ସିଂହ ରାଶିର ଅଗଷ୍ଟ ମାସରେ ମହା ପରିବର୍ତନ, ରୁହନ୍ତୁ ସାବଧାନ! ନଚେତ ଭୋଗିବାକୁ ପଡିବ ଭୟଙ୍କର ବିପଦ

ଗ୍ରହ ମାନଙ୍କର ଗୋଚର ଓ ଗ୍ରହ ମାନଙ୍କର ରାଶି ପରିବର୍ତନ ଆପଣଙ୍କ ଜୀବନରେ କୌଣସି ପରିବର୍ତନ ନେଇକି ଆସୁଛି । ଆସନ୍ତୁ ଜାଣିବା ଏହି ମାସରେ ରାଶି ମାନଙ୍କର ଗ୍ରହ ପରିବର୍ତନ ଆପଣଙ୍କ ପାଇଁ କେମିତି ରହିବ ।

ବୁଧ ଶୁକ୍ର ଏହି ମାସରେ ଗ୍ରହ ପରିବର୍ତନ କରୁଛନ୍ତି, ଏହି ମାସରେ ସୂର୍ଯ୍ୟଙ୍କର ରାଶି ପରିବର୍ତନ ଆପଣଙ୍କ ପାଇ ଖୁସି ନେକି ଆସିବ । ଯଦି ସୂର୍ଯ୍ୟ ଙ୍କର ମହାଦଶା କି ଅନ୍ତର୍ଦଶା ଚାଲିଥାଏ ଆପଣଙ୍କୁ ବିଶେଷ ଭାବରେ କୃପା ପ୍ରାପ୍ତ ହେବ । ଗୁପ୍ତ ଧନ ପ୍ରାପ୍ତର ଯୋଗ ବନୁ ଅଛି । ସରକାରୀ କାର୍ଯ୍ୟରେ ଉପଲବ୍ଧି ପ୍ରାପ୍ତ ହେବ । ଅଟକି ରହିଥିବା ସମସ୍ତ ସରକାରୀ କାର୍ଯ୍ୟ ପୁରା ହେବ । ସମାଜରେ ଚାରି ଦିଗରୁ ଆପଣଙ୍କ ନାମରେ ବୃଦ୍ଧି ହେବ ।


ରାଜନୀତି କ୍ଷେତ୍ରରେ ଉଚ ପଦବୀ ପ୍ରାପ୍ତ କରିବେ । ପୈତୃକ ସମ୍ପତି ମିଳିବାର ପ୍ରବଳ ଯୋଗ ବନୁ ଅଛି । ପିତାଙ୍କର ସହଯୋଗ ଏହି ସମୟରେ ବିଶେଷ ଭାବରେ ପ୍ରାପ୍ତ ହେବ । ବୁଧ ଆପଣଙ୍କର ପ୍ରରାକ୍ରମ ଓ ଷଷ୍ଠ ଭାବର ସ୍ଵାମୀ ଅଟନ୍ତି । ଯେଉଁ କାରଣରୁ ବୁଧ ଦୁର୍ବଳ ହେବା ଆପଣଙ୍କୁ ବହୁତ ନକରାତ୍ମକ ପ୍ରଭାବ ଦେଇଥାଏ । ବୁଧ ବାଣୀର କାରକ ମଧ୍ୟ ଅଟନ୍ତି । ପାର୍ଟନରଶିପରେ ମଧ୍ୟ ଭଲ ପରିଣାମ ଦେଖିବାକୁ ମିଳିବ ।

ଅଯଥା ଖର୍ଚ ଏହି ମାସରେ ବୃଦ୍ଧି ହେବ । ଶେଥି ପାଇଁ ନିଜ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । କିଛି କରିବା ବା କହିବା ପୂର୍ବରୁ ଦସ ଥର ଅବଶ୍ୟ ଚିନ୍ତା କରିବେ । ଏହି ସମୟରେ ଆପଣଙ୍କ ଭୌତିକ ସୁଖରେ ବୃଦ୍ଧି ହେବ । ଆପଣଙ୍କର ସୁଖ ପାଇଁ ଆପଣଙ୍କର ଅଯଥା ଖର୍ଚ ମଧ୍ୟ ଅଧିକ ରହିବ । ଆଉ ସେହି କାରଣରୁ ଆଗକୁ ଯାଇ ପଶ୍ଚାତପ ମଧ୍ୟ କରିବାକୁ ପଡିପାରେ । ଏହି ସମୟରେ ବୁଧବାର ଦିନ ସବୁଜ କପଡାର ତ୍ୟାଗ କରନ୍ତୁ ।

ବୁଧବାର ସବୁଜ ପନିପରିବା କିମ୍ବା ମୁଗ ଡାଲି ବିଶେଷ ଭାବରେ ମନ୍ଦିରରେ ଦାନ କରିବା ଦ୍ଵାରା ଆପଣ ଆପଣଙ୍କ ଗ୍ରହକୁ ଶାନ୍ତ କରି ପାରିବେ । ଆପଣଙ୍କର ଶୁକ୍ରରେ ବୃଦ୍ଧି ହେବ । ଶୁକ୍ର ଏବେ ଆପଣଙ୍କୁ ସମ୍ଭାଳି ନେବେ । ଉଛରେ ଶୁକ୍ର ଉଚ ଭାବରେ ଆପଣଙ୍କ ଜୀବନକୁ ସାକାର କରିପାରନ୍ତି । ଶୁକ୍ରଙ୍କର ରାଶି ପରିବର୍ତନ ଆପଣଙ୍କ ସବୁ ଶୁକ୍ର ସମ୍ବନ୍ଧିୟ କାର୍ଯ୍ୟ ଆପଣଙ୍କ ଜୀବନରେ ଅପାର ଖୁସି ଓ ଧନ ଦୌଲତ ଆଣିପାରେ । ଜାଣି ନିଅନ୍ତୁ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ଆଗମନ ହେବାର ଅଛି ।

ଶୁକ୍ର ମୀନ ରାଶି ଓ ନିଜର ଉଚ ରାଶିରେ ଆସିବେ । ଶୁକ୍ର ସମ୍ବନ୍ଧିତ ପ୍ରତେକ କାର୍ଯ୍ୟରେ ଆପଣଙ୍କ ଜୀବନକୁ ସାକାର କରିବ । ଯଦି ଆପଣ ସରକାରୀ ଚାକିରି କ୍ଷେତ୍ରରେ ଅଛନ୍ତି ତେବେ ଏହି ଗୋଚର ସମୟରେ ସରକାରୀ ତରଫରୁ ବିଶେଷ ଲାଭର ପ୍ରାପ୍ତ ହେବ ଯଦି ଆପଣ ଲାମ୍ବା ସମୟ ଧରି କୌଣସି କ୍ଷେତ୍ରରେ କାମ କରିବା ପାଇଁ ପ୍ରୟାସ କରୁଛନ୍ତି ତେବେ ସେହି କାର୍ଯ୍ୟରେ ସଫଳତା ମିଳିବାକୁ ଲାଗିବ । ଯାହାର ଅପେକ୍ଷାରେ ଆପଣ ବହୁତ ଦିନ ରହିଥିଲେ ସେଥିରେ ବିଶେଷ ଲାଭ ପାଇବା ପାଇଁ ଛୋଟ ଝିଅ ମାନଙ୍କ ଠାରୁ ଆଶୀର୍ବାଦ ନେବାକୁ ଭୁଲାନ୍ତୁ ନହିଁ । ଏବେ ଦିନ ଗୁଡିକ ବହୁତ ଖୁସିରେ ବିତାଇବେ ।

Leave a Reply

Your email address will not be published. Required fields are marked *