ମୁଁ ଆପଣଙ୍କ Loverଙ୍କ ନାମ କହିଦେବି, କେମିତି? ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, କିଛି ପିଲା ନିଜ ସାଥୀଙ୍କୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥାନ୍ତି । ନିଜ ସାଥିଙ୍କ ନାମ ମଧ୍ୟ କୁହନ୍ତି ନାହିଁ । କିନ୍ତୁ ଆପଣ ମାନେ ଚାହିଁଲେ ତାଙ୍କ ସାଥିଙ୍କ ନାମ ଗୋଟେ ମିନିଟରେ ଜାଣିପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କିଭଳି ଭାବରେ ଆପଣ ଏକ ଉପାୟ କରି ତାଙ୍କ ସାଥିଙ୍କ ନାମ ବେସ ଆରମରେ ଜାଣିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଚମତ୍କାର ଉପାୟ ବିଷୟରେ ।

ଆପଣଙ୍କୁ ନିଜ ସାଥିଙ୍କ ନାମର ପ୍ରଥମ ଅକ୍ଷର ବାଛିବାକୁ ପଡିବ । ସେହି ଅକ୍ଷର ସାମ୍ନାରେ ଯେଉଁ ନମ୍ବର ଅଛି ସେହି ନମ୍ବରକୁ ମନେ ମନେ ଭାବିନିଅନ୍ତୁ । ଆପଣ ଭାବିଥିବା ନମ୍ବରରେ ୨୦ ମିଶାନ୍ତୁ । ଏହାପରେ ଯାହା ଉତ୍ତର ଆସିଲା ସେଥିରେ ୧ ଫେଡି ଦିଅନ୍ତୁ । ଏହା ପରେ ଯେଉଁ ଉତ୍ତର ଆସିଲା ସେଥିରେ ୩ ଗୁଣନ କରିଦିଅନ୍ତୁ । ଏବେ ଯାହା ଉତ୍ତର ଆସିଲେ ସେଥିରେ ୨ ଗୁଣନ କରିଦିଅନ୍ତୁ ।

ଏବେ ଆପଣଙ୍କର ଯାହା ଉତ୍ତର ଆସିଯିବ । ଉଦାହରଣ ସ୍ଵରୂପ ଆମେ ଏକ ଅକ୍ଷର ନେଉଛୁ N । ଏହା ସିଧାରେ ୨ ଥିଲା । ତେବେ ଆପଣ ୨+୨୦ = ୨୨ ହେଲା । ଏହି ଉତ୍ତର ରୁ ଆପଣଙ୍କୁ ୧ ଫେଡିବାକୁ ପଡିବ । ୨୨- ୧= ୨୧ । ଏବେ ଏହି ଉତ୍ତରରେ ୩ ଗୁଣନ କରିବା । ୨୧ ଗୁଣନ ୩ = ୬୩ ହେଲା । ଏହାପରେ ଆପଣ ୬୩ ରେ ୨ ଗୁଣନ୍ତୁ । ୬୩ ଗୁଣନ ୨ = ୧୨୬ ।

ଏହା ଥିଲା ଆମ ଉଦାହରଣ ଆପଣଙ୍କ ପାଇଁ । ଏହାପରେ ଆପଣଙ୍କୁ ଉତ୍ତର ମିଳିଯିବ । କିଭଳି ଉତ୍ତର ପାଇବେ ଭାବୁଛନ୍ତି ନା ତାହା ଏବେ ଆମେ ଆପଣ ମାନଙ୍କୁ ଜଣାଇଦେଉଛୁ । କଣ ଉତ୍ତର ପାଇ ଆଶ୍ଚର୍ଯ୍ୟ ହୋଇଗଲେ ନା । ତେବେ ଆପଣ ନିଜ ମନରେ ଗୋଟିଏ ଅକ୍ଷର ଭାବନ୍ତୁ । ଏହାକୁ ନିଶ୍ଚୟ କରିବାକୁ ଚେଷ୍ଟା କରନ୍ତୁ ।

ଏହାପରେ ଆପଣଙ୍କୁ ଆପଣଙ୍କ ଉତ୍ତର ମିଳିଯିବ । ରହସ୍ୟ ଭାବରେ ରଖୁଥିବା କଥାର ଉତ୍ତର ଏବେ ଆପଣ ମାନଙ୍କୁ ଖୁବ ସହଜରେ ମିଳିବାକୁ ଯାଉଛି ଏହି ଉପାୟ ଦ୍ଵାରା । ଏବେ ଆଉ କେହି ବି ଆପଣଙ୍କୁ ବୋକା ବନେଇପାରିବେ ନାହିଁ । ଏହା କରି ଆପଣ ସାମ୍ନା ବାଲାଙ୍କୁ ଚମକେଇ ଦେଇ ପାରିବେ ।

ଏହାଦେଖି ସେ ମଧ୍ୟ ଭବିବେ ଆପଣ ଏହା କିପରି କରିଲେ । ତେବେ ଆଉ ଡେରି ନକରି ଏହାକୁ ପ୍ରୟାସ କରିବାରେ ଲାଗି ପଡନ୍ତୁ । ଦେଖିବେ କଣ ସବୁ ମଜାଦାର ହେବ ଆପଣଙ୍କ ସହ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *