ନାମର ପ୍ରଥମ ଅକ୍ଷର “S” ଥିଲେ ଅବଶ୍ୟ ଦେଖନ୍ତୁ, 2023 କେମିତି କାଟିବ

ନମସ୍କାର ବନ୍ଧୁଗଣ, ନାମର ପ୍ରଥମ ଅକ୍ଷର ହିଁ ମଣିଷର ସ୍ଵଭାବ ଜଣାଇ ଦେଇଥାଏ । ମଣିଷର ଜନ୍ମ ସମୟରେ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତିକୁ ଧ୍ୟାନରେ ରଖି ନାମ ରଖାଯାଇଥାଏ । ତେଣୁ ନାମରୁ ଗୋଟିଏ ମଣିଷର ସ୍ଵଭାବ ଜାଣିବା ବହୁତ ସହଜ ହୋଇଥାଏ । ମଣିଷର ସ୍ଵାଭବ ହିଁ ମଣିଷକୁ ପରିଚୟ ଦେଇଥାଏ । ତେବେ ଆଜି ଆସନ୍ତୁ ଜାଣିବା S ନାମର ବ୍ୟକ୍ତିଙ୍କ ସମ୍ପର୍କରେ । ଆଉ ଡେରି ନକରି s ନାମର ବ୍ୟକ୍ତି ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ପଢନ୍ତୁ ।

S ଅକ୍ଷର: ଏହି ନାମର ଲୋକ ପ୍ରାୟତଃ କୁମ୍ଭ ରାଶିର ହୋଇଥାନ୍ତି । କୌଣସି ପରିସ୍ଥିତି ବି ଏମାନଙ୍କ ମୁଣ୍ଡକୁ ତଳକୁ ନୂଆଁଇ ପାରେ ନାହିଁ । ପରିସ୍ଥିତିକୁ ସାମ୍ନା କରି ଏମାନେ ଦୁର୍ବଳ ହେବା ବଦଳରେ ଆହୁରି ବେଶି ଶକ୍ତିଶାଳୀ ଓ ପ୍ରଭାବଶାଳୀ ହୋଇଯାନ୍ତି । ଏମାନେ ଅସୁବିଧାର ମୁକୁଳିବା ପାଇଁ ଅନ୍ୟ ଏକ ରାସ୍ତା ବାଛିବା ପୂର୍ବ ସ୍ଵତନ୍ତ୍ର ନିଜର ଏକ ରାସ୍ତା ତିଆରି କରିଥାନ୍ତି ।

ଏମାନେ ରାଜା ସ୍ଵାଭାବର ହୋଇଥାଏ । ସମସ୍ତ କାର୍ଯ୍ୟକୁ ନିଜ କ୍ଷମତା ବଳରେ କରିବାର ସାହସ ରଖିଥାନ୍ତି ଏମାନେ । ସମସ୍ତଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ଚାଲିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଯଦି କେହି ଏମାନଙ୍କ ସହ ଶତ୍ରୁତା କରିଥାଏ ତେବେ ଏମାନେ ତାଙ୍କୁ ଉଚିତ ଶିକ୍ଷା ଦେଇ ଛାଡିଥାନ୍ତି । ଯେଉଁ ଜାଗାକୁ ଏମାନେ ଯାଇଥାନ୍ତି ସେଠାରେ ଲୋକଙ୍କ ମନକୁ ଖୁବ ଶୀଘ୍ର କିଣି ନେଇଥାନ୍ତି ।

ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇବା ପାଇଁ ଏମାନଙ୍କ ପ୍ରଚେଷ୍ଟା ସବୁବେଳେ ଲାଗି ରହିଥାଏ । ସେହି ପ୍ରଚେଷ୍ଟା ଏମାନଙ୍କୁ ଉଚିତ ଫଳ ମଧ୍ୟ ଦେଇଥାଏ । ଯାହାଫଳରେ ଏମାନେ ଜଣେ ସମ୍ମାନିତ ବ୍ୟକ୍ତି ଭାବରେ ଦୁନିଆରେ ପରିଚୟ ପାଇଥାନ୍ତି । ଏମାନେ ଦେଖୁଥିବା ସ୍ଵପ୍ନକୁ ପୁରା କରିବା ପାଇଁ କଷ୍ଟ କରି ରାତି ଦିନ ଏକ କରିଦେଇଥାନ୍ତି । ଯାହାଫଳରେ ଏମାନେ ନିଜ ଲକ୍ଷ୍ୟର ଶୀର୍ଷରେ ପହଞ୍ଚିପାରନ୍ତି ।

କୌଣସି ଜିନିଷକୁ ଦେଖେଇହେବା ସ୍ଵାଭାବ ଏମାନଙ୍କ ପାଖରେ ବିଲକୁଲ ନଥାଏ । ଏହି ନାମର ବ୍ୟକ୍ତି ଦେଖିବା ପାଇଁ ଖୁବ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ବହୁତ ଦୟାଳୁ ସ୍ଵାଭାବର ହୋଇଥାନ୍ତି । ଯାହା ଫଳରେ ଅନ୍ୟର ଦୁଃଖ ଦେଖି ଏମାନେ ସହି ପାରନ୍ତି ନାହିଁ । ତେଣୁ ସବୁବେଳେ ଅନ୍ୟର ସାହାର୍ଯ୍ୟ ପାଇଁ ପ୍ରସ୍ତୁତ ଥାନ୍ତି । ଅନ୍ୟ କଥାରେ ଅନ୍ୟ କାହା ଜୀବନରେ ମୁଣ୍ଡ ପୁରାଇବା ପସନ୍ଦ ହୋଇନଥାଏ ।

 

ନିଜ କାର୍ଯ୍ୟ ନିଜ ଜୀବନରେ ବ୍ୟସ୍ତ ରହିବାକୁ ସବୁବେଳେ ଏମାନେ ଚାହିଁଥାନ୍ତି । ଏହି ନାମ ଥିବା ମହିଳା ମାନେ ତାଙ୍କ ସ୍ଵାମୀଙ୍କର ସମ୍ମାନ କରିବା ସହ ବହୁତ ଯତ୍ନ ମଧ୍ୟ ନେଇଥାନ୍ତି । s ନାମର ପୁରୁଷଙ୍କ ଜୀବନ ବିବାହ ପରେ ବହୁତ ସୁଖରେ କଟିଥାଏ । ଏମାନେ ଭଲ ପାଉଥିବା ସାଥିଙ୍କୁ ନିଜକୁ ସମ୍ପୂର୍ଣ ଭାବରେ ସମର୍ପଣ କରିଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *