ଧିମା ଫଳ ଦେଖାଯିବ । ଚାକିରି କ୍ଷେତ୍ରରେ ଅଧିକାରୀ ଆପଣଙ୍କୁ କୌଣସି ସମସ୍ୟାରେ ପକାଇ ପାରନ୍ତି ।

କୌଣସି ଗୋପନୀୟ କଥା ଆପଣଙ୍କର ବାହାରକୁ ଆସିପାରେ । ଏହି ସମୟରେ ଶନି କେତୁଙ୍କ ଦ୍ରୁଷ୍ଟିରୁ ସନ୍ତାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । କୌଣସି ବଡ କାମ ସିଦ୍ଧ ହୋଇପାରେ ଓ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ । ଏହି ସମୟ ସମ୍ପୂର୍ଣ ଭାବରେ ଅନୁକୂଳ ରହିବାର ସମ୍ଭାବନା ରହିଛି । କାର୍ଯ୍ୟ ସଠିକ ଭାବରେ ସମ୍ପୂର୍ଣ ହେବ ।

ଏହି ଦିନମାନଙ୍କରେ ନୂଆ କାମ ମଧ୍ୟ ମିଳିବ । ବିଦ୍ୟାର୍ଥୀ ମାନଙ୍କୁ ସଫଳତା ପ୍ରାପ୍ତ ହେବ । ଯୋଜନା ସବୁ ସଫଳ ହେବ, ମିତ୍ର ମାନଙ୍କ ଠାରୁ ମଧ୍ୟ ସହଯୋଗ ପ୍ରାପ୍ତ ହେବ । ଏହି ସମୟରେ ଧାର୍ମିକ ଯାତ୍ରାର ମଧ୍ୟ ଯୋଗ ବନୁଅଛି । ସନୀଙ୍କ ବ୍ଯତୀତ ଏହି ସମୟରେ ଚାରୋଟି ଗ୍ରହର ପ୍ରଭାବ ରାସୀ ମାନଙ୍କ ଉପରେ ରହିବ । ଚନ୍ଦ୍ରମାଙ୍କ ସ୍ଥିତି ଆୟକୁ ବଢାଇବା ଭଳି ରହିବ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ମାସର ଶେଷ ସମୟ ଆପଣଙ୍କ ପାଇଁ ସୁଖଦ ରହିପାରିବ । ଯେଉଁ ମାନଙ୍କ ବିବାହ ଏପରଜ୍ଯନ୍ତ ହୋଇନି ତାଙ୍କୁ ବହୁତ ସୁନ୍ଦର ଜୀବନସାଥି ମିଳିବ । ସେମାନଙ୍କ ବିବାହରେ ଯଦି କିଛି ବାଧା ଆସୁଥିଲା ସେହି ସମାସୀ ମଧ୍ୟ ଦୂର ହୋଇବ ।

ନାମ ଓ ଧନ ଅର୍ଜନର ସୁଯୋଗ ମିଳିବ । ଏହି ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଅଟକି ଥିବା ସମସ୍ତ ସରକାରୀ କାର୍ଯ୍ୟ ହେବାକୁ ଲାଗିବ । ଆପଣଙ୍କ ପିତାଙ୍କ ଠାରୁ ଆପଣଙ୍କୁ ବିଶେଷ ଭାବରେ ସହଯୋଗ ମିଳିବ । ସରକାରୀ ଚାକିରିରେ ମଧ୍ୟ ପ୍ରବଳ ଯୋଗ ରହୁଅଛି । ଏହି ସମୟରେ ଆପଣ ଏମିତି କିଛି କଠୋର ନିର୍ନୟ ନେଇପାରନ୍ତି ଯାହା ଆଗକୁ ଆପଣଙ୍କ ପାଇଁ ସଫଳତା ପ୍ରଦାନ କରିବ । କର୍ମ ଅଳ୍ପ ଓ ଯୋଗ ଅଧିକ ଭଳି ଯୋଗ ବନୁ ଅଛି । କୌଣସି ଧାର୍ମିକ ଯାତ୍ରା କରି ପାରନ୍ତି । ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି । ସରକାରୀ ଚାକିରି ପାଇଁ ସମୟ ବହୁତ ଅନୁକୂଳ ରହିବ ।

ଯେଉଁ ମାନେ ସରକାରୀ ଚାକିରି ପାଇଁ ରହିଛନ୍ତି ତେବେ ପ୍ରୟାସ ନିଶ୍ଚିତ ରୂପରେ କରନ୍ତୁ । ଘରକୁ କୌଣସି ନୂଆ ଇଲେକ୍ଟ୍ରି ସାମଗ୍ରୀ କିଣିପାରନ୍ତି । ଭୂମି ଓ ବାହାନ ପ୍ରାପ୍ତିର ଯୋଗ ମଧ୍ୟ ବନୁ ଅଛି । ପିତା ମାତାଙ୍କର ଆଶୀର୍ବାଦ ରହିବ । ଏହି ସମୟରେ ଧନର ଅଭାବ ରହିବ ନହିଁ । ଆପଣ ଶତ୍ରୁ ଆପଣନ୍କ ଉପରେ ଭୟଭୀତ ରହିବେ । ଶତ୍ରୁ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଖେଳ କୁଦରେ ଆଗରେ ରହିବେ । ଆପଣଙ୍କ ଗୃହରେ ଧନ ବର୍ଷାର ଯୋଗ ରହିଛି । ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ । ଏହି ସମୟରେ ଆପଣଙ୍କ ବାଣିରେ ଲୋକ ପ୍ରଭାବିତ ରହିବେ । ସଠିକ ଭାବରେ ଆପଣ ସବୁ କାର୍ଯ୍ୟ ପୁରା କରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *